ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Tag - odia kahani

ସୋମ ଶର୍ମାଙ୍କ କାହାଣୀ

ଗୋଟିଏ ଗ୍ରାମରେ ‘ସ୍ୱଭାବ କୃପଣ’ ନାମକ ଏକ ବ୍ରାହ୍ମଣ ବାସ କରୁଥାଏ । ସେ ପ୍ରତିଦିନ ଭିକ୍ଷା କରି ଜୀବିକା ନିର୍ବାହ କରେ । ଯେଉଁଦିନ ଭିକ୍ଷାରେ ସେ ଛତୁଆ ପାଏ ସେହି ଛତୁଆରୁ ଅଳ୍ପ କିଛି ଖାଇବା ପରେ ଯାହା ବଳେ ତାକୁ ଏକ ପାତ୍ରରେ ପୂରାଇ ଘୋଡାଇ ଶିକାରେ ଟଙ୍ଗାଇ ଦିଏ । ଶୋଇବା ସମୟରେ ସେହି ଛତୁଆକୁ ଚାହିଁ ନାନାଦି କଥା ଚିନ୍ତା କରେ । ଏହିପରି କିଛିଦିନ ଛତୁଆ ରଖିବା...

Read More

ଚନ୍ଦ୍ର ରାଜାଙ୍କର କାହାଣୀ

ଗୋଟିଏ ରାଜ୍ୟରେ ‘ଚନ୍ଦ୍ରଦେବ’ ନାମକ ରାଜାଥିଲେ । ତାଙ୍କର ପୁତ୍ର ଉପବନରେ ଦଳେ ମାଙ୍କଡ ରଖିଥିଲେ । ରାଜକୁମାର ପ୍ରତିଦିନ ସେହି ମାଙ୍କଡ ମାନଙ୍କୁ ଖାଇବାକୁ ଦେଇ ପୋଷା ମନାଇ ଥାଆନ୍ତି । ସମୟ ପାଇଲେ ଉପବନରେ ସେମାନଙ୍କ ସହିତ ନାନାଦି ଖେଳ ଖେଳନ୍ତି । ମାଙ୍କଡ ମାନଙ୍କ ବ୍ୟତୀତ ରାଜକୁମାର କେତେଗୁଡିଏ ମେଣ୍ଢାଙ୍କୁ ମଧ୍ୟ ପାଳିଥାଆନ୍ତି । ମେଣ୍ଢାପଲ ମଧ୍ୟରେ ଗୋଟିଏ...

Read More

ଅସୁସ୍ଥ ବଳଦ ସଂଜୀବକ କାହାଣୀ

       ଅନେକ ଦିନ ତଳର କଥା । ଭାରତ ବର୍ଷର ଦକ୍ଷିଣରେ ‘ମହିଳାରୋପ୍ୟ’ ନାମରେ ଏକ ନଗରୀ ଥିଲା । ଏହି ନଗରୀରେ ଜଣେ ଧନୀ ବଣିକ ବସବାସ କରୁଥିଲେ । ସେହି ବଣିକଙ୍କ ନାମ ହେଉଛି ‘ବର୍ଦ୍ଧମାନକ’ ।        ଏକଦା ରାତ୍ରୀରେ ବର୍ଦ୍ଧମାନକ ବିଛଣାରେ ବିଶ୍ରାମ ନେବା ସମୟରେ ତାଙ୍କ ମନରେ ଏକ ଚିନ୍ତା ଉଙ୍କି ମାରିଲା । ସେ ଭାବିଲେ ଯେ ଯଦି ଜଣେ ମନୁଷ୍ୟ ପ୍ରଚୁର ଧନ, ଅର୍ଥ...

Read More

ମାଙ୍କଡ ଏବଂ କାଠଗଣ୍ଡିର କାହାଣୀ

       ଅନେକ ଦିନ ତଳର କଥା । ଜଣେ ଧନୀ ବଣିକ ସହର ଠାରୁ କିଛି ଦୂରରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ମନସ୍ଥ କଲେ । କାର୍ଯ୍ୟରତ ବଢେଇମାନେ ପ୍ରତ୍ୟେକ ଦିନ ସହରକୁ ମଧ୍ୟାହ୍ନଭୋଜନ କରିବାପାଇଁ ଯାଉଥିଲେ ।        ଦିନେ ଗୋଟିଏ ମାଙ୍କଡ ଦଳ ସେହି ମନ୍ଦିର ତିଆରି ହେଉଥିବା ସ୍ଥାନକୁ ଆସିଲେ । ଜଣେ ବଢେଇ କାଠଗଣ୍ଡିର ମଧ୍ୟ ଭାଗକୁ କରତରେ ଚିରି ସେଥିରେ ଖୁଂଟିକୁ...

Read More

ଶୃଗାଳ ଏବଂ ବାଦ୍ୟ କଥା

       ଅନେକ ଦିନ ତଳେ ‘ଗୋମୟ’ ନାମକ ଏକ ଶୃଗାଳ ଅରଣ୍ୟ ମଧ୍ୟରେ ବସବାସ କରୁଥିଲା । ଏକଦା ସେ ନିଜକୁ ଭାରି ଭୋକିଲା ମନେ କଲା । ଖାଦ୍ୟ ଅନ୍ୱେଷଣରେ ଏଣେ ତେଣେ ଘୂରି ବୁଲିଲା । ଶେଷରେ ସେ ଏକ ଯୁଦ୍ଧ କ୍ଷେତ୍ରରେ ଯାଇ ପହଁଚିଲା । ଯୁଦ୍ଧରତ ସୈନିକ ମାନେ ଯୁଦ୍ଧ କ୍ଷେତ୍ରରେ ଏକ ବାଦ୍ୟ ଛାଡି ଚାଲିଯାଇଥାଆନ୍ତି । ସେହି ବାଦ୍ୟଟି ଏକ ଲତାଗହଳ ମଧ୍ୟରେ ପଡି ରହିଥାଏ ।...

Read More

ରାଜା ଏବଂ ଝାଡୁଦାର କଥା

       ‘ବର୍ଦ୍ଧମାନ’ ନାମକ ଏକ ନଗରୀ ଥିଲା । ସେହି ନଗରୀରେ ଜଣେ ଧନୀ ବଣିକ ବସବାସ କରୁଥିଲେ । ତାଙ୍କର ନାମ ହେଉଛି ‘ଦାନ୍ତିଲ୍’ । ସମଗ୍ର ନଗରୀରେ ତାଙ୍କର ଆଧିପତ୍ୟ ଥିଲା । ତାଙ୍କ ସମୟରେ ସାଧାରଣ ଜନତା ଏବଂ ରାଜା ଉଭୟେ ଖୁସିରେ କାଳାତିପାତ କରୁଥିଲେ । ସେଥିପାଇଁ ରାଜା ମଧ୍ୟ ତାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ । କିଛି ଦିନ ଗଲା ପରେ ଦାନ୍ତିଲ୍ ଙ୍କର ର କନ୍ୟାର...

Read More

ସାଧୁ ଦେବ ଶର୍ମାଙ୍କ କାହାଣୀ

       ଅନେକ ଦିନ ତଳେ, ଏକ ନିକାଂଚନ ସ୍ଥାନରେ ‘ଦେବଶର୍ମା’ ନାମକ ଜଣେ ସାଧୁ ମଠ ସ୍ଥାପନ କରିଥିଲେ । ତାଙ୍କର ଏହି ମଠକୁ ଅନେକ ସାଧାରଣ ଜନତା ବୁଲିବାକୁ ଆସୁଥିଲେ ଏବଂ ତାଙ୍କୁ ବିଭିନ୍ନ ପ୍ରକାର ହାତବୁଣା ଦ୍ରବ୍ୟ ପ୍ରଦାନ କରଥିଲେ । ଯାହାକୁ କି ସେ ବିକ୍ରୀ କରି ଦିନକୁ ଦିନ ଧନୀ ହେବାକୁ ଲାଗିଲେ । ସେ ଯେତେ ଧନୀ ହେଲେ ମଧ୍ୟ କାହାପ୍ରତି ଦିନେ ବିଶ୍ୱାସ ଘାତକତା...

Read More

କୁଆ ଏବଂ ଗୋଖର ସାପ କଥା

       ଘଂଚ ଜଙ୍ଗଲ ମଧ୍ୟରେ ଏକ ବିରାଟ ବଟବୃକ୍ଷ ଥିଲା । ସେହି ବଟ ବୃକ୍ଷରେ ଏକ କୋରଡ କରି କୁଆ ଦମ୍ପତି ବସବାସ କରୁଥାନ୍ତି । ସେହି ବଟବୃକ୍ଷ ପାଖରେ ଏକ କଳା ଗୋଖର ସାପ ବାସ କରୁଥାଏ । କିଛି ଦିନ ପରେ କୁଆଟି ତା’ର ବସାରେ ଡିମ୍ବ ଦେଲା । ଦୁଷ୍ଟ ଗୋଖର ସାପଟି ଏହା ଜାଣିପାରି କୁଆର ବସାରେ ପଶି ତାର ଡିମ୍ବକୁ ନଷ୍ଟ କରିଦେଲା ।        ଏହି ବଟ ବୃକ୍ଷର ପାଖରେ ଆଉ...

Read More

ସିଂହ ଏବଂ ଠେକୁଆର ଗପ

       ଗୋଟିଏ ଜଙ୍ଗଲରେ ‘ଭାସୁରକ’ ନାମକ ଏକ ସିଂହ ବାସ କରୁଥିଲା । ସେ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ପରାକ୍ରମୀ ଥିଲା । ବଣରେ ବାସ କରୁଥିବା ଅନ୍ୟାନ୍ୟ ଜୀବମାନଙ୍କୁ ମାରି ଖାଉଥିଲା । ଦିନେ ବାର୍ହା, କୃଷ୍ଣସାର ମୃଗ, ମଇଁଷି, ଠେକୁଆ ଇତ୍ୟାଦି ତୃଣ ଭୋଜୀ ପ୍ରାଣୀମାନେ ଏକାଠି ଭାସୁରକଙ୍କ ନିକଟକୁ ଗଲେ ଏବଂ ସମସ୍ତେ ନିବେଦନ କରି କହିଲେ, “ମହାରାଜ! ଆପଣ ପ୍ରତ୍ୟେକଦିନ...

Read More

ହତଭାଗ୍ୟ ଓଟର କାହାଣୀ

       ଗୋଟିଏ ଜଙ୍ଗଲରେ ‘ମାଦୋତ୍କତ୍’ ନାମରେ ଜଣେ ସିଂହ ରାଜା ବସବାସ କରୁଥିଲେ । ମାଦୋତ୍କତ୍ର କେତେକ ଅନୁଚର ତାଙ୍କ ସହିତ ବସବାସ କରୁଥିଲେ । ସେମାନଙ୍କ ମଧ୍ୟରୁ କେତେକ ଶୃଗାଳ, କୁଆ ଏବଂ ଅନ୍ୟାନ୍ୟ ଜୀବଜନ୍ତୁ ପ୍ରଧାନ ଥିଲେ। ଦିନେ ରାଜାଙ୍କର ଅନୁଚରମାନେ ଜଙ୍ଗଲରେ ବୁଲୁଥିବା ସମୟରେ ଏକ ଓଟକୁ ଦେଖିବାକୁ ପାଇଲେ । ସିଂହ ମହାରାଜଙ୍କ ନିକଟରେ ପହଁଚି କହିଲେ...

Read More

ତିନୋଟି ମାଛର କାହାଣୀ

       ଗୋଟିଏ ପୁଷ୍କରିଣୀରେ ‘ଅନଂଗତଭିଆତ’, ‘ପ୍ରତୁ୍ୟପିନ୍ନମତି’, ଏବଂ ‘ଯାଦଭଭିଷ୍ୟ’ ନାମକ ତିନୋଟି ମାଛ ରହୁଥିଲେ । ଏକଦା କେତେଜଣ ଧୀବର ସେହି ପୁଷ୍କରିଣୀ କଡଦେଇ ଯାଉଥାଆନ୍ତି । ସେମାନେ ସେହି ପୁଷ୍କରିଣୀର ନୀଳ ସ୍ୱଚ୍ଛ ଜଳରାଶିକୁ ଦେଖି କଥାବାର୍ତ୍ତା ହେଉଥାଆନ୍ତି : ଆମ୍ଭେମାନେ ସବୁ ପୋଖରୀରୁ ମାଛ ମାରି ସାରିଲୁଣି ଅଥଚ ଏହି ପୁଷ୍କରିଣୀକୁ ଆସି ନାହୁଁ । ତେଣୁ...

Read More

ହାତୀ ଏବଂ ଘରଚଟିଆ କଥା

       ଗୋଟିଏ ଜଂଗଲରେଏକ ଘର ଚଟିଆ ଦମ୍ପତି ବାସ କରୁଥିଲେ । ସେମାନେ ଏକ ବୃକ୍ଷରେ ବସା ବାନ୍ଧି ଖୁସିରେ ଦିନ କାଟୁଥାଆନ୍ତି । କିଛି ଦିନ ପରେ ମା’ ଘରଚଟିଆଟି ସେହି ବସାରେ ଅଣ୍ଡା ଦେଲା । ଦିନେ ଏକ ଦୁଷ୍ଟ ହାତୀ ସେହି ବୃକ୍ଷ ନିକଟରେ ଆସି ପହଁଚିଲା । ସେ ତା’ର ଶୁଣ୍ଡରେ ଗଛର ଡାଳ ସବୁ ଭାଙ୍ଗି ଖାଇବାକୁ ଲାଗିଲା । ଘରଚଟିଆ ଦଂପତି ବାସ କରୁଥିବା ଡାଳକୁ ମଧ୍ୟ...

Read More

ଶୃଗାଳ ଚତୁରକ କଥା

       ଗୋଟିଏ ଜଙ୍ଗଲରେ ‘ବଜ୍ରଦୁସ୍ତାର’ ନାମକ ଏକ ସିଂହ ବାସ କରୁଥିଲା । ଚତୁରକ ନାମକ ଏକ ଶୃଗାଳ ଏବଂ ‘କାଭ୍ୟମୁଖ’ ନାମକ ଏକ ଗଧିଆ ବଜ୍ରଦୁସ୍ତାରର ଅନୁଚର ଥିଲେ । ଏକଦା ଏକ ଓଟ ସେହି ଜଙ୍ଗଲକୁ ଆସିଲା । ମହାରାଜଙ୍କ ନିକଟରେ ସେହି ଜଙ୍ଗଲରେ ଆଶ୍ରୟ ନେବା ପାଇଁ ଅନୁରୋଧ କଲା । ମହାରାଜ ସିଂହ ତା’ର ଅନୁରୋଧକୁ ପ୍ରତ୍ୟାଖ୍ୟାନ ନକରି ତାକୁ ତାଙ୍କ ନିକଟରେ ଆଶ୍ରୟ ଦେଲେ...

Read More

ପକ୍ଷୀ ଏବଂ ମାଙ୍କଡ କଥା

       ଗୋଟିଏ ସ୍ଥାନରେ ଏକ ମାଙ୍କଡ ଦଳ ବାସ କରୁଥିଲେ । ଥରେ ଶୀତ ଦିନେ ହଠାତ୍ ବର୍ଷା ସାଂଗକୁ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା । ବର୍ଷା ହେତୁ ମାଙ୍କଡ ମାନେ ଓଦା ହୋଇଯିବା ସଂଗେ ସଂଗେ ପ୍ରବଳ ଥଣ୍ଡା ହେତୁ ଶୀତରେ ଥରୁଥାନ୍ତି । ଏହି ସମୟରେ କେତେକ ମାଙ୍କଡ ଗୋଟିଏ ବୃକ୍ଷରେ ଏକ ପ୍ରକାରର ଲାଲ୍ ଫଳ ଦେଖିବାକୁ ପାଇଲେ । ସଂଗେ ସଂଗେ ମାଙ୍କଡ ଦଳ ଏହି ବୃକ୍ଷଟିକୁ...

Read More

ମାଙ୍କଡ ଏବଂ ଘରଚଟିଆ କଥା

       ଗୋଟିଏ ବୃହତ ବୃକ୍ଷର ଡାଳରେ ଏକ ଘରଚଟିଆ ଦମ୍ପତି ବାସ କରୁଥିଲେ । ଘରଚଟିଆ ଦମ୍ପତି ଖୁବ୍ ଖୁସିରେ ସେହି ଗଛରେ ବସା ବାନ୍ଧି କାଳାତିପାତ କରୁଥାନ୍ତି । ଏକଦା, ଶୀତଦିନେ ହଠାତ୍ ଝଡ ବର୍ଷା ଆରମ୍ଭ ହୋଇଗଲା । ବେଳକୁ ବେଳ ବର୍ଷା ପବନ ବଢିବାକୁ ଲାଗିଲା । ଏଣେ ବର୍ଷା ପବନ ସାଙ୍ଗକୁ, ଶୀତର ପ୍ରକୋପ ପଶୁପକ୍ଷୀମାନଙ୍କୁ ସହିବାକୁ କଷ୍ଟକର ହୋଇ ପଡିଲା । କିଛି ସମୟ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ