Category - ହିତୋପଦେଶ କାହାଣୀ

ଶୂନ୍ୟ ଉପଦେଶ

ଦିନେ ଗୋଟିଏ ଝିଅ ଗାଧୋଇଲା ବେଳେ, ହଠାତ୍ ତାର ଗୋଡ ଖସିଗଲା ଓ ସେ ପାଣିରେ ବୁଡିଗଲା । ଯେତେବେଳେ ସେ ଝିଅଟି ଉବୁଟୁବୁ ହେଉଥାଏ, ସେ ଦେଖିଲା ତା’ପାଖରେ ନାଉରୀ ଯାଉଛି । ତେଣୁ ସେ ଝିଅ ନାଉରୀକୁ ପାଟିକରି ଡାକିଲା ଏବଂ ସେ ନାଉରୀ ବି ପାଖକୁ ଆସି ଝିଅଟିର ଏ ଅବସ୍ଥା ଦେଖିଲା, କିନ୍ତୁ ସେ ନାଉରୀ ଝିଅଟିକୁ ପାଣିରୁ ନଟାଣି ଓଲଟି ବୁଝାଇବାକୁ ଆରମ୍ଭ କଲା ଯେ କାହିଁକି...

Read More

ସିଂହର ଅସୁସ୍ଥତା

                ଗୋଟିଏ ସିଂହ ବୁଢା ହୋଇଗଲା । ତାପରେ ସେ ନିଜେ ଆଉ ଶିକାର କରିପାରିଲା ନାହିଁ । ସେ ନିଜର ଗୁମ୍ଫାରେ ଶୋଇ ରହିଥାଏ ଏବଂ ଅନ୍ୟ ଜନ୍ତୁମାନେ ତାକୁ ସାହାଯ୍ୟ କରିବା ପାଇଁ ଆସିଲେ ସେ ତାଙ୍କୁ ଖାଇଯାଏ । ଏହିପରି ସେ ବହୁତ ଜୀବଜନ୍ତୁ ଖାଇ ଆରାମ୍ରେ ଥାଏ ।                 ଦିନେ ସେବାଟେ ଶିଆଳଟିଏ ଯାଉଥିଲା । ସେ ସିଂହର ଗୁମ୍ଫା ପାଖକୁ ଆସି ବହୁତ...

Read More

ବ୍ୟର୍ଥ ଉପଦେଶ

ଜଣେ ଲୋକର ହଠାତ୍ ଦେହ ଖରାପ ହେଲା । ସେଠାକାର ଡାକ୍ତର ଠିକ୍ ସମୟରେ ଆସି ତାକୁ ଦେଖୁ ନଥିଲେ । କିଛିଦିନ ପରେ ସେ ଲୋକଟି ମରିଗଲା । ଲୋକଟି ମରିଯିବା ପରେ ଡାକ୍ତର ତାଙ୍କ ଘରକୁ ଆସି କହିଲେ; “ଯଦି ସେ ଲୋକଟି କମ୍ ମଦ ପିଇଥାନ୍ତା ଏବଂ ସବୁଦିନ ନିୟମିତ ଔଷଧ ଖାଇଥାନ୍ତା, ତେବେ ସେ ନିଶ୍ଚୟ ଭଲ ହୋଇଯାଇଥାନ୍ତା” ।                 ଏକଥା ଶୁଣି ଜଣେ ଲୋକ କହିଲା...

Read More

ବତକ ଓ ତା’ର ସୁନା ଅଣ୍ଡା

                ବହୁତ ଦିନ ତଳେ ଜଣେ ଲୋକର ଗୋଟିଏ ବତକ ଥିଲା । ସେ ବତକଟି ସବୁଦିନ ଗୋଟିଏ ଲେଖାଏଁ ସୁନା ଅଣ୍ଡା ଦେଉଥିଲା । ସୁନା ଅଣ୍ଡାକୁ ବିକ୍ରିକରି ସେ ପରିବାର ଖୁବ୍ ଆରାମରେ ଚଳୁଥିଲେ ।                 ଦିନେ ସେ ଲୋକ ଭାବିଲା ଯେ, ଦିନକୁ ଗୋଟିଏ ଅଣ୍ଡା ପାଇଁ କାହିଁକି ଅନାଇ ବସିବି, ସେ ବତକର ପେଟ ଚିରି ସବୁତକ ଅଣ୍ଡା ଏକାଥରେ ବାହାର କରି ବିକି ଦେଲେ...

Read More

ବିଗୁଲ୍

ଲଢାଇରେ ଶତ୍ରୁପକ୍ଷର ବିଗୁଲ୍ ବଜାଉଥିବା ଲୋକଟିକୁ ବନ୍ଦିକରି ରାଜାଙ୍କ ପାଖକୁ ଅଣାଗଲା ।                 ଯେତେବେଳେ ରାଜା ବିଚାର କରି ସେ ଲୋକକୁ ମୃତ୍ୟୁଦଣ୍ଡର ଆଦେଶ ଦେଲେ ସେତେବେଳେ ସେ ବିଚରା ଲୋକଟି କହିଲା, “ମଣିମା, ମୁଁ ତ ଆଦୌ ଲଢାଇ କରିନାହିଁ । ଏପରିକି ମୁଁ ତ ଅସ୍ତ୍ରଶସ୍ତ୍ର ମଧ୍ୟ କେବେବି ଉଠାଇ ନାହିଁ, ହେଲେ ମୋତେ କାହିଁକି ଏତେ ବଡ ଦଣ୍ଡ ଦିଆଯାଉଛି...

Read More

ଚୋର ଓ ତାର ମା’

ସତ୍ୟବ୍ରତ ସ୍କୁଲରୁ ତାର ପ୍ରିୟ ସାଙ୍ଗ ସୁବ୍ରତର ଗୋଟିଏ ବହି ଚୋରିକରି ଘରକୁ ଆଣି ତା’ ମା’କୁ ଦେଖାଇଲା । ତା’ର ମା ଏଥିରେ ଭାରି ଖୁସି ହୋଇଗଲା । ଏମିତି ଛୋଟ ଛୋଟ ଚୋରି କରୁକରୁ ସେ ସତ୍ୟବ୍ରତ ବଡ ଧରଣର ଚୋରି କରିବାକୁ ଆରମ୍ଭ କଲା ଏବଂ କ୍ରମଶଃ ସେ ଏକ ବଡ ଚୋରରେ ପରିଣତ ହେଲା । ଦିନେ ଚୋରି କରୁକରୁ ଗୋଟିଏ ଲୋକକୁ ମଧ୍ୟ ସେ ସତ୍ୟବ୍ରତ ମାରିଦେଲା । ଲୋକକୁ ମାରି...

Read More

ଘୋଡା ଓ ହରିଣର କଳି

ଜଙ୍ଗଲର ଗୋଟିଏ ଜାଗାରେ ଗୋଟିଏ ଘୋଡା ଘାସ ଖାଇ ରହିଥାଏ । ଦିନେ ସେ ଘୋଡା ଦେଖିଲା ଯେ ଗୋଟିଏ ହରିଣ ବି ଆସି ସେଠାରେ ଘାସ ଖାଉଛି । ଏପରି ପରିସ୍ଥିତିରେ ସେ ଘୋଡା ଯେତେ ଚେଷ୍ଟା କଲେ ବି ହରିଣକୁ ସେଠାରୁ ମୋଟେ ବାହାର କରି ପାରିଲା ନାହିଁ ।                 କିଛି ଦିନ ପରେ ଦିନେ ସେ ବାଟେ ଗୋଟିଏ ଲୋକ ଯାଉଥିଲା । ଠିକ୍ ଏତିକିବେଳେ ଘୋଡା ସେ ଲୋକକୁ ଡାକିଲା ଏବଂ...

Read More

ସୂର୍ଯ୍ୟଦେବଙ୍କ ବାହାଘର

                ଥରେ ମର୍ତ୍ତ୍ୟରେ ଖବର ମିଳିଲା ଯେ, ସୂର୍ଯ୍ୟଦେବଙ୍କର ବାହାଘର ହେଉଛି । ଏ ଖବର ପାଇ ଜୀବଜନ୍ତୁ ସବୁ ଖୁସି ହୋଇଗଲେ । ଜୀବଜନ୍ତୁ ଭାବିଲେ ସୂର୍ଯ୍ୟଙ୍କ ସ୍ତ୍ରୀ ଆସିବେ, ତାପରେ ତାଙ୍କର ବହୁତ ପିଲାଛୁଆ ହେବ । ଏବଂ ଏହିପରି ବହୁତ ସୂର୍ଯ୍ୟ ହୋଇଯିବେ । ବହୁତ ସୂର୍ଯ୍ୟ ହୋଇଗଲେ ଖରା ବଢିଯିବ ଏବଂ ବର୍ଷାଦିନେ ଓ ଶୀତଦିନେ ଜମି ଆଉ ସନ୍ତସନ୍ତିଆ...

Read More

ଓଟର ନାଚ

ବହୁତ ଦିନ ତଳେ ଜନ୍ତୁମାନଙ୍କର ଗୋଟିଏ ବିରାଟ ଧରଣର ସଭା ହୋଇଥିଲା । ସେଥିରେ ସମସ୍ତେ ମାଙ୍କଡମାନଙ୍କୁ ନାଚିବାକୁ କହିଲେ । ତାପରେ ମାଙ୍କଡମାନେ ଖୁସି ହୋଇ ନାଚିଲେ । ଆଉ ସେ ମାଙ୍କଡମାନଙ୍କର ନାଚ ଦେଖି ସମସ୍ତେ ଖୁସି ହୋଇ ତାଳି ବଜାଇଲେ । ସେମାନଙ୍କ ନାଚ ଦେଖି ଓଟର ମଧ୍ୟ ନାଚିବାକୁ ଭାରି ଇଚ୍ଛା ହେଲା । ତେଣୁ ସେ ଓଟ ଉଠି ପଡି ନାଚିବାକୁ ଆରମ୍ଭ କଲା । ଓଟର ଗୋଡ ଓ...

Read More

ବିଡାଏ କାଠ

                ଗୋଟିଏ ଚାଷୀର ଚାରୋଟି ପୁଅ ଥିଲେ । ହେଲେ ସେମାନଙ୍କ ଭିତରେ କାହାରି ବି କାହା ସାଙ୍ଗରେ ମୋଟେ ପଡୁନଥିଲା । ଓଲଟି ସେମାନେ ଖାଲି ସବୁବେଳେ ନିଜ ଭିତରେ ଝଗଡା କରୁଥାନ୍ତି ।                 ଦିନେ ଚାଷୀ ଚାରୋଟି କାଠିର ଗୋଟିଏ ବିଡାନେଇ ଘରକୁ ଫେରିଲା । ତା’ର ପୁଅମାନଙ୍କୁ ପାଖକୁ ଡାକି ସେ କାଠିର ବିଡାଟିକୁ ଭାଙ୍ଗିବା ପାଇଁ କହିଲା । ପୁଅମାନେ...

Read More

ପବନ ଓ ସୂର୍ଯ୍ୟ

ଦିନେ ପବନ ଓ ସୂର୍ଯ୍ୟଙ୍କ ଭିତରେ ଭାରି ଝଗଡା ହେଲା । ସେମାନେ ଜାଣିବାକୁ ଚାହିଁଲେ ଯେ, ତାଙ୍କ ଦୁଇଜଣଙ୍କ ଭିତରେ ବଳୁଆ କିଏ? ପବନ କହିଲା ମୁଁ ବଳୁଆ ତ ସୂର୍ଯ୍ୟ କହିଲା ମୁଁ ବଳୁଆ । ଠିକ୍ ଏହି ସମୟରେ ସେମାନେ ରାସ୍ତାରେ ଗୋଟିଏ ଲୋକ କୋଟପିନ୍ଧି ଯାଉଥିବାର ଦେଖିଲେ । ଶେଷରେ ସିଦ୍ଧାନ୍ତ ନେଲେ ଯିଏ ସେ ଲୋକର କୋଟଟା ବାହାର କରିଦେବ ସେ ହିଁ ବଳୁଆ ବୋଲି ଧରାଯିବ ।...

Read More

ପେଟ ଓ ଶରୀର

ଥରେ ଶରୀରର ବିଭିନ୍ନ ଅଂଶ ପେଟ ଉପରେ ରାଗିଗଲେ । ସେମାନେ କହିଲେ ଆମେ ସମସ୍ତେ ତ କାମ କରୁଛୁ କିନ୍ତୁ ଏ ପେଟ କିଛି ବି କାମ ନକରି ଖାଲି ଆରାମ୍ରେ ଅଛି । ସେଥିପାଇଁ ପେଟକୁ ଗୋଟିଏ ଶିକ୍ଷା ଦେବାକୁ ଯାଇ ପେଟ ସହିତ ସେମାନେ ଅସହଯୋଗ କଲେ । ଏମିତିକି ହାତ ଆଉ ଖାଇବା ଜିନିଷ ଉଠାଇଲା ନାହିଁ, ଦାନ୍ତ ବି ଆଉ ଚୋବାଇଲା ନାହିଁ । ଫଳରେ ପେଟକୁ ଆଉ ଖାଇବା ଜିନିଷ ଗଲାନାହିଁ ।...

Read More

ବୁଧିଆ ଶିଆଳ

ଗୋଟିଏ ସିଂହ, ଗଧ ଓ ଶିଆଳ ଏକାଠି ହୋଇ ଶିକାର କରିବାକୁ ଗଲେ । ଶିକାରରେ ସେମାନେ ବହୁତ ଜନ୍ତୁ ମାରିଲେ, ସେଠାରୁ ଫେରିଆସି ସିଂହ କହିଲା, “ଆମେ ସମସ୍ତେ ଖାଇବା, ଜନ୍ତୁ ସବୁ ବାଂଟି ଦିଅ ।”                 ଶିକାରରେ ମରିଥିବା ସମସ୍ତ ଜନ୍ତୁଙ୍କୁ ଗଧ ସମାନ ତିନି ଭାଗରେ ବାଂଟିଦେଲା । ଏହା ଦେଖି ସିଂହ ହଠାତ୍ ଖୁବ୍ ରାଗିଯାଇ ଗଧକୁ ମାରିଦେଲା ଓ ଶିଆଳକୁ ଆଉ ଥରେ...

Read More

ନିଜର ଖୁଣ ଦିଶେନା

ଗୋଟିଏ କଙ୍କଡା ଦିନେ ବୁଲି ବାହାରିଲା । କଙ୍କଡାଙ୍କ ଗୋଡ ତ ଏମିତି ଯେ, ସେମାନେ କଦାପି ବି ସିଧା ଚାଲିପାରନ୍ତି ନାହିଁ । ଯେତେବେଳେ ଏ କଙ୍କଡାଟି ଚାଲି ଚାଲି ବଜାର ଭିତରେ ଯାଉଥିଲା, ଠିକ୍ ସେତେବେଳେ ଆଉ ଗୋଟିଏ କଙ୍କଡା ତାକୁ ଦେଖି ହସିଲା ଓ କହିଲା “ତୁମେ ଏମିତି କାହିଁକି ବଙ୍କେଇ ଚାଲୁଛ, ଟିକେ ସିଧା ହୋଇ ଚାଲ ।” ଏହା ଶୁଣି କଙ୍କଡାଟି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ...

Read More

ହରିଣର କୁଣିଆ

ଥରେ ହରିଣର ଦେହ ଭାରି ଖରାପ ହେଲା । ଏମିତିକି ବୁଲି ଖାଇବାକୁ ବି ତାର ଆଉ ବଳ ନଥିଲା । ଗୋଟିଏ ଜାଗାରେ ବହୁତ ଘାସ ଦେଖି ହରିଣଟି ସେଇଠି ହିଁ ପଡିରହିଲା । ଅନ୍ୟ ଜନ୍ତୁମାନେ ହରିଣର ଦେହ ଖରାପ କଥା ଶୁଣି ତାକୁ ଦେଖିବାକୁ ଆସିଲେ । ଯେଉଁମାନେ ହରିଣକୁ ଦେଖିବାକୁ ଆସିଲେ ସେମାନଙ୍କୁ ଏ ହରିଣ ମଧ୍ୟ କିଛି କିଛି ଘାସ ଖାଇବାକୁ ଦେଲା । ଏହିପରି ସେ ହରିଣର ସବୁ ଘାସ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ