ଶତ୍ରୁକୁ ମିତ୍ର କରିବା ଉପାୟ

“ ରାଷ୍ଟ୍ରପତିଙ୍କର ବିଚିତ୍ର ନୀତିକୁ ଲୋକମାନେ ଦେଖି ହେଲେ ଚକିତ

ଆବ୍ରାହମ୍ ଲିଙ୍କନ ସେ ରାଷ୍ଟ୍ରପତି ଶୁଣ ତାଙ୍କ ଜୀବନର ଚରିତ ।

ଶତ୍ରୁ ସୈନ୍ୟଙ୍କର ଛାଉଣୀରେ ପଶି ଜଣାଇଲେ ତାଙ୍କୁ ସହାନୁଭୂତି

କହିଲେ ଶତ୍ରୁକୁ ମିତ୍ର କରିବାରେ ରହିଛି ଏଥିରେ ବିଚିତ୍ର ନୀତି ।”

ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ଶତ୍ରୁ ଅଥବା ମିତ୍ର ଥାଆନ୍ତି । ମାତ୍ର ପୃଥିବୀରେ ଏମିତି କେତେକ ବଡଲୋକ ଅଛନ୍ତି ଯାହାଙ୍କର କି ଆଦୌ ଶତ୍ରୁ ନଥିଲେ । ଏକଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ସିନା ହେଲେ ବି ଏହା ସତ୍ୟ । କାରଣ ସେହି ବ୍ୟକ୍ତିମାନେ ଶତ୍ରୁମାନଙ୍କୁ ମିତ୍ର କରିଦେବାର ଉପାୟ ଜାଣିଥିଲେ । ଏହିଭଳି ଜଣେ ବ୍ୟକ୍ତି ଥିଲେ ଆବ୍ରାହମ୍ ଲିଙ୍କନ୍ । ତାଙ୍କ ଜୀବନର ଘଟଣାରୁ ଏହା ଜଣାପଡେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ