ମହାମନ୍ତ୍ରୀଙ୍କ କୁଡିଆ ଘର

ମହନୀୟ ବ୍ୟକ୍ତି ମହାନ୍ ହୁଅଇ ମହାନ୍ ଗୁଣରେ ଏକା

ଲୋଡା ନାହିଁ ତାକୁ ସୁରମ୍ୟ ପ୍ରାସାଦ ନଭଶ୍ଚୁମ୍ବୀ ଅଟ୍ଟାଳିକା ।

ଚନ୍ଦ୍ରଗୁପ୍ତଙ୍କର ମହାମନ୍ତ୍ରୀ ଥିଲେ ‘ଚାଣକ୍ୟ’ ସେଭଳି ବ୍ୟକ୍ତି

ସରଳ ଜୀବନ ଯାପନ କରି ସେ କାଟୁଥିଲେ ଦିନ ନିତି ।

ବଣମଲ୍ଲୀ ଘଂଚ ଅରଣ୍ୟରେ ଥାଇ ଚଉଦିଗକୁ ବାସ ଛୁଟାଇଲା ଭଳି ଜଣେ ସାଧାରଣ ମଣିଷ ବି ତା’ର ମହନୀୟ ଗୁଣରେ ସାରା ବିଶ୍ୱରେ ସୁବିଖ୍ୟାତ ହୋଇପାରେ । ସେଭଳି ବ୍ୟକ୍ତିର ସୁରମ୍ୟ ନଭଶ୍ଚୁମ୍ବୀ ଅଟ୍ଟାଳିକା କଦାପି ମଧ୍ୟ ଲୋଡା ନଥାଏ । ବଣରେ ବଣମଲ୍ଲୀ ଅଜ୍ଞାତ ସ୍ଥାନରେ ରହିଲା ଭଳି ସେ ଜନବସତିଠାରୁ ଦୂର ଏକ ନିକାଂଚନ କୁଡିଆ ଘରେ ରହିବାକୁ ଭଲ ପାଏ । ତା’ର ମନରେ ଭୋଗ ଲାଳସା ନଥାଏ, ଥାଏ ସମାଜର ଅଗଣିତ ଜନସାଧାରଣଙ୍କ ସେବା । ଇତିହାସରେ ସେହିଭଳି ଜଣେ ଚରିତ୍ର ଥିଲେ ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ମହାମନ୍ତ୍ରୀ ‘ଚାଣକ୍ୟ’ ।


ଗପ ସାରଣୀ

ତାଲିକାଭୁକ୍ତ ଗପ