Category - ଜାତକ କଥା

ତିନି ତୁଣ୍ଡରେ ଛେଳି କୁକୁର ହେବା କଥା

ଗୋଟିଏ ରାଜ୍ୟରେ ତିନିଜଣ ଯୁବକ ସାଙ୍ଗ ଥିଲେ । ସେ ତିନି ଜଣଙ୍କ ମଧ୍ୟରେ ବହୁତ ଘନିଷ୍ଠ ବନ୍ଧୁତା ଥିଲା । ସାଧୁ ଲୋକଙ୍କର ସାଧୁ ଲୋକ ସହିତ ଓ ଚୋର ଲୋକର ଚୋର ଲୋକ ସହିତ ବେଶ୍ ବନ୍ଧୁତା ଜମି ଯାଇଥାଏ । ଏହି ତିନିଜଣଙ୍କ ମଧ୍ୟରେ ପ୍ରଗାଢ ବନ୍ଧୁତା ଥିଲା । ସେହି ତିନିବନ୍ଧୁ ମିଶି ଲୋକମାନଙ୍କୁ ଠକି ଜୀବନ ନିର୍ବାହ କରୁଥିଲେ । ସେମାନେ ଲୋକମାନଙ୍କୁ ଠକିବାପାଇଁ ପ୍ରତି...

Read More

ଉକୁଣୀ ଓ ଛାରପୋକ କଥା

ଗୋଟିଏ ରାଜ୍ୟରେ ଜଣେ ରାଜା ଥିଲେ । ଗୋଟିଏ ଉକୁଣୀ କେଉଁଠାରୁ ଆସି ରାଜାଙ୍କ ଶେଯରେ ଲୁଚି ରହିଲା । ଦିନେ ଖଟର ବିଛଣା ଝାଡିବାବେଳେ ଟିଟିଉ ନାମରେ ଗୋଟିଏ ଛାରପୋକ କେଉଁଠାରୁ ଉଡିଆସି ସେହି ବିଛଣାରେ ଲୁଚିଗଲା । ଛାରପୋକ ଓ ଉକୁଣୀକୁ କେହି ଦେଖି ପାରିଲେ ନାହିଁ । ହେଲେ ଛାରପୋକ ଉକୁଣୀ ଆଖିରେ ପଡିଗଲା । ବିଛଣା ବିଛା ହେବା ପରେ ଉକୁଣୀ ଆସି ଛାରପୋକକୁ କହିଲା, “କିରେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ