ମାନବ ସେବାହିଁ ଶ୍ରେଷ୍ଠ ଧର୍ମ

ଯେଉଁ ଅବସ୍ଥାରେ ଥିଲେ ଥାଅ ପଛେ ସୁଯୋଗ ମିଳିଲେ ନ ଛାଡି ଲବେ

    ସମାଜ ସେବାରେ ମନଦେଲେ ଥରେ ମାନବ ସମାଜ ଧନ୍ୟ କହିବେ ।

    ମହାପୁରୁଷଙ୍କ ଜୀବନୀ ପଢିଲେ ମିଳିବ ସେଥିରୁ ନାନା ଦୃଷ୍ଟାନ୍ତ

    ଡାକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ କଥା ଶୁଣିଲେ ଆଜିବି ଲାଗେ ଚକିତ ।

                ଯିଏ ଯେଉଁ ଅବସ୍ଥାରେ ଥିଲେ ମଧ୍ୟ କେବେ ସୁଯୋଗ ମିଳିଲେ ମାନବ ସେବାକୁ ହାତଛଡା କରିବା ମୋଟେ ଠିକ୍ କଥା ନୁହେଁ । କାରଣ ମାନବ ସେବା ହିଁ ହେଉଛି ଈଶ୍ୱର ସେବା, ଯାହା କି ଏ ମଣିଷ ସମାଜର ପରମ କର୍ତ୍ତବ୍ୟ ଓ ଶ୍ରେଷ୍ଠ ଧର୍ମ ମଧ୍ୟ । ଏହି ସେବାଦ୍ୱାରା ଜଣେ ସାଧାରଣ ମଣିଷ ଅସାଧାରଣ ପାଲଟିଯାଇଥାଏ । ସୁତରାଂ ମହାପୁରୁଷମାନଙ୍କ ଜୀବନୀ ପଢିଲେ ଏହାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ । ସେଥି ମଧ୍ୟରୁ ଆମଦେଶର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଜୀବନୀରୁ ଘଟଣାଟିଏ ଶୁଣିବା ଆସ ।


ଗପ ସାରଣୀ

ତାଲିକାଭୁକ୍ତ ଗପ