Category - ହିତୋପଦେଶ କାହାଣୀ

ଶିଶିର ପୁଅ ଗଧ

ଖରାଦିନେ ସକାଳୁ ବୁଦାମୂଳେ ବସି କେତୋଟି ଝିଂଟିକା ମନ ଖୁସିରେ ଝିଂଝିଂ ସୁର ଛାଡିଥିଲେ । ଠିକ୍ ଏହି ସମୟରେ ଗୋଟାଏ ଗଧ ସେଠାରେ ପହଁଚି କାନ ଡେରି ଶୁଣିଲା । ତାକୁ ଏ ଝିଂଟିକାଙ୍କ ଗୀତ ଭାରି ମିଠା ଲାଗିଲା । ତେଣୁ ସେ ଗଧ ପଚାରିଲା ତମେମାନେ କିପରି ଏତେ ସୁନ୍ଦର ଗାଇ ପାରୁଛ? ଏ ଝିଂଟିକାମାନେ ତ ବହୁ ଆଗରୁ ଜାଣିଥିଲେ ଯେ ଗଧ ଗୋଟିଏ ବୋକା । ତେଣୁ ତାକୁ କହିଲେ – ଏଇ...

Read More

କୋକୀର ସିଂହ ସହିତ ବନ୍ଧୁତା

ଗୋଟିଏ କୋକୀ ତା’ଜୀବନରେ କେବେ ବି ସିଂହ ଦେଖି ନଥିଲା । ତେଣୁ ପ୍ରଥମ ଥର ସେ କୋକୀ ଯେବେ ସିଂହ ଦେଖିଲା ଭୟରେ ଖାଲି ଥରିଲା । ଦ୍ୱିତୀୟ ଥର ସିଂହକୁ ହାବୁଡି ଯିବାରୁ ଦୌଡିଯାଇ ସେ କୋକୀ ଗାତରେ ପଶିଗଲା । ମାତ୍ର ତୃତୀୟଥର ସିଂହକୁ ଦେଖି କୋକୀ ତା’ ମନରେ ଖୁବ୍ ସାହସ ବାନ୍ଧିଲା । ଆଉ ସିଂହ ପାଖକୁ ଯାଇ କୋକୀ କହିଲା – ଓଳଗି ମଣିମା ! ହଠାତ୍ ଏକଥା ଶୁଣି ସିଂହ...

Read More

ବିଦ୍ୟା ଅଟଇ ମହାଧନ

ପ୍ରତିଦିନ ପିଲାମାନେ ସ୍କୁଲ୍କୁ ଯାଇ ପ୍ରାର୍ଥନା କରନ୍ତି, “ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ; ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ ।” ପିଲାମାନେ ବୋଲୁଥିବା ପଦ୍ୟର ଏହି ଅର୍ଥକୁ ସେମାନେ ସଠିକ୍ ବୁଝିନଥା’ନ୍ତି । ପ୍ରାର୍ଥନା ବିଦ୍ୟାଳୟର ଏକ ନିୟମିତ ଧାରା ହୋଇଥିବାରୁ ଛାତ୍ରଛାତ୍ରୀମାନେ ହାତଯୋଡି, ଆଖି ବୁଜି ଗୋଟିଏ ଧାଡିରେ ଛିଡାହୋଇ ଏହାକୁ ଆବୃତି କରିବାକୁ...

Read More

ମୋହ

ଜୀବ ଥିବା ଯାଏଁ ଲୋଭ ସମସ୍ତଙ୍କୁ ଗ୍ରାସ କରେ । ମାୟାର ମୋହରେ ବାନ୍ଧି ହୋଇପଡେ ମଣିଷ । ସବୁ ଜାଣି ସୁଦ୍ଧା ସେ ଅଜ୍ଞ ହୋଇଯାଏ । ଆଖିଥାଇ ଅନ୍ଧ ଏବଂ କାନ ଥାଇ ବଧିର ବି ସେ ପାଲଟେ । ଶିଶୁଟିଏ ଜନ୍ମ ହେବାପରେ ସେ କ୍ରନ୍ଦନ କରେ । ସେହି ସମୟରୁ ହିଁ ତାକୁ ମାୟାର ବନ୍ଧନ କବଳିତ କରେ । ମୋହର ଜାଲରେ ଛନ୍ଦି ହୋଇ ଶେଷରେ ସେ ଅଣନିଃଶ୍ୱାସୀ ହୁଏ । ତାର ଯେତେ ବୟସ ବଢୁଥାଏ...

Read More

ଲୋଭରୁ ମୃତ୍ୟୁ

ଦୁନିଆରେ ଜୀବନ ପାଇ ବଂଚିଥିବା ଯେତେ ଜୀବଜନ୍ତୁ ରହିଛନ୍ତି, ସେମାନଙ୍କ ମଧ୍ୟରେ ମଣିଷ ହେଉଛି ଅନ୍ୟତମ । ତା’ ମଧ୍ୟରେ ଅନେକ ଉପାଦାନ ଭର୍ତ୍ତିକରି ପୃଥିବୀ (ପୃଥିବୀରେ ମିଳୁଥିବା ଉପାଦାନ ମାନଙ୍କ ଦ୍ୱାରା ହିଁ ଜୀବନ ସୃଷ୍ଟି ସମ୍ଭ ହୋଇଛି) ତାକୁ ଏ ପ୍ରକୃତିରେ ସୃଷ୍ଟି କରିଛି । ପିଲାଟିଏ ଜନ୍ମହେବା ସଙ୍ଗେ ସଙ୍ଗେ ତା ସହିତ ବହୁତ ଗୁଣ ଓ ଦୋଷର ବି ଜନ୍ମ ହୋଇଥାଏ ।...

Read More

କ୍ରୋଧ ମଣିଷର ଶତ୍ରୁ

କ୍ରୋଧର ଅନ୍ୟନାମ ରାଗ । ନିଜ ଉପରେ ରାଗିବା, ଅନ୍ୟମାନଙ୍କ ଉପରେ ରାଗିବା – ଏହା ଏକ ଦୈନନ୍ଦିନ ଘଟଣା । ଏହା ଯେ କେବଳ ମଣିଷମାନଙ୍କଠାରେ ରହିଛି ତାହା ନୁହେଁ; ପଶୁ, ପକ୍ଷୀ, କୀଟ, ପତଙ୍ଗ ସମସ୍ତଙ୍କଠାରେ ମଧ୍ୟ ଏହି କ୍ରୋଧାବସ୍ଥା ରହିଛି । କିନ୍ତୁ ମଣିଷର ଅଧିକ ବୌଦ୍ଧିକ ଶକ୍ତି ଥିବାରୁ ଏହି ଅବସ୍ଥାକୁ ଅତି ସହଜରେ ଧରିହୁଏ । ସାପ ଉପରେ ଗୋଡ ପଡିଗଲେ ସେ ହଠାତ୍ ଫଁ...

Read More

ବିଦ୍ୟା ଅଟଇ ମହାଧନ

ବିଦ୍ୟାକୁ ଜ୍ଞାନ ଓ ଶକ୍ତି କୁହାଯାଏ । ଏହା ଅମୂଲ୍ୟ । ମଣିଷମାନଙ୍କ ପ୍ରତି ସୃଷ୍ଟିର ଏହା ହେଉଛି ଏକ ଶ୍ରେଷ୍ଠ ବରଦାନ । ପାଠ ପଢିଲେ ଆମେ ଅନେକ ଜାଣିନଥିବା କଥା ବି ଜାଣିପାରୁ । ଶିଖି ନଥିବା କଥା ମଧ୍ୟ ଶିଖିଥାଉ । ଯେତେ ଅଧିକ ପଢୁ, ଆମର ସେତେ ବେଶି ଜାଣିବାକୁ ଉତ୍ସାହ ବଢିଥାଏ । ଯେଉଁମାନେ ପାଠପଢି ନଥା’ନ୍ତି, ବିଦ୍ୟାର୍ଜ୍ଜନ କରନ୍ତି ନାହିଁ, ସେମାନେ ଅଜ୍ଞାନ ।...

Read More

ଆମ ସଂସ୍କୃତି

ଶିକ୍ଷା ଲାଭକଲେ ଶିକ୍ଷିତ ହୁଅନ୍ତି । ବହୁତ ଅଜଣା ପଦାର୍ଥ ବିଷୟରେ ଜ୍ଞାନଲାଭ ହୁଏ । ଦେଶବିଦେଶ କଥା ଶିକ୍ଷିତ ଲୋକ ସହଜରେ ଜାଣିପାରନ୍ତି । ଶିକ୍ଷାରୁ ଜନ୍ମନିଏ ସଭ୍ୟତା ଏବଂ ସଭ୍ୟତାରୁ ସଂସ୍କୃତିର ଆତ୍ମପ୍ରକାଶ କରେ । ତେଣୁ ସଭ୍ୟତା ଓ ସଂସ୍କୃତି ପରସ୍ପର ନିର୍ଭରଶୀଳ ଓ ପରିପୂରକ ।                 ସାମାଜିକତା ମଣିଷର ସହଜାତ ପ୍ରବୃତ୍ତି । ସମାଜର ବ୍ୟତିରେକେ...

Read More

ତିନି ସାଧୁ ଓ ଭଗବାନ

ବହୁତ ଦିନ ତଳର କଥା । କାଂଚିପୁରମ୍ ରାଜ୍ୟରେ ଗୋଟିଏ ଆଶ୍ରମ ଥିଲା । ସେ ଆଶ୍ରମରେ ତିନି ଜଣ ସାଧୁ ରହୁଥିଲେ । ତନ୍ମଧ୍ୟରୁ ପ୍ରଥମ ସାଧୁଙ୍କ ନାଁ ଥିଲା ସାଧୁ ରାମାନନ୍ଦ । ଦ୍ୱିତୀୟ ସାଧୁଙ୍କ ନା ସାଧୁ ଆତ୍ମାନନ୍ଦ ଓ ତୃତୀୟ ସାଧୁଙ୍କ ନାମ ଥିଲା ସାଧୁ ଦୟାନନ୍ଦ । ସାଧୁ ରାମାନନ୍ଦ ଓ ସାଧୁ ଆତ୍ମାନନ୍ଦ ସବୁବେଳେ ଖାଲି କଳି ଝଗଡା କରୁଥିଲେ । ସାଧୁ ରାମାନନ୍ଦ କହୁଥିଲେ...

Read More

ଓଟ ଓ ବିଲୁଆ

ଗୋଟିଏ ମରୁଭୂମିରେ ଗୋଟିଏ ଓଟ ରହୁଥିଲା । ସେ ବହୁତ ସରଳ ବିଶ୍ୱାସୀ ଥିଲା । ହଠାତ୍ ତା ଶରୀର ଓ ମନ ଧିରେ ଧିରେ ଖରାପ ହେବାକୁ ଲାଗିଲା । ଭାବିଲା ଏ ମରୁଭୂମିରେ ମୁଁ ବା ଆଉ କେତେଦିନ ରହିବି । କେତେ ଦିନ ବଂଚିବି । ଜୀବନରେ ନା ଭଲ କରି ଟିକେ ଖାଇ ପାରିଲି ନା ଏ ମରୁଭୂମି ଛଡା ମୁଁ ଅନ୍ୟତ୍ର କିଛି ବି ଦେଖିପାରିଲି । ଏକଥା ଭାବୁ ଭାବୁ ସେ ନିଶ୍ଚୟ କଲା କାଲି ସକାଳ...

Read More

ଦୁଷ୍ଟ ଚିଲ ଓ ଚତୁର କଙ୍କଡା

ଗୋଟିଏ ପଦ୍ମ ପୋଖରୀରେ ବହୁତ ପ୍ରକାରର ମାଛ ରହୁଥିଲେ । ଆଉ ସେହି ପୋଖରୀର ପାଣି ବି ଭାରି ମିଠା । ଗୋଟିଏ ବଗ ସବୁଦିନ ସକାଳୁ ଆସି ପୋଖରୀ କୂଳେ କୂଳେ ବୁଲି ଛୋଟ ଛୋଟ ମାଛ ଖାଏ । ସେହି ପୋଖରୀକୁ ଲାଗି ଏକ ବଡ ବରଗଛ ଥିଲା । ସେହି ବରଗଛ ଉପରେ ଆସି ଏକ ଚିଲ ବସାକଲା । ଦିନେ ସେ ଚିଲକୁ ବହୁତ ଶୋଷ ଲାଗିଲା । ତେଣୁ ସେ ଯାଇ ପଦ୍ମ ପୋଖରୀରୁ ପାଣି ପିଇଲା । ଭାବିଲା ଏହି...

Read More

ବାପ, ପୁଅ ଓ ଗଧ

ଦିନେ ବୁଢାବାପ ଓ ତାର ପୁଅ ତାଙ୍କ ଗଧକୁ ସାଙ୍ଗରେ ନେଇ ବଜାରକୁ ଗଲେ । ଗଧ ଚାଲିଥାଏ, ବାପ, ପୁଅ ଦୁଇଜଣ ବି ଚାଲିଥାନ୍ତି । କିଛି ଦୂର ଗଲାପରେ ବାଟରେ ଗୋଟିଏ ଲୋକ ହସି ହସି କହିଲା “ଏ ବୁଢା କେଡେ ବୋକା, ଗଧଟା ତ ଖାଲିରେ ଚାଲିକିରି ଯାଉଚି, ପୁଅକୁ ସେ ଗଧ ଉପରେ ବସାଇ କାହିଁକି ନେଉନାହିଁ”?                 ବୁଢା ଏହା ଶୁଣି ତା’ପୁଅକୁ ସେ ଗଧ ଉପରେ ବସାଇ ତାଙ୍କ...

Read More

ବୁଢୀ ଓ ତା’ର କୁକୁଡା

ଗୋଟିଏ ବଗିଚାରେ ଜଣେ ବୁଢୀ ରହୁଥିଲା । ଆଉ ସେ ବଗିଚାରେ କାମ କରିବା ପାଇଁ ବହୁତ ଚାକର ବାକର ବି ଥିଲେ । ସେମାନଙ୍କୁ ସକାଳୁ, ଉଠାଇ ସେ ବୁଢୀ କାମ କରାଏ । ସେ ବୁଢୀର ଗୋଟିଏ କୁକୁଡା ବି ଥାଏ, କୁକୁଡା ଭୋରରୁ ଡାକିଲେ ବୁଢୀର ନିଦ ହଠାତ୍ ଭାଙ୍ଗିଯାଏ ଏବଂ ତାପରେ ସେ ତା’ ଚାକରମାନଙ୍କୁ ଉଠାଏ । ଦିନେ ସେ ଚାକରମାନେ ଭାବିଲେ ଏ କୁକୁଡା ଭୋରୁ ବୁଢୀକୁ ଉଠାଉଛି ବୋଲି...

Read More

ପୁରୁଣା ଅଭ୍ୟାସ

ଗୋଟିଏ ବିଲେଇର ଗୋଟିଏ ସୁନ୍ଦର ଯୁବକକୁ ବାହାହେବାକୁ ଭାରି ଇଚ୍ଛାହେଲା, ତେଣୁ ସେ ଠାକୁରଙ୍କୁ ପ୍ରାର୍ଥନା କଲା, “ମୋତେ ଗୋଟିଏ ଝିଅ କରିଦିଅ, ଯେମିତିକି ମୁଁ ସେ ଲୋକକୁ ବାହା ହୋଇ ପାରିବି” । ଠାକୁର ସେ ବିଲେଇର ପ୍ରାର୍ଥନା ଶୁଣି ସେ ବିଲେଇକୁ ତୁରନ୍ତ ଗୋଟିଏ ଝିଅ କରିଦେଲେ ଏବଂ ତାପରେ ସେ ଝିଅ ଯୁବକକୁ ବାହାହୋଇ ଅତ୍ୟନ୍ତ ଆରାମ୍ରେ ରହିଲା ।                ...

Read More

ଚାଷୀର ବୁଦ୍ଧି

ଦିନେ ଜଣେ ଚାଷୀ ଦେଖିଲା ଯେ ତା ଜମିରେ ଗୋଟିଏ ସିଂହ ବୁଲୁଛି । ତାପରେ ଚାଷୀ ସେ ସିଂହକୁ ବଡ କୌଶଳ କରି ନିଜ ଗୁହାଳ ଭିତରେ ପୁରାଇ ବାହାରୁ ତାଲା ପକାଇଦେଲା । ସିଂହ ସେ ଗୁହାଳରେ ଥିବା ସବୁ ମେଣ୍ଢାଙ୍କୁ ଗୋଟି ଗୋଟି କରି ଖାଇଲା । ସବୁ ମେଣ୍ଢାଙ୍କୁ ଖାଇ ସାରିବା ପରେ ସେ ସିଂହ ବଳଦକୁ ବି ଖାଇବାକୁ ବାହାରିଲା । ସେତେବେଳେ ହିଁ ଚାଷୀ ତାର ଭୁଲ୍ ବୁଝିପାରିଲା ଏବଂ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ