ଛଂଚାଣ ଓ ଘରଚଟିଆ

ଥରେ ଜଙ୍ଗଲକୁ ଘର ଚଟିଆ ଚଢେଇ ବୁଲିବାକୁ ଯାଇଥିଲା । ସେ ଦେଖିଲା ଛଂଚାଣଟି ଗୋଟିଏ ଠେକୁଆ ଧରି ଉଡିଚାଲିଗଲା । ଏହା ଦେଖି ସେ ଘରଚଟିଆକୁ ଭାରି ଭଲ ଲାଗିଲା ଏବଂ ସେ ବି ଚାହିଁଲା ଗୋଟିଏ ଠେକୁଆ ଧରି ଉଡିଯିବା ପାଇଁ । ଠେକୁଆଟି ଚଟିଆ ଠାରୁ ବଡ ହୋଇଥିବାରୁ ଯେତେ ଚେଷ୍ଟା କଲେ ବି ଠେକୁଆକୁ ଉଠାଇ ଉଡି ପାରିଲା ନାହିଁ ସେ ଚଟିଆ ।

ଚଟିଆର ଏଇ ଉଠାଇବାର ପରିଶ୍ରମ ଭିତରେ ବିଲୁଆ ଆସି ସେ ଚଟିଆଟିକୁ ଖାଇଦେଲା ।

ନିଜର ଶକ୍ତି ଅନୁସାରେ ଚେଷ୍ଟା କରିବା ଉଚିତ୍ ।


ଗପ ସାରଣୀ

ତାଲିକାଭୁକ୍ତ ଗପ