ଗୋପାଳର ଘର ଦେଖିବା

ଦିନେ ମହାରାଜ ସଭାରେ କହିଲେ – ଗୋପାଳ ସମସ୍ତଙ୍କୁ ରଦ୍ଦ କଲା, ତାକୁ ଆଉ କେହି ରଦ୍ଦ କରି ପାରିଲେ ନାହିଁ । ଗୋଟିଏ କଥା କର, ତୁମ୍ଭେ ୨/୩ ଜଣ ଗୋପାଳର ନୂତନ ଘର ଦେଖିବା ବାହାନାରେ ଯାଇ ତାହାରି ଚୁଲିରେ ଝାଡା ଫେରି ଆସ, ତହିଁରେ ସେ ରଦ୍ଦ ହେବ । ରାଜାଙ୍କର ଆଜ୍ଞାରେ ୨/୩ ଜଣ ଏକ ସଙ୍ଗ ହୋଇ ଗୋପାଳ ଗୃହରେ ପହଁଚି ଗଲେ ।

                 ଗୋପାଳ ତାଙ୍କୁ ଆଦର କରି କହିଲା – କି ସକାଶେ ଆସି ଅଛନ୍ତି?

                 ସେମାନେ କହିଲେ –

ଆମ୍ଭେ ତୁମ୍ଭର ନୂଆ ଘର ଦେଖିବାକୁ ଆସି ଅଛୁ, ଗୋପାଳ ଆନନ୍ଦରେ ତାହାଙ୍କୁ ଘର ଦେଖାଇଲା । ଦେଖିବା ସମୟରେ ତା ମଧ୍ୟରୁ ଜଣେ କହିଲା ମୋତେ ଝାଡା ମାଡୁ ଅଛି, ଗୋପାଳ କହିଲା –

ତେବେ ଆସ ଏ ଆଡକୁ ଯିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ