ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Tag - odia kahani

ଚୋରର ଆଚରଣ ବଦଳିଗଲା

ଜଣେ ଚୋର ରାତିରେ ଚୋରି କରିବା ପାଇଁ ଯାଉଥାଏ । ବାଟରେ ଦେଖିଲା ଏକ ମନ୍ଦିର ପ୍ରାଙ୍ଗଣରେ ଅନେକ ଲୋକ ରୁଣ୍ଢ ହୋଇଥାନ୍ତି ଓ ଏକ ଉଚ୍ଚସ୍ଥାନରେ ବସି ଜଣେ ସାଧୁ ଉପଦେଶ ଦେଉଥାନ୍ତି । ଏବେ ଚୋରଟି ସେହି ଲୋକଙ୍କ ମେଳରେ ବସି ସାଧୁଙ୍କ ଉପଦେଶ ଶୁଣିଲା ।        ସେଦିନ ଚୋରକୁ ଉପଦେଶଗୁଡିକ ବହୁତ ଭଲଲାଗିବାରୁ ସତ୍ସଙ୍ଗ ଶେଷ ହୋଇଗଲେ ବି ସେଠାରେ ବସି ରହିଲା । ଯିଏ ଯୁଆଡେ...

Read More

ଯଶହିଁ ମାନବର ଅତୁଳନୀୟ ସଂପଦ

       ଏକଦା ରାଜା ତାଙ୍କର ମନ୍ତ୍ରୀଙ୍କ ସହିତ ଗନ୍ଧମାର୍ଦ୍ଧନ ପର୍ବତରେ ବୁଲୁଥାନ୍ତି । ସେଠାରେ ବହୁ ସୁଗନ୍ଧିତ ପୁଷ୍ପ ଓ ଔଷଧୀୟ ବୃକ୍ଷ ଥିଲା । ଏହି ପର୍ବତର ନୈସର୍ଗିକ ଶୋଭା ଦେଖି ରାଜା ମୁଗ୍ଧ ହୋଇଗଲେ ।        ସେମାନେ ଦୃଶ୍ୟରାଜି ଉପଭୋଗ କରୁ କରୁ ଆଗକୁ ଚାଲିଥାନ୍ତି । କିଛି ବାଟ ଗଲାପରେ ଦେଖିଲେ ଏକ ପଥର ଉପରେ ଜଣେ ସାଧୁ ବସିଛନ୍ତି । ଶୀତକାଳଟାରେ...

Read More

ସମୟର ମୂଲ୍ୟ

ଥରେ କୌଣସି ଏକ କଲେଜ୍ ଅଧ୍ୟାପକ ଶିକ୍ଷାଦାନ ଦେଉଥାନ୍ତି । ସେ ଲକ୍ଷ୍ୟ କରୁଥିଲେ, ପାଠପଢା ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲେ ମଧ୍ୟ ଜଣକ ପରେ ଜଣେ ଛାତ୍ର ଆସି ବିଳମ୍ବରେ ପହଁଚୁଥାନ୍ତି । ସେ ପିଲାଙ୍କର କାହିଁକି ଡେରି ହେଲା ବୋଲି ଅଧ୍ୟାପକ ଜଣଜଣ କରି ପଚାରିଲେ । ମାତ୍ର ସେମାନେ ଡେରିପାଇଁ ନାନା ବାହାନା ଦେଖାଇ ଖସି ଯିବାକୁ ଚାହିଁଲେ ।        ହେଲେ ପ୍ରକୃତ...

Read More

କୁପ୍ରବୃତି ବଦଳିଗଲା

       ଦିନେ ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ଚୋରଟିଏ ଜେଲ୍ ର ପାଚେରି ଡେଇଁ ବାହାରକୁ ଚାଲିଆସିଲା । ହେଲେ ଜେଲ୍ ଜଗୁଆଳିମାନେ କିଛି ଜାଣି ପାରିଲେ ନାହିଁ । ପରେ ଖୋଜାଖୋଜି କରି ବି ପାଇଲେ ନାହିଁ ।        ଏଣେ ଚୋରଟି କ’ଣ କଲାନା, ଧରାପଡିଯିବା ଭୟରେ ଦୌଡିବାକୁ ଲାଗିଲା । ସେ ଦୌଡି ଦୌଡି ହାଲିଆ ହୋଇ ଗଲାଣି, ଚାଲିବାକୁ ଆଉ ବଳ ନାହିଁ । ପୁଣି ଭୋକରେ ପେଟ ଜଳିଲାଣି...

Read More

ବୁଦ୍ଧିର କରାମତି

       ଜଙ୍ଗଲରେ ଦଳେ ହାତୀ ଥାଆନ୍ତି । ଗଛର ଡାଳପତ୍ର ଖାଇ ଓ ପାହାଡ ଝରଣାରୁ ପାଣିପିଇ ସେମାନେ ଆନନ୍ଦରେ ଥାଆନ୍ତି । ଜଙ୍ଗଲର ପାଦଦେଶରେ ଏକ ପ୍ରକାଣ୍ଡ ପୋଖରୀ ଥାଏ । ତା’କୂଳ କିଆ ବୁଦା ଭିତରେ ଠେକୁଆମାନେ ବସାବାନ୍ଧି ଥିଲେ ।        ଖରାଦିନେ ଝରଣା ଶୁଖିଯିବାରୁ ହାତୀମାନେ ପାଣି ପିଇବା ପାଇଁ ପୋଖରୀକୁ ଆସିଲେ । ଯେତେବେଳେ ହାତୀପଲ ପୋଖରୀ ଭିତରକୁ ଯାଆନ୍ତି...

Read More

ମନ୍ଦ ବୁଦ୍ଧିର ପରିଣାମ

       ପ୍ରତିଦିନ ରାତି ପାହୁପାହୁ କାଉମାନେ କା’ କା’ କରି ଉଡି ବୁଲନ୍ତି । ଆମେ କାଉର ରାବ ଶୁଣି ଶେଯରୁ ଉଠୁ । କାଉ ଆମର ପରିବେଶକୁ ପରିଷ୍କାର କରିବାରେ ସାହାଯ୍ୟ କରେ । ଏଡେ ବଡ ଉପକାରୀ ପକ୍ଷୀ କାଉ ବି ଆମର ବେଳେବେଳେ କ୍ଷତି ଘଟାଇଥାଏ । ଆସ ସେଇ କାଉ କଥା ଶୁଣିବା ।        ସବୁଦିନ ଭଳି କାଉଟିଏ ବାଡିପଟ ଗଛ ଡାଳରେ ବସି କା’ କା’ ରାବ ଛାଡିଲା । ଏହାଦେଖି...

Read More

ଅତି ଲୋଭ ବିପଦ

   ଦେବଦତ ନାମକ ଜଣେ ଗରିବ ବ୍ରାହ୍ମଣ ଏକ ଗାଁରେ ବାସ କରୁଥିଲେ । ସେ ଠାକୁର ପୂଜାର୍ଚ୍ଚନା ଓ ପୁରାଣପାଠ ଆଦିରୁ ଯାହା ରୋଜଗାର କରୁଥିଲେ ଚଳିବାକୁ କଷ୍ଟ ହେଉଥିଲା । ଏହା ସହିତ ତାଙ୍କର ଅଳ୍ପ ଚାଷ ଜମିରୁ ଆୟ ମିଶିଯାଉଥିଲା । ହେଲେ ବ୍ରାହ୍ମଣ ଜଣକ ଭାରି ଈଶ୍ୱରବିଶ୍ୱାସୀ ଥିଲେ ।        ସେହି ବ୍ରାହ୍ମଣଙ୍କର ଚାଷଜମି ହୁଡାରେ ଏକ ବିରାଟ ବୃକ୍ଷମୂଳେ ଉଈ ହୁଙ୍କାଟିଏ...

Read More

ନିଜେ ଭଲ ହେଲେ ଦୁନିଆ ଭଲ ହେବ

       ଦୁଷ୍ଟ ପିଲାଟିଏ କିଛି ବୁଝେନି କି କାହାକଥା ଶୁଣେନି, ସବୁବେଳେ ଖାଲି କାନ୍ଦେ । ପିଲାଟିକୁ ତା’ର ବାପା ମାଆ ବୁଝେଇ ବୁଝେଇ ବେଦମ୍ ହୋଇ ଗଲେଣି ।        ସେହି ପିଲାଟିର ବାପା କୌଣସି ଏକ ଅଫିସ୍ ରେ କାମ କରନ୍ତି । ଦିନେ ଅଫିସ୍ ରେ ତାଙ୍କର କାମ ନ ସରିବାରୁ କିଛି ଫାଇଲ୍ ପତ୍ର ନେଇ ଆସିଥାନ୍ତି ଘରେ ବାକିଆ କାମ କରିବେ ବୋଲି ।        ଠିକ୍ ବେଳରେ କାମ...

Read More

ଅନୁଭୂତିରୁ ଅସଲ ଜ୍ଞାନ ମିଳେ

ଗୋଟିଏ ଆଶ୍ରମରେ ଜଣେ ସନ୍ନ୍ୟାସୀ ଓ ତାଙ୍କର ଦୁଇଜଣ ଶିଷ୍ୟ ରହୁଥିଲେ । ଯଦୁ ଓ ମଧୁ ନାମରେ ଶିଷ୍ୟ ଦୁଇଜଣ ସନ୍ନ୍ୟାସୀଙ୍କର ଖୁବ୍ ଆଜ୍ଞାବହଥିଲେ । ଗୁରୁ ଯେଉଁ ଦିନ ଯାହା ଶିକ୍ଷାଦାନ ଦେଉଥାନ୍ତି ଯଦୁ ତାକୁ ମନ ଦେଇ ଶୁଣେ ଓ ତା’ର ଟିପାଖାତାରେ ଟିପି ଦିଏ । ମାତ୍ର ମଧୁ କେବଳ ଶୁଣେ ।        ଯଦୁ ସବୁବେଳେ ମଧୁକୁ କହୁଥାଏ, “ହଇରେ, ଗୁରୁଙ୍କ କଥା ତୁ କେବେ ମନେ...

Read More

ସ୍ନେହ କରୁଣାର ପ୍ରଭାବ

       ଗୋଟିଏ ସହରରେ ଜଣେ ଅପରାଧୀ ରହୁଥିଲା । ସେ ଖୁବ୍ ଚତୁର ଓ କ୍ରୂର ଥିଲା । ଫଳରେ ତାକୁ ଧରିବା ସମ୍ଭବପର ନଥିଲା ।        ସେହି ଅପରାଧୀର ଏକ ଭଲଗୁଣ ଥିଲା – ସେ ଯାହା କରିବ ବୋଲି ଚାହୁଁଥିଲା, ଶେଷ ନ ହେଲା ଯାଏଁ ଛାଡୁ ନଥିଲା । ସୁତରାଂ ତା’ର ଏଭଳି ପ୍ରକୃତି ଜାଣି କେତେକ ଲୋକ ତାକୁ ହାତେଇ ନିଜ ନିଜର ପ୍ରତିଶୋଧାତ୍ମକ କାର୍ଯ୍ୟରେ ଲଗେଇ ଦେଉଥିଲେ ।       ...

Read More

ଅନ୍ୟର ହୃଦୟ ଜୟକର

       ଅନେକବର୍ଷ ତଳର କଥା । ଶେଠ୍ ରାଜ କିଶୋର ଥିଲେ ଜଣେ ଧନୀ ବ୍ୟବସାୟୀ । ମଥୁରା ନଗରୀରେ ବାସକରୁଥିବା ଏହି ଶେଠ୍ ଙ୍କର ତିନିପୁଅ ଥିଲେ – ରବୀନ୍ଦ୍ର, ଶଚ୍ଚୀନ୍ଦ୍ର, ଓ ଯତୀନ୍ଦ୍ର । ଶେଠ୍ ଙ୍କର ପରିଣତ ବୟସରେ ଉପସ୍ଥିତ ହେବାରୁ ତାଙ୍କର ତିନିପୁଅଙ୍କ ମଧ୍ୟରେ ସମସ୍ତ ସମ୍ପତ୍ତି ବାଂଟିଦେବାକୁ ଚାହିଁଲେ । ତଦନୁଯାୟୀ ସମ୍ପତ୍ତି ବଂଟନ କରାଗଲା । ଶେଷରେ ବଳିପଡିଲା...

Read More

ବିଧବା ସ୍ତ୍ରୀଟିର ବିଚାର

       ଜଣେ ବିଧବା ସ୍ତ୍ରୀ ଲୋକର ଗୋଟିଏ ବୋଲି ଗେହ୍ଲାପୁଅ । ଥରେ ସେ ପୁଅକୁ ନେଇ କୌଣସି ଏକ ଗାଁକୁ ଯାଉଥାଏ । ଯାଉ ଯାଉ ବାଟରେ ଏକ ଜଙ୍ଗଲ ପଡିଲା । ସେମାନେ ଘରୁ ସକାଳୁ ବାହାରିଗଲେଣି ଯେ, ବେଳ ଆସି ଦ୍ୱିପ୍ରହର ହେଲାଣି । ମୁଣ୍ଡଫଟା ଖରାରେ ଦୁହେଁ ଚାଲିଚାଲି ଥକି ପଡିଲେ । ରାସ୍ତା କଡ ଗଛମୂଳରେ ବିଶ୍ରାମ ନେଲେ ।        କିଛି ସମୟ ପରେ ହାଲିଆ ହୋଇ ପଡିଥିବା...

Read More

ଉତ୍ତମ ଶିକ୍ଷକଙ୍କର ସୁଲଭ ଗୁଣ

ଜଣେ ପ୍ରକୃତ ଶିକ୍ଷକ ଯିଏ ଦୋଷୀକୁ ଦଣ୍ଡବଦଳରେ ପୁରସ୍କାର ଦେଇଥାନ୍ତି । ଏହି ନୀତି ଅବଲମ୍ବନରେ ଜଣେ ଦୁଷ୍ଟ ପିଲାର ଆଚରଣ ଅତି ସହଜରେ ବଦଳି ଯାଇଥାଏ । ଏହି କହାଣୀଟି ଜଣେ ପ୍ରକୃତ ଗୁଣିବାନ୍ ଶିକ୍ଷକଙ୍କ ଜୀବନର ଏକ ସତ୍ୟ ଘଟଣା ।        ସେଇ ଶିକ୍ଷକ ଜଣକ ଏକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥାନ୍ତି । ଥରେ ସେହି ବିଦ୍ୟାଳୟର ପିଲାଙ୍କୁ ନେଇ ଏକ ପତ୍ରିକା ବାହାର...

Read More

ଉପସ୍ଥିତ ବୁଦ୍ଧିର ବଳ

ଖରାଦିନ । ଉଦୁଉଦିଆ ଦ୍ୱିପ୍ରହର ବେଳ । ପ୍ରଚଣ୍ଡ ସୂର୍ଯ୍ୟତାପ ସତେ ଯେମିତି ଧରାପୃଷ୍ଠକୁ ଜାଳି ଦେଉଛି । ଉଦ୍ଭିଦଜଗତ ଝାଉଁଳି ପଡିଥିବା ବେଳେ ପ୍ରାଣୀମାନେ ମୁନ୍ଦିଏ ଜଳପାଇଁ ଡହଳ ବିକଳ ହେଉଥାନ୍ତି ।        ହଠାତ୍ ପାହାଡି ଝରଶାରୁ ଜଳ ମୁନ୍ଦିଏ ପିଇବା ଲାଗି ଠେକୁଆଟିଏ ଦୌଡିଆସିଲା । ସେ ଶୋଷ ମେଂଟାଇବା ପାଇଁ ପାଣିରେ ମୁହଁ ଲଗେଇଛି କି ନାହିଁ, ହଠାତ୍ ସିଂହର...

Read More

ଚାରିଗୁରୁ

କୌଣସି ଏକ ଅଂଚଳରେ ଜଣେ ସୁପ୍ରସିଦ୍ଧ ଶସ୍ତ୍ରଗୁରୁ ଥିଲେ । ସେ ଶସ୍ତ୍ର ବିଦ୍ୟାରେ ଖୁବ୍ ଧୂରନ୍ଧର ଥିଲେ ସିନା ସ୍ୱଭାବତଃ ଭାରି ଲୋଭୀ ଥିଲେ । ସୁତରାଂ ସେ କେବଳ ଧନୀପିଲାଙ୍କଠାରୁ ମୋଟା ଅଙ୍କର ଅର୍ଥ ପାଇବା ଲାଗି ସେମାନଙ୍କୁ ଶିକ୍ଷା ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଫଳରେ କେବଳ ଧନୀ ପିଲାମାନେ ହିଁ ଧନୁର୍ଦ୍ଧର ବୀର ପାଲଟି ଯାଉଥିଲା ବେଳେ ଗରିବ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ