ମଣିଷପଣିଆ

ସମାଜରେ ଯିଏ ସାହାଯ୍ୟ ଲୋଡନ୍ତି ସାହା ହୁଅ ସେହିମାନଙ୍କୁ ଏକା

    ତାଙ୍କ ବ୍ୟତିରେକେ ଆନେ ସାହା ନୁହେଁ ମଣିଷପଣିଆ ଗୁଣରେ ଲେଖା ।

    ଏହିକଥା ସନ୍ଥ କବୀର ଏକଦା କହିଥିଲେ ଉପଦେଶ ଛଳରେ

    ତାଙ୍କୁ ସାହା ହେବାପାଇଁ ଯାଇଥିବା ଶେଠମାନେ ମନଦୁଃଖେ ଫେରିଲେ ।

                ସନ୍ଥ କବୀର ଦାସଙ୍କ ଜୀବନ କାଳର କଥା । ସେତେବେଳକୁ ତ ତାଙ୍କର ଖ୍ୟାତି ଅନେକ ବଢିଯାଇଥାଏ । ସୁତରାଂ ପ୍ରତିଦିନ ଅଧିକରୁ ଅଧିକ ବ୍ୟକ୍ତି ତାଙ୍କୁ ସାକ୍ଷାତ୍ କରିବା ପାଇଁ ଆସୁଥାନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ