ଗୋରା ସାହେବ କଳା ମଣିଷଙ୍କୁ କ୍ଷମା ମାଗିଲେ

“ବ୍ରିଟିଶ୍ ଶାସନ କାଳର କଥାଏ ଶୁଣିବାକୁ ଲାଗେ ଭାରି ଡର

ଗୋରା କର୍ଣ୍ଣେଲଙ୍କ ବିରୋଧରେ ଥରେ ଅଭିଯୋଗ ଥିଲା ଗୁରୁତର ।

ସରକାରୀ ମାଜିଷ୍ଟ୍ରେଟ୍ ପଦେ ଥାଇ ଇଣ୍ଡିଆନ ଜଣେ ଦେଲେ ଶିକ୍ଷା

ଅଭିଯୋଗ ଯେବେ ବିଚାର ସରିଲା କର୍ଣ୍ଣେଲ୍ ମାଗିଲେ କ୍ଷମା ଭିକ୍ଷା ।”

                ଦେଶପ୍ରେମୀ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କର ଦେଶାତ୍ମବୋଧକ ସଂଗୀତ ‘ବନ୍ଦେ ମାତରଂ’ କାନରେ ବାଜିଲେ ଦେହରେ ଯେପରି ଶିହରଣ ସୃଷ୍ଟି ହୁଏ । ସେଇ ଦେଶପ୍ରେମୀଙ୍କ ଜୀବନ କଥାରୁ ଗୋଟିଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ