ପୋଖରୀର ଛୋଟ ମାଛ

ଜଣେ ଲୋକ ପୋଖରୀରୁ ମାଛ ଧରୁଥିଲା । ହଠାତ୍ ଗୋଟିଏ ଛୋଟ ମାଛ ତାଙ୍କ ଜାଲରେ ପଡିଲା । ଛୋଟ ମାଛଟି ସେ ଲୋକଙ୍କୁ କହିଲା “ମୋତେ ତୁ ପାଣିରେ ଛାଡି ଦେ କିଛି ଦିନ ପରେ ମୁଁ ବଡ ହେଲେ ମୋତେ ଧରି ତୁ ଖାଇବୁ ।”

                ଲୋକଟି କହିଲା ମୁଁ ତେତେ ଛାଡିଦେଲେ ପୁଣି କେବେ ଧରିପାରିବି କି ନାହିଁ ତାର ତ କିଛି ବି ଠିକ୍ ଠିକଣା ନାହିଁ । ଏଣୁ ଯାହା ମିଳିଛି ତାକୁ ଛାଡିବି କାହିଁକି ।

ଯାହା ହାତରେ ପଡିଛି ଯେତେ ଛୋଟ ହେଉନା କାହିଁକି ଭବିଷ୍ୟତରୁ ବଡ ଆଶା ଠାରୁ ଭଲ ।


ଗପ ସାରଣୀ

ତାଲିକାଭୁକ୍ତ ଗପ