Category - ଜହ୍ନ ମାମୁଁ

ପ୍ରକୃତ ଧନ

ଶେଠ୍ ପ୍ରଭୁଦୟାଲ୍ ଜଣେ ବିଶିଷ୍ଟ ଧନୀ ବ୍ୟକ୍ତି ଥିଲେ । ଦୂର ଦେଶକୁ ଯାଇ ସେ ବଣିଜ କରୁଥିଲେ । ତାଙ୍କର ଦୁଇ ପୁଅ ଥିଲେ । ସେମାନେ ବଡ ହେବାପରେ ପ୍ରଭୁଦୟାଲ୍ ନିଜେ ଆଉ କୁଆଡେ ବି ନ ଯାଇ ପୁଅମାନଙ୍କ ଉପରେ ସେ କାର୍ଯ୍ୟ ଛାଡିଦେଲେ । ନିଜେ ଘରେ ବସି କେବଳ ହିସାବକିତାବ ବୁଝିବାକୁ ଲାଗିଲେ ।                 ଲୋକଙ୍କର ଧାରଣା ଶେଠ୍ ଅମାପ ଧନର ଅଧିକାରୀ । ପ୍ରକୃତରେ...

Read More

ତୁମ ଗାଳି ତୁମର

ଥରେ ବୁଦ୍ଧଦେବ ତାଙ୍କ ଶିଷ୍ୟମାନଙ୍କ ସହିତ ବସି ଆଲୋଚନା କରୁଥିଲାବେଳେ ଜଣେ ଲୋକ ସେଠାରେ ଆସି ପହଁଚିଲା । ସେ ବୁଦ୍ଧଦେବଙ୍କ ପ୍ରତି ଆଗରୁ କୌଣସି କାରଣ ନେଇ ଅସନ୍ତୁଷ୍ଟ ହୋଇଥିଲା । ଲୋକଟି ରାଗିଯାଇ ଅକଥ୍ୟ ଭାଷାରେ ବୁଦ୍ଧଦେବଙ୍କୁ ମନଇଚ୍ଛା ଗାଳିଦେଲା । ବୁଦ୍ଧଦେବ ତାକୁ କିଛି ହେଲେବି ନ କହି ତା’ଆଡକୁ ଟିକିଏ ଚାହିଁ ଖାଲି ହସିଦେଲେ । ଲୋକଟି ବୁଦ୍ଧଦେବଙ୍କୁ କିଛି...

Read More

ମାୟାବି ଘୋଡା

ରାଜା ବୀରଭାନୁଙ୍କର ଦୁଇ ପୁଅ ଥିଲେ । ବଡ ପୁଅ ନାମ ମୟଙ୍କ ଓ ସାନ ପୁଅର ନାମ ଶଶାଙ୍କ ଥିଲା । ହେଲେ ଶଶାଙ୍କ ରାଜାଙ୍କର ଜନ୍ମିତ ପୁଅ ନଥିଲା । ଥରେ ରାଜା ଶିକାର କରିବାକୁ ଯିବା ବାଟରେ ଗୋଟିଏ ଗଛମୂଳରେ ଶିଶୁଟିଏ ଏକାକୀ ଥିବାର ଦେଖି ତାକୁ ସେ ନିଜ ପ୍ରାସାଦକୁ ନେଇ ଯାଇଥିଲେ । ସେତେବେଳେ ସେହି ଶିଶୁଟିର ବୟସ ମାତ୍ର ଏକ ବର୍ଷ ଥିଲା । ରାଜା ଏବଂ ରାଣୀଙ୍କଠାରୁ ବାପା...

Read More

ଠକ ଠକାମିରେ ପଡିଲା

ଧନୀ ସାହୁ ମହାଜନ ଚନ୍ଦନପୁର ଗାଁର ଜଣେ ବେଶ୍ ଜଣାଶୁଣା ଲୋକ । କେବଳ ଚନ୍ଦନପୁର ଗାଁ କାହିଁକି ଆଖପାଖର କୋଡିଏ ଖଣ୍ଡ ଗାଁର ଲୋକେ ତାଙ୍କୁ ଭଲଭାବେ ଜାଣନ୍ତି । ଅଉଲ ବାରମାଣ ଚାଷଜମି ସାଙ୍ଗକୁ ଭଲ ମହାଜନୀ କାରବାର ବି ରହିଛି । ସୁଧଟିକେ ଚଢାହେଲେ ବି ରାତିଅଧରେ ପହଁଚିଲେ ଧନୀ ସାହୁ କାହାରିକୁ ବି ନିରାଶ କରେନାହିଁ । ଆଜିକାଲି କାଳ ଯେମିତି ହେଲାଣି ଖାଲି କାଗଜ...

Read More

ଭାଲୁର ପଣସ ଖିଆ

ଗୋଟିଏ ଜଙ୍ଗଲରେ ବିଭିନ୍ନ ପଶୁପକ୍ଷୀ ବାସ କରୁଥାନ୍ତି । ଥରକର ଘଟଣା – ଖରାଦିନ ହୋଇଥାଏ । ଗୋଟିଏ ଭାଲୁକୁ ଭୀଷଣ ଶୋଷ ଲାଗିଲା । ସେ ପାଣି ପିଇବା ପାଇଁ ଜଙ୍ଗଲ ପାଖରେ ଥିବା ଝରଣା ଆଡକୁ ଚାଲିଲା । ଝରଣା ଠାରୁ କିଛିଦୂରରେ ଗୋଟିଏ ପଣସଗଛ ଥାଏ । ସେଥିରେ ଅନେକ ପଣସ ଫଳିଥାଏ । ସେଥିମଧ୍ୟରୁ ଗୋଟିଏ ବଡ ପଣସ ପାଚି ଯାଇଥାଏ । ପଣସ ବାସ୍ନାରେ ଚାରିଆଡ ମହକି ଉଠୁଥାଏ ।...

Read More

ଦେଶ ଭକ୍ତ

ସପ୍ତମ ଶତାଦ୍ଦୀର କଥା । ସେତେବେଳେ କାଶ୍ମୀରରେ ରାଜା ଶିଳାଦିତ୍ୟ ଶାସନ କରୁଥିଲେ । ନିଜର ବାହୁବଳରେ ସେ ଏକ ବହୁତ ବଡ ରାଜ୍ୟର ଶାସକ ହୋଇପାରିଥିଲେ । ମାତ୍ର ଯେତେ ରାଜ୍ୟ ଜୟକରି ନିଜ ରାଜ୍ୟର ଆୟତନ ବଢାଇଲେ ମଧ୍ୟ ତାଙ୍କ ମନରେ ଟିକିଏବି ଶାନ୍ତି ନଥିଲା । କାହିଁକିନା ସେ ତାଙ୍କ ରାଜ୍ୟକୁ ଆହୁରି ବୃହତ ଆକାରରେ ଦେଖିବାକୁ ଚାହୁଁଥିଲେ । ଥରେ ତାଙ୍କର ଲୋଲୁପଦୃଷ୍ଟି...

Read More

ବସଣୀ ଚୋରି

ଜଣେ ଲୋକର କଟକରେ ଘର । ଲୁହା କାରଖାନାରେ ସେ କାମ କରନ୍ତି । ମୋଟା ଦରମା ପାଆନ୍ତି । ତାଙ୍କର କେହିବି ପୁଅଝିଅ ନଥିଲେ । ସେ ଆଉ ତାଙ୍କର ସ୍ତ୍ରୀଙ୍କୁ ନେଇ ଛୋଟ ପରିବାରଟି ଗଢା । ସ୍ତ୍ରୀଙ୍କ ମନରେ କେବେବି ଦୁଃଖ ନ ଥାଏ । ସେ କହନ୍ତି, ମୋ’ପୁଅ ଜଗାକାଳିଆ । ସେ ନୀଳାଚଳରେ ଅଛି । ତାରି ମୁହଁକୁ ଚାହିଁ ମୁଁ ମୋ ଜୀବନର ଶେଷକାଳ କାଟିବି ।                 ଲୋକଟି...

Read More

ବିହଙ୍ଗ କଥା

ବିନ୍ଧ୍ୟ ପର୍ବତରେ ଗୋଟାଏ ଆକାଶଚୁମ୍ବୀ ଅର୍ଜୁନ ଗଛ ଥିଲା । ସେ ଗଛରେ ଏକ ବିଚିତ୍ର ପକ୍ଷୀ ବାସ କରୁଥିଲା । ଅତି ଉଜ୍ଜ୍ୱଳ ସୁନାରଙ୍ଗର ପର ଓ ନାଲି ଚଂଚୁ, ପ୍ରକୃତରେ ପକ୍ଷୀଟି ଅତି ସୁନ୍ଦରଦେଖା ଯାଉଥିଲା । ମୟୂର ପୁଚ୍ଛଭଳି ତା’ର ଦୀର୍ଘ ପୁଚ୍ଛ । ବିଭିନ୍ନ ରଙ୍ଗରେ ସୁନ୍ଦର ଦିଶୁଥିଲା । ବେଳେବେଳେ ସେ ପକ୍ଷୀ ଜନବସତିକୁ ଆସି କୌଣସି ଏକ ଉଚ୍ଚ ଗଛ ଶାଖାରେ ବସି ମଧୁର...

Read More

ଅଭୁଲା ସ୍ମୃତି

ଦିନକର ଘଟଣା । ଗାନ୍ଧିଜୀ ସେବାଗ୍ରାମରେ ରହୁଥାନ୍ତି । ତାଙ୍କ ପାଖରେ ଆକବର ସହକର୍ମୀ ରୂପେ ଥିଲେ । ବାପୁ କୌଣସି ଏକ କାମରେ ବାହାରକୁ ଯାଇଥାନ୍ତି । ତାଙ୍କ କୋଠରୀ ସଫା ନ ଥାଏ । ଆକବର କୋଠରୀ ସଫା କାମରେ ଲାଗିଗଲେ । ଅଳିଆ ଅସନା ତ ଗାନ୍ଧିଜୀଙ୍କୁ ମୋଟେ ଭଲ ଲାଗେନାହିଁ । ଯଦି କେହି ନିଜ କୋଠରୀ ସଫା ନ କରନ୍ତି ତା’ହେଲେ ଗାନ୍ଧିଜୀ କାହାରିକୁବି ଅପେକ୍ଷା ନ କରି...

Read More

ଆତ୍ମବଳି

ଶିଖମାନଙ୍କର ନବମ ଗୁରୁ ତେଗ୍ ବାହାଦୂର ଥିଲେ । ୧୬୭୪ ଖ୍ରୀଷ୍ଟାବ୍ଦରେ ଆଉରଙ୍ଗଜେବ୍ ତାଙ୍କୁ ଧରିଆଣି ବନ୍ଦୀ କଲେ ଓ ଇସ୍ଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ ବି କଲେ । ଏମିତିକି ସେ ତାଙ୍କୁ ହତ୍ୟା କରିବାର ଧମକ ମଧ୍ୟ ଦେଲେ । କିନ୍ତୁ ତେଗ୍ ବାହାଦୂର କ’ଣ ଟଳିବା ଲୋକ? ସେ ଏଥିରେ ଆଦୌ ବିଚଳିତ ନ ହୋଇ କହିଲେ – “ଶିର ଦେଙ୍ଗେ ଲେକିନ୍ ସାର୍ ନେହିଁ ଦେଙ୍ଗେ ।”...

Read More

ସ୍ୱଭାବ

ତିରୁବଲ୍ଲୁବର ହେଉଛନ୍ତି ଦକ୍ଷିଣ ଭାରତର ଜଣେ ମହାନ ସନ୍ଥ । ନିଜର ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ଯୋଗୁଁ ସେ ସମସ୍ତଙ୍କୁ ଆପଣାର କରିପାରିଥିଲେ । ନିଜର ଜୀବିକା ନିର୍ବାହପାଇଁ ସେ ପ୍ରଥମେ ଗୋଟିଏ ଲୁଗା ଦୋକାନ କରିଥିଲେ । ଏହା ସେହି ସମୟର କଥା ।                 ଥରେ ଜଣେ ଉଦ୍ଧତ ସ୍ୱଭାବର ଯୁବକ ତାଙ୍କ ଦୋକାନରେ ପହଁଚି ଭାବିଲା, ସେ ତିରୁବଲ୍ଲୁବରଙ୍କୁ ହଇରାଣ...

Read More

ରାଜା ଓ କଳାକାର

ରାଜା ସମରସେନ ସେଦିନ ଶିକାର କରୁକରୁ ଏକ ନିଘଂଚ ଅରଣ୍ୟ ମଧ୍ୟରେ ଯାଇ ପ୍ରବେଶ କଲେ । ତାଙ୍କ ସହିତ ଆସିଥିବା ତାଙ୍କର ଅନୁଚରମାନେ କେଉଁଆଡେ ରହିଗଲେ? ଏଣେ ଏ ରାଜାଙ୍କୁ ଖୁବ୍ ଶୋଷ ହେଲା । ସେ ଖୋଜିଖୋଜି ଯାଇ ଗୋଟିଏ କ୍ଷୁଦ୍ର କୁଟୀର ଦେଖିବାକୁ ପାଇଲେ । ବାହାରେ ଜଣେ ବୃଦ୍ଧ ବ୍ୟକ୍ତି ବସିଥିଲେ । ସେ ଏକ ଚିତ୍ରପଟ ଆଙ୍କୁଥିଲେ ।                 ରାଜା ଜାଣିପାରିଲେ...

Read More

ଲୋଭ

ଜଗନ୍ନାଥ ପିଲାଦିନରୁ ବାପା ମାଆଙ୍କୁ ହରାଇଲା । ଅଳ୍ପ କେତେଜଣ ଦୂରସମ୍ପର୍କୀୟ ବନ୍ଧୁବାନ୍ଧବଙ୍କୁ ବାଦ୍ ଦେଲେ ତାର ଆଉ ସାହା ଭରସା ବୋଲି କେହିବି ନଥିଲେ । ଜଗନ୍ନାଥର ଅବସ୍ଥା ବଡ ଶୋଚନୀୟ ହେଲା । ବାପା ମାଆଙ୍କର ସମ୍ପତ୍ତି ବି କିଛି ନଥିଲା ଯେ ତାର ଦିନ ସୁଖରେ କଟିଯିବ । ଜଗନ୍ନାଥକୁ ସେତେବେଳେ ବାର ତେର ବର୍ଷ । କ’ଣ ସେ କରିବ? କୋମଳମତି ବାଳକ ମାତ୍ର । ପରିଶ୍ରମ...

Read More

ଚମ୍ପେଇ ନେଉଳ କାମୁଡେ ନାହିଁ

ଅନେକ ବର୍ଷ ତଳର କଥା । ଚମ୍ପେଇ ନେଉଳଟିଏ ଗୋଟେ ଜଙ୍ଗଲ ଭିତରେ ରହୁଥାଏ । ଏଡେଟିକେ ଜୀବ ହେଲେ କ’ଣ ହେଲା ସେ ଖୁବ୍ ଦୁଷ୍ଟ ଥିଲା । ପୃଥିବୀର ସବୁଠୁ ବେଶି ବିଷ ସେତେବେଳେ ତା’ରି ପାଟିରେ ହିଁ ଥିଲା । ସେ ଯାହାକୁ କାମୁଡୁଥିଲା ସେ ସଙ୍ଗେ ସଙ୍ଗେ ସେହିଠାରେହିଁ ମରି ପଡୁଥିଲା । ଏପରିକି ସେ ବାଘ, ଭାଲୁ ପ୍ରଭୃତିଙ୍କୁ ମଧ୍ୟ ଆଦୌ ଖାତିରି କରୁନଥିଲା ଓ ଯାହାକୁ...

Read More

ଅମ୍ବା

ଭୀଷ୍ମ ତାଙ୍କ ଭାଇ ବିଚିତ୍ର ବୀର୍ଯ୍ୟଙ୍କ ପାଇଁ କନ୍ୟାର ସନ୍ଧାନରେ ବାହାରିଲେ । କାଶୀ ରାଜାଙ୍କର ତିନି ସୁନ୍ଦରୀ କନ୍ୟା ଥିଲେ ସେମାନଙ୍କର ସ୍ୱୟମ୍ବର ବେଳେ ଭୀଷ୍ମ ସେଠାରେ ପହଁଚି ସେ ତିନି କନ୍ୟାଙ୍କୁ ନେଇ ଆସିଲେ । ବଡ ରାଜକନ୍ୟା ଅମ୍ବା ଭୀଷ୍ମଙ୍କୁ କହିଲେ କି ସେ ଶାଲ୍ୱରାଜାଙ୍କ କଣ୍ଠରେ ବରଣମାଳା ଦେବେ ବୋଲି ସ୍ଥିର କରିଛନ୍ତି । ତେଣୁ ଭୀଷ୍ମ ତାଙ୍କୁ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ