ବଗୁଲିଆ ପିଲା ଲେଖକ ହେଲା

“ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଭିତରେ ବଗୁଲିଆ ପିଲା ଥାଆନ୍ତି କେତେ

    ସେଥିରୁ କେତେବି ହୁଅନ୍ତି ଆଦର୍ଶ ଗୁରୁଙ୍କ ପ୍ରଭାବବଳରେ ସତେ ।

    ଏହିଭଳି ଏକ ବଗୁଲିଆ ପିଲା ହୋଇଥିଲା ଦିନେ ବଡମଣିଷ

    ସିଏ ଥିଲେ ପଂଚସଖାରୁ ଜଣିଏ ତାଙ୍କ କଥା ବାରେ ଶୁଣିବା ଆସ ।”

                କଥାଟି ଅନେକ ଦିନ ତଳର । ପୁରୀ ଜିଲ୍ଲା ସ୍କୁଲ କଥା । ସେତେବେଳେ ସେଠାକାର ପ୍ରଧାନଶିକ୍ଷକ ଥାଆନ୍ତି ଚନ୍ଦ୍ରମୋହନ ମହାରଣା । ସେ ଜଣେ ଆଦର୍ଶ, ଗାନ୍ଧିବାଦୀ ତ୍ୟାଗପୂତ ମଣିଷ ଭାବରେ ସେତେବେଳେ ତାଙ୍କର ବେଶ୍ ନାଁ ଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ