Category - ପଞ୍ଚତନ୍ତ୍ର

ଶୃଗାଳ ଚତୁରକ କଥା

       ଗୋଟିଏ ଜଙ୍ଗଲରେ ‘ବଜ୍ରଦୁସ୍ତାର’ ନାମକ ଏକ ସିଂହ ବାସ କରୁଥିଲା । ଚତୁରକ ନାମକ ଏକ ଶୃଗାଳ ଏବଂ ‘କାଭ୍ୟମୁଖ’ ନାମକ ଏକ ଗଧିଆ ବଜ୍ରଦୁସ୍ତାରର ଅନୁଚର ଥିଲେ । ଏକଦା ଏକ ଓଟ ସେହି ଜଙ୍ଗଲକୁ ଆସିଲା । ମହାରାଜଙ୍କ ନିକଟରେ ସେହି ଜଙ୍ଗଲରେ ଆଶ୍ରୟ ନେବା ପାଇଁ ଅନୁରୋଧ କଲା । ମହାରାଜ ସିଂହ ତା’ର ଅନୁରୋଧକୁ ପ୍ରତ୍ୟାଖ୍ୟାନ ନକରି ତାକୁ ତାଙ୍କ ନିକଟରେ ଆଶ୍ରୟ ଦେଲେ...

Read More

ପକ୍ଷୀ ଏବଂ ମାଙ୍କଡ କଥା

       ଗୋଟିଏ ସ୍ଥାନରେ ଏକ ମାଙ୍କଡ ଦଳ ବାସ କରୁଥିଲେ । ଥରେ ଶୀତ ଦିନେ ହଠାତ୍ ବର୍ଷା ସାଂଗକୁ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା । ବର୍ଷା ହେତୁ ମାଙ୍କଡ ମାନେ ଓଦା ହୋଇଯିବା ସଂଗେ ସଂଗେ ପ୍ରବଳ ଥଣ୍ଡା ହେତୁ ଶୀତରେ ଥରୁଥାନ୍ତି । ଏହି ସମୟରେ କେତେକ ମାଙ୍କଡ ଗୋଟିଏ ବୃକ୍ଷରେ ଏକ ପ୍ରକାରର ଲାଲ୍ ଫଳ ଦେଖିବାକୁ ପାଇଲେ । ସଂଗେ ସଂଗେ ମାଙ୍କଡ ଦଳ ଏହି ବୃକ୍ଷଟିକୁ...

Read More

ମାଙ୍କଡ ଏବଂ ଘରଚଟିଆ କଥା

       ଗୋଟିଏ ବୃହତ ବୃକ୍ଷର ଡାଳରେ ଏକ ଘରଚଟିଆ ଦମ୍ପତି ବାସ କରୁଥିଲେ । ଘରଚଟିଆ ଦମ୍ପତି ଖୁବ୍ ଖୁସିରେ ସେହି ଗଛରେ ବସା ବାନ୍ଧି କାଳାତିପାତ କରୁଥାନ୍ତି । ଏକଦା, ଶୀତଦିନେ ହଠାତ୍ ଝଡ ବର୍ଷା ଆରମ୍ଭ ହୋଇଗଲା । ବେଳକୁ ବେଳ ବର୍ଷା ପବନ ବଢିବାକୁ ଲାଗିଲା । ଏଣେ ବର୍ଷା ପବନ ସାଙ୍ଗକୁ, ଶୀତର ପ୍ରକୋପ ପଶୁପକ୍ଷୀମାନଙ୍କୁ ସହିବାକୁ କଷ୍ଟକର ହୋଇ ପଡିଲା । କିଛି ସମୟ...

Read More

ସାପ ଏବଂ ନେଉଳ କଥା

       ଗୋଟିଏ ଜଙ୍ଗଲରେ ଏକ ବଟବୃକ୍ଷ ଥିଲା । ସେହି ବଟ ବୃକ୍ଷ ମଧ୍ୟରେ କେତେ ଗୁଡିଏ ବଗ ବସବାସ କରୁଥିଲେ । ସେହି ବୃକ୍ଷ ମଧ୍ୟରେ ଏକ ବଡ କୋରଡ ଥିଲା । ସେହି କୋରଡ ମଧ୍ୟରେ ଏକ କଳାସାପ ବାସ କରୁଥିଲା । ସେହି ସାପଟି ଦୁଷ୍ଟ ସ୍ୱଭାବର ଥିଲା । ସେହି ବୃକ୍ଷରେ ବସା ବାନ୍ଧିଥିବା ବଗର ସମସ୍ତ ଛୁଆଙ୍କୁ ସାପ ମାରି ଦେଉଥିଲା । ଗୋଟିଏ ବଗର ଛୁଆକୁ ସାପ ମାରିବା ପରେ ଦିନେ...

Read More

ରାଜା ଏବଂ ବୋକା ମାଙ୍କଡ କଥା

       ପ୍ରାଚୀନ କାଳର କଥା । ଗୋଟିଏ ଦେଶରେ ରାଜା ଏକ ମାଙ୍କଡ ପାଳି ଥିଲେ । ମାଙ୍କଡଟିକୁ ରାଜା ଏତେ ପରିମାଣରେ ଭଲ ପାଉଥିଲେ ଯେ ମାଙ୍କଡଟି ରାଜ ଦରବାର ମଧ୍ୟକୁ ଅବାଧରେ ପ୍ରବେଶ କରିପାରୁଥିଲା । ଏପରିକି ରାଜାଙ୍କ କକ୍ଷକୁ କୌଣସି ଜଗୁଆଳି ଜଗି ନଥିଲେ । ରାଜା ଜଗୁଆଳି ମାନଙ୍କ ଉପରେ ଭରସା ନରଖି ମାଙ୍କଡଟି ଉପରେ ଯଥେଷ୍ଟ ଭରସା ରଖିଥିଲେ ।        ଦିନେ ରାଜା...

Read More

ମିତ୍ର ପ୍ରାପ୍ତି

       ଭାରତର ଦକ୍ଷିଣରେ ‘ମହିଳାରୋପ୍ୟ’ ନାମକ ଏକ ନଗରୀ ଥିଲା । ଏହି ନଗରୀର କେନ୍ଦ୍ରସ୍ଥଳରେ ଏକ ବିରାଟ ବୃକ୍ଷ ଥିଲା । ସେହି ବୃକ୍ଷଟି ନାନା ଜାତିର ଫଳ, ଫୁଲରେ ପୂରି ଉଠିଥିଲା । ସେହି ବୃକ୍ଷରେ ମଧ୍ୟ ନାନାଦି ଜାତିର ପକ୍ଷୀ ବସା ବାନ୍ଧି ରହିଥାଆନ୍ତି । ବୃକ୍ଷଟି ବାଟୋଇ ମାନଙ୍କୁ ଗ୍ରୀଷ୍ମ ସମୟରେ ମଧ୍ୟ ଶୀତଳ ଛାୟା ପ୍ରଦାନ କରୁଥିଲା । ଏହି ବୃକ୍ଷର ଏକ ଶାଖାରେ...

Read More

ମୂଷିକ ଏବଂ ସନ୍ନ୍ୟାସୀ କଥା

       ବହୁ ପୁରା କାଳର କଥା । ଭାରତର ଦକ୍ଷିଣରେ ମହିଳାରୋପ୍ୟ ନାମରେ ଏକ ନଗରୀ ଥିଲା । ଏହି ନଗରୀର କେନ୍ଦ୍ରସ୍ଥଳରେ ଏକ ମହାଦେବ ମନ୍ଦିର ଥିଲା । ଏହି ମନ୍ଦିରରେ ତାମ୍ରଚୂଡ ନାମକ ଏକ ସାଧୁ ବାବା ବାସ କରୁଥିଲେ । ପ୍ରତ୍ୟେକ ଦିନ ସେ ବିଭିନ୍ନ ସ୍ଥାନକୁ ଭିକ୍ଷା କରିବାକୁ ଯାଆନ୍ତି ଏବଂ ଯାହା ମାଗିଯାଚି ଆଣନ୍ତି ସେଇଥିରେ ଗୁଜୁରାଣ ମେଂଟାନ୍ତି । ପ୍ରତିଦିନ ସାଧୁ...

Read More

ମା’ ସାନ୍ଧିଲିଙ୍କ କଥା

       ଦିନେ ବର୍ଷାଋତୁ ସମୟରେ ମୁଁ ଜଣେ ବ୍ରାହ୍ମଣଙ୍କୁ ଅନୁରୋଧ କଲି, ତାଙ୍କ ସହିତ କିଛି ଦିନ ରହିବାପାଇଁ । କାରଣ ତାଙ୍କ ସହିତ ରହିଲେ ମୋର ଭଗବାନଙ୍କୁ ଧ୍ୟାନ କରିବାରେ କୌଣସି ଅସୁବିଧା ହେବ ନାହିଁ । ସେ ସଂଗେ ସଂଗେ ମୋ କଥାରେ ରାଜି ହୋଇ ମୋତେ ତାଙ୍କ ସହିତ ତାଙ୍କ ଘରକୁ ନେଇଗଲେ । ଦିନେ ବ୍ରାହ୍ମଣ ଜଣକ ମୋତେ କିଛି ତତ୍ୱବାଣୀ ଶୁଣାଉଥିବା ସମୟରେ ବ୍ରାହ୍ମଣଙ୍କ...

Read More

ଯାହା ଚାହିଁବ ତାହା ପାଇବ

       ଗୋଟିଏ ନଗରୀରେ ସାଗରଦତ ନାମକ ଏକ ବଣିକ ବାସ କରୁଥିଲେ । ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଥିଲା । ଦିନେ ବଣିକ ପୁତ୍ର ଗୋଟିଏ ପୁସ୍ତକ ଏକ ଶହମୁଦ୍ରା ଦେଇ କିଣି ଆଣିଲେ । ଏହି ପୁସ୍ତକ ମଧ୍ୟରେ କେବଳ ଗୋଟିଏ କଥା ଲେଖାଥିଲା । ‘ତୁମର ଯାହା ପାଇବାର ଥିବ ତାହା ତୁମ ନିକଟକୁ ନିଶ୍ଚୟ ଆସିବ’ । ଅନ୍ୟ ଅର୍ଥରେ କହିଲେ ଭାଗ୍ୟ ଯାହା ନିକଟକୁ ଯାହା ପଠାଇଥାଏ ତାହା...

Read More

ସୋମିଲାକ୍ ତନ୍ତ୍ରୀ କଥା

       ବହୁ ପୁରାକାଳର କଥା । ଗୋଟିଏ ନଗରୀରେ ‘ସୋମିଲାକ୍’ ନାମକ ଏକ ତନ୍ତୀ ବାସ କରୁଥିଲା । ଲୁଗା ବୁଣି ସେ ନିଜର ଗୁଜୁରାଣ ମେଂଟାଏ । ସେ ବୁଣୁଥିବା ଲୁଗା ଗୁଡିକ ଏତେ ଉତ୍କୃଷ୍ଟମାନର ଥିଲା ଯେ ରାଜା ମଧ୍ୟ ଏହା ପିନ୍ଧିବାକୁ ସବୁ ସମୟରେ ଚାହୁଁଥିଲେ । କିନ୍ତୁ ସେ ତା’ର କାର୍ଯ୍ୟ ଅନୁଯାୟୀ ପାରିଶ୍ରମିକ ପାଉ ନଥିଲା । ଅନ୍ୟ ତନ୍ତୀମାନେ କିନ୍ତୁ ନିକୃଷ୍ଟ ମାନର...

Read More

ଚୋର ଓ ବ୍ରହ୍ମରାକ୍ଷାସ କଥା

ଅତି ପ୍ରାଚୀନ କାଳର କଥା । କୌଣସି ଏକ ପ୍ରାଚୀନତମ ନଗରୀ ଥିଲା । ସେହି ନଗରୀରେ ବାସ କରୁଥିଲା ଦ୍ରୋଣ ନାମ ଏକ ଦରିଦ୍ର ବ୍ରାହ୍ମଣ । କେବଳ ଦାନ ଗ୍ରହଣ ପୂର୍ବକ, ସେ ତା’ର ସମସ୍ତ ଗୁଜୁରାଣ ମେଣ୍ଟାଉଥିଲା । ଏହା ବ୍ୟତୀତ ବ୍ରାହ୍ମଣ ଅନ୍ୟ କୌଣସି ଜୀବିକା ନଥିଲା । ଜରାଜୀର୍ଣ୍ଣ ଗୃହ ଖଣ୍ଡିକ ବ୍ୟତୀତ ତାଙ୍କ ପାଖରେ ଅନ୍ୟ କିଛି ନଥିଲା । ଅନ୍ୟ ଖାଦ୍ୟ ବସ୍ତ୍ର ତଥା ଅନ୍ୟ...

Read More

ମେଘବର୍ଣ୍ଣ ଓ ଅରିମର୍ଦ୍ଧନ କଥା

                ବହୁ ପ୍ରାଚୀନ କାଳର କଥା । ଦାକ୍ଷିଣାତ୍ୟ ନାମକ ଗୋଟିଏ ରାଜ୍ୟ ଥିଲା । ସେହି ରାଜ୍ୟଟି ଜନବସତି ଠାରୁ ଅଧିକ ଭାବରେ ଅରଣ୍ୟରେ ପୂର୍ଣ୍ଣଥିଲା । ସେହି ଅରଣ୍ୟ ନିକଟସ୍ଥ ମହିଳାରୋପ୍ୟ ନାମକ ନଗରର ଉପକଣ୍ଠରେ ଥିଲା ଏକ ବିଶାଳ ବଟବୃକ୍ଷ ।                 ବୃକ୍ଷଟିରେ ଡାଳପତ୍ର ପ୍ରବଳଥିବାରୁ ନିମ୍ନସ୍ଥ ସ୍ଥାନଟି ଖୁବ୍ ଛାୟା ଦ୍ୱାରା ଅଚ୍ଛାଦିତ ହୋଇ...

Read More

ବାନର ଓ ଚଟକ ଦମ୍ପତି କଥା

                ବହୁ ପ୍ରାଚୀନ କାଳର କଥା । କୌଣସି ଏକ ଘଞ୍ଚମୟ ଅରଣ୍ୟ ମଧ୍ୟରେ ଥିଲା ଏକ ଶମୀବୃକ୍ଷ । ସେହି ଶମୀବୃକ୍ଷଟି ଅତି ନିରାପଦ ସ୍ଥାନରେ ଥିବାରୁ ସେହି ବୃକ୍ଷକୁ ନିଜର ନିରାପଦ ଆଶ୍ରୟସ୍ଥଳ ବିଚାରି ଚଟକ ଦମ୍ପତି ବୃକ୍ଷରେ ସୁନ୍ଦରଭାବେ ନୀଡ଼ ଗୋଟିଏ ରଚନା କଲେ । ନୀଡ଼ଟି ପ୍ରସ୍ତୁତ ହୋଇସାରିବା ପରେ ବେଶ୍ ସ୍ୱଚ୍ଛନ୍ଦରେ ସେଠାରେ ବସବାସ କଲେ । ପ୍ରାତଃ ହେଲେ...

Read More

ଗୋପନୀୟ କଥା ଗୋପନୀୟ ରହିବା ଉଚିତ୍

                ଏହା ଏକ ପ୍ରାଚନୀ କଳାର କଥା । କୌଣସି ଏକ ରାଜନଗର ଥିଲା । ସେହି ରାଜନଗରେ ବାସ କରୁଥିଲେ ଜଣେ ରାଜା । ସେହି ରାଜାଙ୍କର ନାମ ଥିଲା ଦେବଶକ୍ତି । ରାଜାଙ୍କର ଗୋଟିଏ ମାତ୍ର ପୁତ୍ର । ସେ ସଦାସର୍ବଦା ରୋଗରେ ପଡ଼ି ବହୁ କଷ୍ଟ ଭୋଗ କରୁଥାଆନ୍ତି । ସେଥିଲାଗି ରାଜା ମଧ୍ୟ ଚିନ୍ତିତ ଅବସ୍ଥାରେ ରହୁଥିଲେ କିପରି ରାଜକୁମାର ରୋଗରୁ ମୁକ୍ତ ହେବେ । ଏପରି...

Read More

ସିଂଧୁକପକ୍ଷୀର ସ୍ୱର୍ଣ୍ଣ ପୁରୀଷ

କୌଣସି ଏକ ବିଶାଳ ବନସ୍ତ ଥିଲା । ସେହି ବନସ୍ତ ମଧ୍ୟରେ ଥିଲା ବିଶାଳ ବୃକ୍ଷଟିଏ । ବୃକ୍ଷଟି ବନସ୍ତର ଖୁବ୍ ଶୋଭାବର୍ଦ୍ଧନ କରୁଥିଲା । ସେପରି ଏକ ବିଶାଳବୃକ୍ଷ ଅନ୍ୟ କୌଣସି ବନସ୍ତରେ ଦେଖାଯାଉନଥିଲା । କାରଣ ଏହି ବିଶାଳ ବୃକ୍ଷ ଏପରି ଏକ ବିଶାଳ ବନସ୍ତରେ ରହିବାରେ କୌଣସି ଏକ ବିଶେଷ କଥାକୁ ଧରି ରହିଥିଲା ।                 ଦିନକର କଥା, ସେହି ବିଶାଳ ବୃକ୍ଷ ତଥା...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ