ଖଟ୍ୱାଙ୍ଗ ପୁରାଣ

 ଦିନେ ମହାରାଜା କୃଷ୍ଣ ଚନ୍ଦ୍ର ରାୟ ଅତ୍ୟନ୍ତ ଦୁଃଖିତ ହୋଇ ସିଂହାସନରେ ବସି ଅଛନ୍ତି । ରାଜାଙ୍କର ମନ ଭଲ ନଥିବା ଜାଣି ପାତ୍ରମନ୍ତ୍ରୀ କେହି ପାଖକୁ ଯାଉ ନଥାନ୍ତି । ଏମନ୍ତ ସମୟରେ ଗୋପାଳ ଉପସ୍ଥିତ ହେଲେ । ଗୋପାଳକୁ ରାଜା ଭଲ ପାଉ ଥିଲେ ବୋଲି ରାଜା ଦ୍ୱାର ଗୋପାଳର ଅବାରିତ ଥିଲା । ସେ ହଠାତ୍ ରାଜାଙ୍କ ନିକଟକୁ ଯାଇ କହିଲେ –

                 ମହାରାଜ!

                 ପୂର୍ଣ୍ଣଚନ୍ଦ୍ର ମୁଖ କାହିଁକି ଆଜି ମଳିନ ହୋଇ ଶୁଷ୍କଚନ୍ଦ୍ର ହୋଇ ଅଛି?

                 କଣ ଶାସ୍ତ୍ରୀଳାପାଦି ହେଉ ନାହିଁ?

                 ଦୁଃଖଟାରେ ବସିବାଟା ତ ଶୋଭା ପାଉ ନାହିଁ, କି ଦୁର୍ଘଟଣା ହୋଇ ଅଛି ।

                 ପ୍ରକାଶ କରି କହିଲେ ସିନା ମୁଁ ତାହାର ପ୍ରତିକାର ପାଇଁ ଚେଷ୍ଟା କରନ୍ତି । ଗୋପାଳର ଏପରି କଥା ରାଜା କୃଷ୍ଣ ଚନ୍ଦ୍ର ଶୁଣି ଗୋପାଳକୁ କହିଲେ –


ଗପ ସାରଣୀ

ତାଲିକାଭୁକ୍ତ ଗପ