ଲୀଳାବତୀ ସୂତ୍ର ରଚନା କଥା

“ଭାସ୍କରାଚାର୍ଯ୍ୟଙ୍କ କନ୍ୟା ଲୀଳାବତୀ ଥିଲେ ବୁଦ୍ଧିମତୀ ସୁନ୍ଦରୀ ଜଣେ

    ବିବାହ ବନ୍ଧନେ ବାନ୍ଧିହେଲେ ସିନା ଦୁର୍ଯୋଗକୁ ହେଲେ ବିଧବା ଦିନେ ।

    ଦେଇପାରିଲାନି ଦୁଃଖ ଏ ଘଟଣା ବରଂ ଜୀବନରେ ଆସିଲା ସୁଖ

    ବାପଝିଅ ଦୁହେଁ ବସିଗଲେ ଲେଖି ଗାଣିତିକ ସୂତ୍ରମାନ ଅସଂଖ୍ୟ ।

    ଆଜି ତାହା ଲୀଳାବତୀ ସୂତ୍ର ରୂପେ ଲଭିଅଛି ଖ୍ୟାତି ଗଣିତଶାସ୍ତ୍ରେ

    ଧନ୍ୟ ସେହି କନ୍ୟା ଲୀଳାବତୀ ଦେଖ ଭାଗ୍ୟବତୀ ହେଲା ଏଇ ମରତେ ।”

                ଅନେକ ଦିନ ତଳର କଥା । ଦାକ୍ଷିଣାତ୍ୟର ବୀଜ୍ଜଲବୀଡ ନାମକ ଏକ ଗ୍ରାମରେ ଜ୍ୟୋତିର୍ବିଦ ଭାସ୍କରାଚାର୍ଯ୍ୟ ରହୁଥିଲେ । ସେ ବି ବିଶ୍ୱରେ ଜଣେ ଖ୍ୟାତନାମା ଗଣିତଜ୍ଞ ଥିଲେ । ସିଦ୍ଧାନ୍ତ ଶିରୋମଣି ନାମକ ଏକ ପୁସ୍ତକ ଲେଖି ସେ ଅମର ହୋଇଯାଇଛନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ