ସତ୍ୟର ପୂଜାରିଣୀ ହେଲା ନୋବେଲ ବିଜୟିନୀ

    “ପିଲାଟିଏ ସିନା ସତ କହୁଥିଲା ବିଦ୍ୟାଳୟେ ପାଠ ପଢିବା ବେଳେ

    ସତ କହିବାକୁ ହେଲାନି ସାହସ ଲେଖିଲା କାଗଜ କଲମ ବଳେ ।

    ଚିଠିଟିଏ ଲେଖି ପ୍ରଧାନଶିକ୍ଷକ ହାତେ ଦେଇ ଦଣ୍ଡ ପାଇଲେ ଯେତେ

    ଗର୍ଡିମର ନାମେ ନୋବେଲ୍ ବିଜେତା ପ୍ରସିଦ୍ଧ ଲେଖିକା ଥିଲେ ଅତୀତେ ।”

                ଅନେକ ବର୍ଷ ତଳର କଥା । ସେତେବେଳେ ତ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ନୀତି ଚରମ ସୀମାରେ ପହଁଚି ଯାଇଥାଏ । କେପ୍ଟାଉନ୍ର ଗୋଟିଏ ସ୍କୁଲରେ ଜଣେ ବର୍ଣ୍ଣ ବୈଷମ୍ୟବାଦୀ ପ୍ରଧାନଶିକ୍ଷକ ଥାଆନ୍ତି । ତେଣୁ ସେଠାରେ ଥିବା ପିଲାଙ୍କ ଭିତରେ କଳା-ଗୋରା ଭେଦ ଖୁବ୍ ତୀବ୍ରତର ସହିତ ଚାଲିଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ