ଧୈର୍ଯ୍ୟ ମଣିଷର ଶ୍ରେଷ୍ଠ ଗୁଣ

    ଜ୍ଞାନୀବ୍ୟକ୍ତିମାନେ କହିଥାନ୍ତି ସଦା ଧୈର୍ଯ୍ୟ ମଣିଷର ମହାନ ଗୁଣ

    ଏହି ଗୁଣ ବଳେ ଅସାଧ୍ୟକାର୍ଯ୍ୟ ବି ଅତି ସହଜରେ ହୁଏ ସାଧନ ।

    ଏଥିଲାଗି ଗୁରୁ ରାମଦାସଙ୍କର ଜୀବନୀରୁ କଥାଟିଏ ଶୁଣିଲେ

    ଜାଣିଯିବା ଧୈର୍ଯ୍ୟଗୁଣର ମହତ୍ତ୍ୱ ରାମଦାସ ଯାହା ବୁଝାଇଥିଲେ ।

                ମାନବର ଅନେକ ସଦ୍ ଗୁଣ ମଧ୍ୟରେ ଧୈର୍ଯ୍ୟ ହେଉଛି ମହାନ୍ । ଏହି ଗୁଣଧାରୀ ବ୍ୟକ୍ତି ନିଶ୍ଚୟ ବଡମଣିଷରେ ଗଣା ହୋଇଥାଏ, ଅସାଧ୍ୟ କାର୍ଯ୍ୟକୁ ସାଧନ କରି । ଏ ସମ୍ବନ୍ଧରେ ଛତ୍ରପତି ଶିବାଜୀଙ୍କର ଗୁରୁ ରାମଦାସଙ୍କ ଜୀବନରେ ଘଟିଥିବା ଘଟଣାଟିଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ