ଧନ୍ୟ ସେ କୃଷକ ପିଲାର ସାହସ

“ପିଲାଟି ଦିନରୁ ଜମିବାଡି କାର୍ଯ୍ୟ କରୁଥିଲା ତା’ର ବାପାଙ୍କ ସାଥେ

କୃଷକ ଜାତିର ଅଭାବ କଷଣ ଜାଣିଥିଲା ସେଇ ପିଲାଟି ସତେ?

ଗୋରା ବିରୋଧରେ ଲଢିବାକୁ ବଳ ଦେଇଥିଲା ଦିନେ କୃଷକ ଠାରେ

ସାହସୀ ସର୍ଦ୍ଦାର ଥିଲେ ସେ ଯାହାଙ୍କୁ ଡରୁଥିଲେ ଗୋରା ଦେଖିଲେ ଥରେ ।”

ଏକ କୃଷକ ପରିବାରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ସେ ତ ତାଙ୍କ ବାପାଙ୍କ ସହିତ ଜମିବାଡି କାର୍ଯ୍ୟ କରିବାକୁ ଯାଉଥିଲେ । ଫଳରେ କୃଷକମାନଙ୍କର ନାନା ଅଭାବ ଅସୁବିଧା କଥା ସେ ଭଲଭାବରେ ଜାଣିଥିଲେ । ଯେତେବେଳେ ଗୋରା ସରକାର ଇଣ୍ଡିଆକୁ ଆସି କୃଷକମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ଚଳାଇଲା, ଜମି ଉପରେ ଅଯଥା କର ବସାଇ ସେମାନଙ୍କୁ ହଇରାଣ ହରକତ କଲା, ତାକୁ ସର୍ଦ୍ଦାର ବଲ୍ଲଭ ସହିଥାନ୍ତେ ବା କିପରି?


ଗପ ସାରଣୀ

ତାଲିକାଭୁକ୍ତ ଗପ