ଦୃଢ ସଂକଳ୍ପ

ଆଣ୍ଡ୍ରେମାଲ୍ରୋ ନାମକ ଜଣେ ବ୍ୟକ୍ତି ପ୍ୟାରିସ୍ରେ ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ । ପାରିବାରିକ ଦୁଃସ୍ଥିତି ଏବଂ କୁସଙ୍ଗରେ ପଡି ସେ ବାଳକ ଆଣ୍ଡ୍ରେ ଚୋରି କାର୍ଯ୍ୟରେ ଲିପ୍ତ ରହିଲେ ।

                ଦିନକର କଥା । ଆଣ୍ଡ୍ରେମାଲ୍ରୋ ଏକ ଘଟଣାରେ ଧରାପଡି କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଲେ ଓ ତତ୍ସହିତ ତିନିବର୍ଷ କାରାଦଣ୍ଡରେ ଦଣ୍ଡିତ ମଧ୍ୟ ହେଲେ । ତା’ପରେ ସେ ତାଙ୍କ ପରିବାର ଓ ଜ୍ଞାତିକୁଟୁମ୍ବଙ୍କଠାରୁ ଦୂରରେ ରହି ଜେଲ୍ଦଣ୍ଡ ଭୋଗିଲେ । ଜେଲ୍ ଭିତରେ ତାଙ୍କ ମନରେ ଭାବାନ୍ତର ସୃଷ୍ଟି ହେଲା । ସେ କରିଥିବା କୁକର୍ମ ପାଇଁ ବହୁତ ଅନୁତାପ ମଧ୍ୟ କଲେ । ତା’ପରେ ଜେଲ୍ ଭିତରେ ଅନ୍ୟ କଏଦିମାନଙ୍କ ପ୍ରେରଣାରେ ତାଙ୍କର ପାଠପଢା ଆରମ୍ଭ ହେଲା । ମନରେ ତାଙ୍କର ଦୃଢସଂକଳ୍ପ ଥିଲା ଯେ, ସେ ପାଠପଢି ଜଣେ ଭଲ ମଣିଷ ହେବେ ଓ ଦେଶବିଦେଶରେ ନାଁ ରଖିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ