ଦେହର ମଳିରୁ ଜୈବିକ ପୁତ୍ର ଅସମ୍ଭବ ତେଣୁ ଗଣେଶ ଏକ କାଳ୍ପନିକ ଚରିତ୍ର । କାହାଣୀ ଅନୁସାରେ ପାର୍ବତୀ ଯେତେବେଳେ ନିଜ ଦେହ ମଳିରୁ ଏକ ପୁତ୍ର ସନ୍ତାନର ଆକୃତି କରି ଜୀବ ଦାନ ଦେଲେ ତାହା କ୍ଷଣିକରେ ଏକ ବାଳୁତ ରୂପଧାରୀ ମନୁଷ୍ୟରେ ପରିଣତ ହୋଇଗଲା, ସେତେବେଳେ ତାଙ୍କ ମୁଣ୍ଡ ହାତୀ ସଦୃଶ୍ୟ ନଥିଲା । ତାଙ୍କ ମୁଣ୍ଡ ଦେଖିବାକୁ ଠିକ୍ ମଣିଷ ପରି ଥିଲା । ଜନ୍ମ ହବାର କ୍ଷଣିକ ମଧ୍ୟରେ ସେ କଥା ହେବା ଏବଂ ସୁରକ୍ଷ୍ୟା ବିଦ୍ୟା ମଧ୍ୟ ଶିଖିଗଲେ ଯେତେବେଳେକି ଏକ ମାନବ ଶିଶୁକୁ ଏହା କିଛି ବର୍ଷ ଲାଗିଥାଏ । ପାର୍ବତୀ ନିଜେ ସ୍ନାନ କରୁଥିବା ସମୟରେ ଗଣେଶଙ୍କୁ ଦ୍ୱାରପାଳ ଭାବେ ଜଗିବାର ଦାଇତ୍ୱ ଦେଲେ । ଏହି ସମୟରେ ଶିବ ଯେବେ ଘରକୁ ଆସି ଗୃହପ୍ରବେଶ ପାଇଁ ଚେଷ୍ଟାକଲେ ସେଥିରେ ଗଣେଶ ବାଧା ଦେଲେ । ବାପା ପୁଅ ଦୁହେଁ ଦୁହିଁଙ୍କୁ ଚିହ୍ନି ନପାରି ଯୁଦ୍ଧ କଲେ । ଦୁଇ ଜଣ ଭଗବାନ ହୋଇ ମଧ୍ୟ କେହି କାହାକୁ ଚିହ୍ନି ନପାରିବା ଏକ ଆଶର୍ଯ୍ୟ ବିବୃତି । ତେବେ ଯାହା ହଉ ଯୁଦ୍ଧରେ ବାପା ଜିତିଲେ ଏବଂ ପୁଅର ମୁଣ୍ଡ ଦେହରୁ ଅଲଗା ହୋଇଗଲା । ପରେ ପାର୍ବତୀ ଏହା ଦେଖି ବହୁତ କାନ୍ଦିଲେ ଏବଂ ପୁଅକୁ ବଞ୍ଚାଇବା ପାଇଁ ଶିବଙ୍କୁ ଅଳି କଲେ ଏବଂ ଗଣେଶ ତାଙ୍କ ପୁଅ ବୋଲି ପରିଚୟ ଦେଲେ । ଶିବଙ୍କର ତ୍ରିଶୁଳରୁ ଛେଦିତ ମୁଣ୍ଡ କେବେ ଯୋଡି ହୁଏନା ତେଣୁ ସେ ଯୋଡି ପାରିବେନି ବୋଲି ନିଜର ଅସାମର୍ଥ୍ୟତାକୁ ଜଣାଇଲେ । ଏଠାରେ ଦ୍ରଷ୍ଟବ୍ୟଯେ ଶିବଙ୍କ ତ୍ରିଶୁଳ ଆଗରେ ନିଜେ ଶିବ ମଧ୍ୟ ଶକ୍ତି ହୀନ । ପରେ ବ୍ରହ୍ମାଙ୍କ ଉପାୟ ଅନୁସାରେ ଶିବ ତାଙ୍କ ଦୂତଙ୍କୁ ଉତ୍ତରଦିଗକୁ ମୁହଁ କରିଥିବା ଜୀବର ମୁଣ୍ଡ କାଟି ଆଣିବାକୁ ଆଦେଶ ଦେଲେ । ନିଜେ ଭଗବାନ ହୋଇ ନିଜ ପିଲା ପାଇଁ କିପରି ଅନ୍ୟ ଜୀବର ମୁଣ୍ଡ କଟାଇବାପାଇଁ ଆଦେଶ ଦେଲେ ଏହା ସାଧାରଣ ତର୍କର ବାହାରେ । ତେବେ ଦୂତ ମାନେ ଖୋଜି ଖୋଜି ଏକ ହାତୀ ପିଲାର ମୁଣ୍ଡକୁ କାଟି ଆଣି ଶିବଙ୍କୁ ଦେଲେ ଆଉ ଶିବ ତାକୁ ଗଣେଶଙ୍କ ଗଣ୍ଡିରେ ଯୋଡି ହାତୀ ମୁଣ୍ଡ ଥିବା ମାନବ ଶରୀରକୁ ଜୀବଦାନ ଦେଲେ; ସେବେଠୁ ଗଣେଶ ହାତୀ ମୁଣ୍ଡ ଧାରୀ ଭଗବାନ । ଏଠାରେ ବିଚାର ଯୋଗ୍ୟଯେ; ପାର୍ବତୀଙ୍କ ଦେହରେ ଏତେ ମଳିଥିଲା ଯେ ସେଥିରୁ ସେ ଏକ ବାଳୁତ ରୂପଧାରୀ ମୂର୍ତ୍ତୀ ତିଆରିକରି ତାକୁ ଜୀବଦାନ ଦେଇଦେଲେ; ଏହିପରି ମଳି ମଣିଷ କିଛି ସହ ବର୍ଷ ନଗାଧେଇଲେଭି ବାହାରିବା କଷ୍ଟ । ସେ ଯାହା ହେଉ ପିତା ଶିବ ଗଣେଶଙ୍କୁ ହତ୍ୟା କଲାପରେ ମଧ୍ୟ ଦୁଃଖର କିଛି କାରଣ ନଥିଲା, କାରଣ ପାର୍ବତୀ ଆଉଥରେ ନିଜ ମଳିରୁ ପୁନର୍ବାର ଗଣେଶ ତିଆରି କରି ପାରିଥାନ୍ତେ କିମ୍ବା ନିଜ ମଳିଦ୍ୱାରା ଏକ ଗଣେଶ ମସ୍ତକ ବନେଇ ଯୋଡି ଦେଇ ପାରିଥାନ୍ତେ କିନ୍ତୁ ସେତେବେଳେ ବୋଧେ ପାର୍ବତୀଙ୍କ ସହ ଅନ୍ୟ ପ୍ରମୁଖ ଦେବା ଦେବୀଙ୍କର ପାଖରେ ଉପସ୍ଥିତ ବୁଦ୍ଧି ନଥିଲା, କିମ୍ବା ଗଣେଶ ଚରିତ୍ର ସୃଷ୍ଟି କରିଥିବା ବ୍ୟକ୍ତି ବା ଗୋଷ୍ଠୀ ଏହା ବିଷୟରେ ଦୃଷ୍ଟି ଦେଇନଥିଲେ । ଏଠାରେ ସବୁ କିଛି କାଳ୍ପନିକ ହେଲେ ମଧ୍ୟ ବିଶେଷ ଜ୍ଞାନର ମଧ୍ୟ ଅଭାବ ଅଛି । ତାହା ହେଉଛି ମୁଣ୍ଡ ହେଉଛି ଏକ ଜୀବର ପ୍ରକୃତ ପରିଚୟ ତାହାର ଗଣ୍ଡି ନୁହେଁ । ଯଦି ରାମ ଏବଂ ଦାମ ନାମ ଧାରୀ ମନୁଷ୍ୟ ଦ୍ଵୟଙ୍କ ମୁଣ୍ଡକାଟି ଶରୀର ବଦଳାଇ ଦିଆଯାଏ ଏବଂ ପରେ ଜୀବ ଦାନ ଦିଆଯାଏ ତେବେ ରାମକୁ ଡାକିଲେ ରାମ ଜବାବ ଦବ ଦାମ ନୁହେଁ । ତେଣୁ ଶରୀର ଯାହାର ହେଉନା କାହିଁକି ମୁଣ୍ଡରେ ହିଁ ଜୀବର ପ୍ରକୃତ ପରିଚୟ ଥାଏ । ଯେତେବେଳେ ଶିବ ଏକ ହାତୀ ମୁଣ୍ଡ ଗଣେଶଙ୍କ ଗଣ୍ଡିରେ ଯୋଡ଼ିଲେ ତେବେ ଏହା ଏକ ହାତୀର ହିଁ ପରିଚୟ ଦେବ ପୂର୍ବ ଗଣେଶର ନୁହଁ । ତେଣୁ ଆମେ ପୂଜା କରୁଥିବା ଗଣେଶ, ଗଣେଶ ନୁହଁ ଏକ ହାତୀ ଯାହାର ନାମ କୌଣସି ପୁରାଣରେ ଲେଖା ନାହିଁ । ସେହି ହାତୀ ପିଲାର ନାମ ନା ସେ ଦୂତ ଜାଣିଥିଲେ ନା କାଳ୍ପନିକ ଚରିତ୍ର ଶୃଷ୍ଟିକାରୀ ଲେଖିବାକୁ ଯୌକ୍ତିକ ମନେ କରିଥିଲେ । ଆମେ ଯେଉଁ ଗଣେଶଙ୍କୁ ପୂଜା କରୁଛୁ ଅଯୌକ୍ତିକରେ ମଧ୍ୟ ଏକ ଅଚିହ୍ନା, ନାମ ନଥିବା ହାତୀକୁ ବର୍ଷ ବର୍ଷ ଧରି ଭୁଲରେ ପୂଜା କରିଆସୁଅଛୁ । ବୈଜ୍ଞାନିକ ବିଚାର ଅନୁଶାରେ ମସ୍ତିଷ୍କର ମୃତ୍ୟୁ ଜୀବର ମୃତ୍ୟୁ ବୋଲି ଧରା ଯାଏ । ତେଣୁ ଗଣେଶଙ୍କ ମୁଣ୍ଡ ଖଣ୍ଡନ ହୋଇଥିବା ଦିନ ହିଁ କାଳ୍ପନିକ ଗଣେଶଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ଆପଣଂକ ବିସ୍ୱାଶକୁ ଆହତ କରିପାରେ କିନ୍ତୁ ନିଜକୁ ତର୍କ ଅନ୍ଧ ଭାବରେ ବଂଚେଇବା ଏବଂ ପର ପିଢ଼ିକୁ ତର୍କ ଅନ୍ଧତ୍ୱ ମାନସିକ ରୋଗରେ ଠେଲିଦେବା ଏକ ମହା ମୁର୍ଖତା ହିଁ ହେବ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।
ଅଗ୍ରପୂଜ୍ୟ ଗଣେଶ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ମହାଭାରତ
- ଟମଥମ୍ବ
- ତ୍ୟାଗର ଫଳ
- ବାପ, ପୁଅ ଓ ଗଧ
- ଦଧିବାହନ ଜାତକ
- ବିନାମୂଲ୍ୟରେ ପ୍ରବେଶ
- ଧନର ମୂଲ୍ୟ
- ଧନର ସଦୁପଯୋଗ
- ଭୂମି କ’ଣ ସାଙ୍ଗରେ ଯିବ?
- ହୀରା ଫେରସ୍ତ
- ପାପ
- ଗଧର ବୁଦ୍ଧି
- କାକୁଡି କାବ୍ୟ
- ତିନୋଟି ମାଛର କାହାଣୀ
- ବାହାଘର ପାଇଁ ତିନୋଟି ସର୍ତ୍ତ
- ମଧୁର ବଚନ ଅଥବା ଉତ୍ତମ ଆଚରଣ ସମ୍ପର୍କ ଯୋଡି ଦିଏ
- ଭୁବନ ସୁନ୍ଦରୀ
- ତୃତୀୟ ପ୍ରଶ୍ନ
- ଦୁଇ ବନ୍ଧୁ
- ଚୂଡିର ସଂଖ୍ୟା
- ଦୟା, କ୍ଷମା ଓ ସେବା ହିଁ ପ୍ରତ୍ୟେକ ଧର୍ମର ମୂଳତତ୍ତ୍ୱ
- କୃଷ୍ଣାବତାର
- ପରିବର୍ତ୍ତନ
- ସାପ ଏବଂ ବେଙ୍ଗକଥା
- ବିଦେଶରେ ବାଳସନ୍ନ୍ୟାସୀଙ୍କର କମାଲ
- ମେଧାବୀ
- ସତ୍ୟବତୀ କଥା
- ଦାରୁ ଓ ଦିଅଁ
- ଭାଗ୍ୟଦେବୀ ଓ ଦୁର୍ଭାଗ୍ୟଦେବୀ
- ଭୂତ ଅନୁଭୂତି
- ବୈଦ୍ୟଙ୍କ ଖ୍ୟାତି
- ଯଥାର୍ଥ ଦାନ
- ଆଶା – ନିରାଶା
- ପବିତ୍ର ଜୀବନ
- ମହାରାଜାଙ୍କ କଳା
- ଭୂତୁଣୀର ସର୍ତ୍ତ
- ବୀଣାର ବିବାହ
- ବୀର ହନୁମାନ
- କଥା କୌଶଳ
- ଯେ ପାଂଚେ ପରମନ୍ଦ
- ମହାଭାରତ
- ସୁଯୋଗ ହରାଅ ନାହିଁ
- ଧର୍ମବତୀ କଥା
- ବିଚିତ୍ର ପୁଷ୍ପ
- ବୀର ହନୁମାନ
- ବୀର ହନୁମାନ
- ବନ୍ଦିନୀ ପରୀ
- ଦର୍ପଣବାଲା ରୂପମ୍
- ସଂସାରର ସାଗର
- ଶେଷ ଇଚ୍ଛା
- ଅଜ୍ଞାତ ଚୋର
- କୁଜାର ଅଦ୍ଭୁତ ଭେଳିକି
- ଯେସାକୁ ତେସା
- ଚୋର ଭୂତ
- ଶୁକପକ୍ଷୀ
- ବିଶ୍ୱସ୍ତ ଭୃତ୍ୟ
- ଭୁଲାମନ
- ଈଶ୍ୱର ପ୍ରାଥନାର ଚମତ୍କରିତା
- ବିବେକୀ ରାଜା
- ଚୋର ଅତିଥି
- ବହ୍ନି ଦ୍ୱୀପ
- ମାନବ ଓ ଦାନବ
- ଗୋଟିଏ ଭଣ୍ଡାରୀର କାହାଣୀ
- ଦକ୍ଷିଣା
- ବଳରାମ ଓ ଜଗନ୍ନାଥ
- ସୁନାଲୋଭୀ ମିଦାସ୍
- ମୋହ
- ଅତି ଲୋଭ କରନାହିଁ
- ଅସୀମ ସାହସ ଓ ତ୍ୟାଗର ଫଳ
- ମହା ଠକ
- ନୋବେଲ ପୁରସ୍କାର କମିଟିର ରାତ୍ରିଭୋଜନ ବାତିଲ୍
- ଅହଂକାରର ପରିଣତି
- ମିଠା କଥା କୁହା ଦୁଷ୍ଟ ମିତ୍ର
- ଝଗଡା ଝାଟି
- ରାଜଗୁରୁଙ୍କ ଶତ୍ରୁତା
- ସ୍ୱାମୀ ବିବେକାନନ୍ଦ କାନ୍ଦି ପକାଇଲେ
- ବିକ୍ରମାଦିତ୍ୟଙ୍କ ବନଗମନ
- ସଂଚୟର ମହତ୍ୱ
- ରାଜଦୂତର ଧର୍ମ
- ସିଂଧୁକପକ୍ଷୀର ସ୍ୱର୍ଣ୍ଣ ପୁରୀଷ
- ଓଟର ନାଚ
- ଚମର ଜୋତା
- ମଧୁର ଅନୁଭୁତି
- ଅଜା ନାତି କଥା
- ପରନ୍ତପ ଜାତକ
- ଶିବ ପୁରାଣ
- ତୋପଠାରୁ ବଳି
- ନିଶ୍ରାଗ୍ରସ୍ତ
- କଲ୍ୟାଣୀର ପରିଣୟ
- ସତ୍କର୍ମର ପୁଣ୍ୟଫଳ
- ଛୋଟ କାମ କରିବାକୁ ଘୃଣା କର ନାହିଁ
- କୃପାଧନ୍ୟ ଭୂଷଣ୍ଡକାକ
- ମହାବୀର
- ହାମେଲିନ୍ର ବିଚିତ୍ର ବଂଶୀବାଦକ
- ବେଙ୍ଗ ବାହାଦୁର
- ମହାଭାରତ
- ଘୋର୍ ଅପରାଧ
- ସତ୍ୟାଗ୍ରହ ଆନ୍ଦୋଳନର ସର୍ଦ୍ଦାର
- ଗୁଣମଣି
- ଯୋଡିଏ ଡାଳିମ୍ବ କଥା
- ଶନି କୋପ ଓ ଧନ ଦେବୀଙ୍କ କୃପା
- ସମୟର ମୂଲ୍ୟ
- ଦୁଷ୍ଟା ଦାସୀ
- କୀର୍ତିମତୀ କଥା
- ସୁବର୍ଣ୍ଣ ହଂସ
- ପୃଥିବୀର ସବୁଠୁ ଗରିବ ରାଷ୍ଟ୍ରପତି
- ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି
- ଓଡ଼ିଆଙ୍କ ବୌଦ୍ଧ ସଭ୍ୟତା
- ପେଟ ଓ ଶରୀର
- ରାଜା ମଦନ ସେନ କଥା
- ଦଗା!
- ଅସନ୍ତୋଷର ରହସ୍ୟ
- ଅତିଲୋଭର ପରିଣାମ
- ପରୀ ରାଇଜର ପରୀରାଣୀ
- ଯେସାକୁ ତେସା
- କମଳିନୀର ମୃତ୍ୟୁ
- ଭୁଲାପଣ
- ଏକ ଭଗବାନ
- ଦଲିଲ୍ର ବ୍ୟାଖ୍ୟା
- ତିନି ତାନ୍ତ୍ରିକ
- ବଡଲୋକମାନେ ଅତୀତକଥାକୁ ଭୁଲିଯାଆନ୍ତି ନାହିଁ
- ଅସନ୍ତୋଷରେ ଲାଭ କ’ଣ?
- ପଣ୍ଡିତଙ୍କ ଆଶୀର୍ବାଦ
- କୋଇଲିର ଉପଦେଶ
- ଶ୍ରେଷ୍ଠ ଉପହାର
- ଜୟମତୀ କଥା
- ଭୁଲାପଣ
- ବିଚିତ୍ର ପୁଷ୍ପ
- ମହାଭାରତ
- ଠେକୁଆ ଓ ମହୁଫେଣା
- କ୍ରୋଧଜୟୀ ଭଗବାନ ମହାବୀର
- କପୋଳ କଳ୍ପିତ
- ଭୂତ କୋଠି
- କାହା ମନରେ କ’ଣ ଅଛି
- ଧର୍ମ ଅଧର୍ମ
- ରାଣ୍ଡୀପୁଅ ଅନନ୍ତା
- ଚମ୍ପା ଓ ଚୁନ୍ନି
- ବୁଦ୍ଧି ପରୀକ୍ଷା
- ମନ୍ତ୍ରୀ ନିର୍ବାଚନ
- କଞ୍ଜୁସ୍ ଓ କରିତ୍କର୍ମା
- ସୁନାର ଆବିଷ୍କାର
- ସାପ ପୁଅର ବାହାଘର କଥା
- କୃଷ୍ଣାବତାର
- ପଙ୍ଗୁ ଲଙ୍ଘିପାରେ ଦୁର୍ଗମ ଗିରି
- ଅସଲ ମିତ୍ର
- ତାମ୍ସା
- ସାହସୀ ବିକ୍ରମ
- ବୁଦ୍ଧିମାନ କିଏ
- ମଦ୍ୟପାନର ପରିଣାମ
- ଏକ ହଜାର ଏକଶ ଷୋହଳ
- ଅଧିକାର
- ରଘୁର ରସିଦ୍
- ଫୁଲ ଝଡିପଡେ କାହିଁକି?
- ପାଗଳ ପ୍ରେମୀ
- ସାଧୁଙ୍କ ଯାଦୁ
- ଯେପରି କର୍ମ ସେପରି ଫଳ
- ଭଗବାନଙ୍କ ଉପରେ ଆସ୍ଥା
- ସମସ୍ୟାର ସମାଧାନ
- ମଣିଷ ପ୍ରକୃତି
- ଅମୂଲ୍ୟ ହୀରା
- ମାୟାବି ଘୋଡା
- ଅଜବ ପଙ୍ଖା
- ହୁସ୍ ହୁସ୍
- ରାଜାଙ୍କ ପରୀକ୍ଷା
- ଆଶୀର୍ବାଦ ହିଁ ବିଜୟ
- ମହାଭାରତ
- ଧନ୍ୟ ସେ କୃଷକ ପିଲାର ସାହସ
- ଦସ୍ୟୁ ରାଜକୁମାର
- ବର ନିର୍ବାଚନ
- ବିଚାରବାନ ଚୋର
- ହାର୍-ଜିତ୍
- ସ୍ତ୍ରୀର ଚାକର
- ପ୍ରଶଂସା ପତ୍ର
- ସିଂହ ଓ ସାଧକ
- କିଏ ସମ୍ମାନର ଯୋଗ୍ୟ
- ବାଲେଶ୍ୱରୀ ପଙ୍ଗାଲୁଣ
- ବିଶ୍ୱାସରେ କେବେ ବିଷ ଦିଅନା
- ଖଟ୍ୱାଙ୍ଗ ପୁରାଣ
- ବିଶ୍ୱାସ
- ଶୁଣା କଥାକୁ ବି ବିଶ୍ୱାସ କରାଯାଏ
- ପାଂଚଗୋଟି ପ୍ରଶ୍ନ
- ସତ ଲୁଚେନା
- କୃଷ୍ଣ ଚନ୍ଦ୍ର ମହାରାଜା ଭାଣ୍ଡ ମହିଳା
- ଘୋରକର ଉଦାରତା
- ବାଲେଶ୍ୱରୀ ରାହାଜାନି
- ବିରବଲଙ୍କର ବୁଦ୍ଧି
- ଯଥା ରାଜା ତଥା ପ୍ରଜା
- ସାଧୁ ଭକ୍ତ
- କାହାର ଦୋଷ?
- ହାତୀ ଏବଂ ଘରଚଟିଆ କଥା
- ପ୍ରତିଶୃତି
- ଏକ କୁମ୍ଭାରର କାହାଣୀ
- ରହସ୍ୟମୟ ଋଷି
- ତାଳବେତାଳ ଓ କମଳିନୀ
- ପ୍ରକୃତ ଶିଷ୍ୟ
- ଦରିଦ୍ର ରାଜା
- ଡାକମୁନ୍ସି
- ଦୃଢ ସଂକଳ୍ପ
- ଲାଗିଲେ ଛାଡିବିନି
- ଶୁଆ ଶାରୀ କଥା



