ଅନେକ ବର୍ଷ ତଳର କଥା । ପୁରୀ ଜିଲ୍ଲାର ରତ୍ନଚିରା ନଦୀ ତଟରେ ରହିଛି ଗାଆଁଟିଏ । ଆଉ ସେ ଗାଆଁଟିର ନାମ ବାଲିଗାଁ । ଅନେକ ବର୍ଷ ତଳେ ସେଇ ଗାଆଁରେ ଦାସିଆ ନାମରେ ଜଣେ ବ୍ୟକ୍ତି ବାସ କରୁଥିଲେ । ଜାତିରେ ସେ ଥିଲେ ଖଦାଳ – ବାଉରୀ ତନ୍ତୀ । ଲୁଗା ବୁଣିବା ଥିଲା ତାଙ୍କର ବେଉସା । ଲୁଗା ବିକ୍ରି କରି ଯାହା ଦୁଇ ପଇସା ଲାଭ କରନ୍ତି ସେତିକିରେ ଦୁଃଖେ ସୁଖେ ତାଙ୍କ ପରିବାର ଚଳିଯାଏ । ବାଲ୍ୟକାଳରୁ ସେ ଦାସିଆ ବାଉରୀ ପ୍ରଭୁ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ । ଖାଇବା ବେଳେ, ଶୋଇବା ବେଳେ ସବୁବେଳେ ଖାଲି ସେ ଦାସିଆ ପ୍ରଭୁ ଜଗନ୍ନାଥଙ୍କୁ ହିଁ ସ୍ମରଣ କରନ୍ତି । ଏକ ନୀତି ନିୟମର ପ୍ରଥା ଅଛି । ଓଡିଶାର ଲୋକମାନେ ପ୍ରଥମଥର ପୁରୀ ଯାଇ ଗୃହକୁ ଫେରିଲେ ‘ହବିଷାନ୍ନ’ ଭୋଜନ କରନ୍ତି । ଏକଦା ଦାସିଆ ବାଉରୀ ପ୍ରଥମ ଥର ପାଇଁ ପୁରୀ ଯାଇଥା’ନ୍ତି । ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ । ପ୍ରଭୁଙ୍କ ଦର୍ଶନ ପାଇ ସେ ଦାସିଆ ବାଉରୀ ନିଜକୁ ମଧ୍ୟ ଭୁଲି ଗଲେ । ମନ୍ଦିରର ସବୁ ସ୍ଥାନ ଭ୍ରମଣ କଲେ । ଭୋଗରାଗ କଲେ, ନିଜର ତଥା ଅନ୍ୟମାନଙ୍କର ଶୁଭ ମନାସି ଦାସିଆ ଘରକୁ ଫେରିଲେ । ପ୍ରଥାନୁଯାୟୀ ଦାସିଆ ବାଉରୀର ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ଲାଗି ଅନ୍ନ ଓ ଶାଗର ପାକ କରିଥିଲେ । ପୂର୍ଣ୍ଣ ହାଣ୍ଡି ଅନ୍ନ ଉପରେ ଶାଗ ମେଂଚାକ ଦେଖି ଦାସିଆ ଶ୍ରୀଜଗନ୍ନାଥଙ୍କ ଚକାନୟନ ଧ୍ୟାନରେ ମଗ୍ନ ହୋଇଗଲେ । ସେହି ପୂର୍ଣ୍ଣ ହାଣ୍ଡି ଅନ୍ନ ଉପରେ ଶାଗ ମଧ୍ୟରେ ସେ ଦେଖିଲେ ଯେମିତି ଜଗନ୍ନାଥ ମହାପ୍ରଭୁ ସେ ଶାଗ ପୂର୍ଣ୍ଣ ହାଣ୍ଡି ଉପରେ ବସିଛନ୍ତି । ହେଇ ମୋ ପ୍ରଭୁ ଆସିଛନ୍ତି? କହି ଦାସିଆ ତାଙ୍କ ଖାଇବା ସ୍ଥାନରୁ ଉଠି ଆନନ୍ଦରେ କରତାଳି ଦେଇ ପ୍ରଭୁଙ୍କ ମହିମା ଗାନକରି ନାଚିବାକୁ ଲାଗିଲେ । ଦାସିଆର ଏଭଳି ଢଙ୍ଗଢାଙ୍ଗ ଦେଖି ଲୋକେ ଦାସିଆକୁ ପାଗଳ ଭକ୍ତ ବୋଲି କହିଲେ । କିନ୍ତୁ ସେ ଦାସିଆର ଏ ସବୁରେ କୌଣସି ପ୍ରତିକ୍ରିୟା ହେଲା ନାହିଁ । ଯେ ପ୍ରକୃତ ଭକ୍ତ ସେ କେବେବି କାହାରି ନିନ୍ଦା ଆଉ ପ୍ରଶଂସାକୁ ମୋଟେ ଭୂକ୍ଷେପ କରେ ନାହିଁ । ଏପରିକି ମାନ ଅପମାନରେ ମଧ୍ୟ ଧ୍ୟାନ ଦିଏ ନାହିଁ ।
ଦାସିଆ ବାଉରୀ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ମହାଭାରତ
- ଚୋର ଅତିଥି
- ଚାଷୀର ବୁଦ୍ଧି
- କୁଆ ଏବଂ ଗୋଖର ସାପ କଥା
- ଦୁଃସାହସର ଫଳ
- ସାହସ
- ଭାଗ୍ୟଦେବୀ
- ପୁରସ୍କାର – ପ୍ରୋତ୍ସାହନ
- ବିଷ୍ଣୁଭଟ୍ଟ ବିରଚିତ
- ବାରୁଦର ଜନ୍ମ କଥା
- ଦସ୍ୟୁ ରାଜକୁମାର
- ତିନି ମୁଦ୍ରିକା
- ଚିଡିଆ ଗୋଲାମ୍
- ଉଦ୍ଧତ ଛାଗ
- ସବୁ ମାୟାରେ ବାୟା
- ଉକୁଣୀ ଓ ଛାରପୋକ କଥା
- କୃଷ୍ଣାବତାର
- ଆରୋଗ୍ୟ ରହସ୍ୟ
- ଦସ୍ୟୁ ରାଜକୁମାର
- ମିତବ୍ୟୟୀ
- ଜୀବନ ବିଦ୍ୟାଳୟର ସର୍ବଶ୍ରେଷ୍ଠ ଶିକ୍ଷା
- ରୂପରେଖା କଥା
- ସାହାଯ୍ୟ କଲେ ସାହାଯ୍ୟ ମିଳେ
- ଧର୍ମାନ୍ଧ ବ୍ରାହ୍ମଣ
- କପଟୀର ଅନ୍ତ ଖରାପରେ ଶେଷ ହୁଏ
- ବଦାନ୍ୟ ଜମିଦାର
- ଦୂର ପରବତ
- ବିଗୁଲ୍
- ମହାବଳୀ
- ଅସଲ କଥା
- ଆଦର୍ଶ ଗୁରୁ
- ବ୍ୟର୍ଥବର
- ଅଦ୍ଭୁତ ବାୟସ
- ଦୁଇ ବନ୍ଧୁ
- ସମସ୍ୟାର ସମାଧାନ
- ମାୟାଚିତ୍ର
- ମହୁମାଛିର ପ୍ରାର୍ଥନା
- ସିଂହର ଅସୁସ୍ଥତା
- ପ୍ରକୃତ ପ୍ରତିନିଧି
- ଗୋପାଳ ଘରେ ଅଦ୍ଭୁତ ଚୋରୀ
- ଦାସତ୍ତ୍ଵର ଶୃଙ୍ଖଳ
- ଗୀତ ଗାଉଥିବା ଗଧ
- ଈର୍ଷାପରାୟଣ ସଭ୍ୟ
- ଧର୍ମବତୀ କଥା
- ବୈଦ୍ୟଙ୍କ ଖ୍ୟାତି
- ରାମପୁରର ରାମ
- ସନ୍ଥ ଜିଲାନୀଙ୍କ ବଡପଣିଆ
- ବିବ୍ରତ
- ସ୍ୱାର୍ଥତ୍ୟାଗୀ ସେଇ ଝିଅଟି
- କ୍ରୋଧୀ ସର୍ପ
- ଦୁଇ ଉତ୍ତର
- କୁକୁଡାର ନାଲିଚୁଳ
- ଏକତାର କରାମତି
- ତିନି ତାନ୍ତ୍ରିକ
- ଉପକାରୀ ଇଗଲ୍
- ବିଟ ପୁରୁଷର ପ୍ରେମ
- ରାଜକୁମାରୀ ସୌଦାମିନୀ
- କାମ କନ୍ଦଳା କଥା
- ମାଆଙ୍କ ପ୍ରେରଣା ପିଲାଟିକୁ ବଡମଣିଷ କରିଦେଲା
- ଦୋମୁହାଁ ବିଚାର
- ଧୂସର ଦୁର୍ଗ
- ଜିଦ୍ଖୋର ଶାସକ
- ଗୋପାଳ ଭାଣ୍ଡର ଗୋଇନ୍ଦାଗିରି
- ଜହ୍ନରେ ଠେକୁଆ
- ଯୁବରାଜଙ୍କ ବୁଦ୍ଧି
- ସ୍ୱାର୍ଥପର ଘୋଡା
- କଥା କୁହା ଗୁମ୍ଫା
- ଉଦାରତା
- ଇଏ ମଣିଷ ନା ଦେବତା
- ବ୍ରହ୍ମା ଏବଂ ସରସ୍ବତୀ
- ଠେକୁଆ ଏବଂ ଭୂମିକମ୍ପ
- ଦୁର୍ମଦ
- ବିଚିତ୍ର ପୁଷ୍ପ
- ବିଶ୍ୱାସରେ କେବେ ବିଷ ଦିଅନା
- ରେଡକ୍ରସ ଜନ୍ମଦାତା
- ନଳପାନ ଜାତକ
- ମୂଷା ମାନଙ୍କର ଉତ୍ପାତ
- ଶତ୍ରୁକୁ ସତ୍କାର
- ଗଙ୍ଗାରାମଙ୍କ ଭୂଲ୍
- ମହତ ଦାନ
- କେହି କାହାର ପ୍ରଭୁ ନୁହଁନ୍ତି
- ଭୁବନ ସୁନ୍ଦରୀ
- କନ୍ୟା ନର୍ମଦା
- ବକ ଜାତକ
- ସୁବର୍ଣ୍ଣ ହଂସ
- ଆମ୍ବ ଭୂତ
- ପକ୍ଷୀ ଏବଂ ମାଙ୍କଡ କଥା
- ପ୍ରଶଂସାରେ ଭୁଲ ନାହିଁ
- ଓଟ ଓ ବିଲୁଆ
- ଚଢେଇର ପର
- ପୁଣ୍ୟବାନ୍
- ମାନସିକ ରୋଗୀ
- ସେମାନେ ବି ଥିଲେ ସହଯାତ୍ରୀ
- ସନ୍ଦେହ
- ଧନ ରତ୍ନ ଠାରୁ ବିଶ୍ୱାସ ବଡ
- ମୁକ୍ତି
- କୁକୁର, ବିଲୁଆ ଓ ସିଂହ କଥା
- ଶିବଭକ୍ତ ଯୁବକ
- ଗଜମୂର୍ଖ
- ମୂଲ୍ୟବାନ ଶିକ୍ଷା!
- ପ୍ରସନ୍ନତା
- ଦୁଇ ବିରଳ ବିପ୍ଳବୀ
- ମୂଷା ନୁହେଁ ଚୁଚୁନ୍ଦ୍ରା
- ଗନ୍ଧର୍ବ ଅଂଶଜାତ ରାଜା ବିକ୍ରମାଦିତ୍ୟ
- ବୀର ହନୁମାନ
- ଧୂସର ଦୁର୍ଗ
- ପ୍ରତିଶୋଧ
- ରେଶମୀ ବସ୍ତ୍ର
- ବିଚାର କରି କାମ କଲେ ତାହା ହିତକର ହୁଏ
- ସାଧୁ
- ଯାଦୁ ସିଢି
- ଚାଲାଖ୍ ବେପାରୀ
- ବୁଦ୍ଧିମାନ ଗୁରୁନାଥ
- ବୀର ହନୁମାନ
- ସ୍ୱ ଗୋତ୍ରର ଅନ୍ନ
- ନେତ୍ରଦର୍ଶୀ
- ବୀର ହନୁମାନ
- କୀର୍ତ୍ତି!
- ଅତିଲୋଭ
- ଆକବର ବିରବଲ
- ସୁନାମାଛ କଥା
- ବଡଲୋକମାନେ ଅତୀତକଥାକୁ ଭୁଲିଯାଆନ୍ତି ନାହିଁ
- ଦୁଇ ଅସୁର କଥା
- ଧର୍ମ ସହିବ ନାହଁ
- ଦୃଢ ଇଚ୍ଛାଶକ୍ତି ଅସମ୍ଭବକୁ ସମ୍ଭବ କରିଦିଏ
- ପୁରସ୍କାର
- ଅରିଷ୍ଟନେମି
- ଅଧିକାର
- ପ୍ରକୃତ ସୁସଙ୍ଗାତ
- ଜିଦି
- ବିଦ୍ୟା ଠାରୁ ବୁଦ୍ଧି ବଡ଼
- ରାଜନୀତି
- ନୂଆ ମହାଭାରତ
- କୁଆ ଏବଂ କଳାନାଗ
- ତଥାସ୍ତୁ ଦେବତା
- ଲୋଭର ଫଳ
- ମଣିଷର ବଡ ସମ୍ପଦ ହେଲା ଆତ୍ମସମ୍ମାନ
- ଦରିଦ୍ର ବର
- କର୍ମନିଷ୍ଠ ସିପାହୀ
- ସିଂହ ଏବଂ ବିଲୁଆ
- ଆଜ୍ଞାକାରୀ କୁକୁର
- କଳାର ସମ୍ମାନ
- ବୀର ହନୁମାନ
- ଭାଇ ହେବତ ଏମିତି
- ମୌନାମୌନୀ
- ଅବିଶ୍ୱାସୀ ଉସମାନ ଓ ଚଣ୍ଡାଳ କନ୍ୟା କଳା
- ବେଙ୍ଗ ରାଜକୁମାର
- ଉପଯୁକ୍ତ ବର
- ତାଳ ଗଛ ଓ ଘାସର କାହାଣୀ
- କଠୋର ତପସ୍ୟା
- ଦସ୍ୟୁ ରାଜକୁମାର
- ବିଲୁଆ ଭାଇର ଜାଣିବା କଥା
- ଭାଇଭାଗ
- କଞ୍ଜୁସ୍ ଓ କରିତ୍କର୍ମା
- ରୂପଧରଙ୍କ ଯାତ୍ରା
- ଅର୍ଥହୀନ ସ୍ୱାର୍ଥ
- ମାଆ ତୁ ସାହା
- ବେଲ୍ଲୋରୋଫନ୍ଙ୍କ ବୀରତ୍ୱ
- ମୂର୍ଖତାର ଫଳ
- ମଣିଷ ସ୍ୱଭାବ
- ପରମେଶ୍ୱରଙ୍କ କରୁଣା
- ଡାକୁ ଉଗ୍ରଶୀଳ
- ଦୁଃସ୍ୱପ୍ନ
- ଭ୍ୟାନହୁଙ୍କୁସ୍ ଓ ତାର ତମାଖୁ ହୁକା
- “ମୁଁ – ଆମେ”
- ଚୂଡିର ସଂଖ୍ୟା
- କେଳା ଝିଅ ଓ ଶହେ ଡକାୟତ
- ନୀଳବର୍ଣ୍ଣ ଶୃଗାଳ କଥା
- ମହାଭାରତ
- ସ୍ନେହ କରୁଣାର ପ୍ରଭାବ
- ଛଦ୍ମକୁ ସାବଧାନ
- ବିଷ୍ଣୁ ପୁରାଣ
- ବୃଷଭ ବୁଝିଲା
- ରାଜପଦର ମହତ୍ୱ
- ସ୍ୱାର୍ଥପର ମଣିଷ
- କାଉର ଦୁଃସାହସ
- କୁଜାର ଅଦ୍ଭୁତ ଭେଳିକି
- ସୁଲତାନାଙ୍କ ଚାତୁରୀ
- କନ୍ୟା ମନୋନୟନ
- ଅପରାଧୀ କିଏ?
- ଲୋଭି ବିଲୁଆର କାହାଣୀ
- ଯାଦୁକାରୀ ଘଂଟି
- ସ୍ୱାଧୀନତା ଆନ୍ଦୋଳନରେ ନିର୍ଭୀକ ସନ୍ନ୍ୟାସୀ
- କନକ ଉପତ୍ୟକାର କାହାଣୀ
- କାହାର ଦୋଷ?
- ସାପ ପୁଅର ବାହାଘର କଥା
- ପ୍ରତିଶୋଧ
- ବୃକ୍ଷର ଜୀବନ
- ଗାରୁଡି ମନ୍ତ୍ର
- ପରର ସ୍ତ୍ରୀ ରାଜକନ୍ୟା
- ବିଚିତ୍ର ଚିତ୍ରକଳା
- ବିଧି ନିର୍ଦ୍ଦିଷ୍ଟ
- ଶିଷ୍ୟ ଗୁରୁଙ୍କୁ ବଳିଗଲେ
- ମାନବତୀ କଥା
- ବଗଲା-ବଗୁଲୀଞ୍ଚ
- ସ୍ତ୍ରୀର ଚାକର
- କାଲିର କାମ ଆଜି କର
- ବ୍ୟାକୁଳ ଭରତ
- ସଫଳତା
- ବିପଦର ବନ୍ଧୁ ପ୍ରକୃତ ବନ୍ଧୁ