ମୋର ପ୍ରେରଣାଦାୟିନୀ ମୋ’ ମାଆ

“ପିଲାଟିକୁ ଦିନେ କହିଥିଲେ ମାଆ ବାବୁ ରଖିଥିବୁ ମନ

ଅନ୍ୟର କଥାକୁ ବିଚାର କରିବୁ ଭୁଲି ନିଜ ସୁଖମାନ

ତାହାହିଁ ପାଳନ କରିଛି ସର୍ବଦା ଜୀବନଟା ସାରା ମୁହିଁ

ଆମେରିକା ରାଷ୍ଟ୍ରପତି ଆବ୍ରାହମ୍ ଏହି କଥା ଥିଲେ କହି ।”

ଏକ ଦରିଦ୍ର ପରିବାରରେ ଆବ୍ରାହମ୍ ଲିଙ୍କନ୍ ଜନ୍ମଗ୍ରହଣ କରିଥିଲେ । ଅଭାବ ଓ ଅନାଟନ ଭିତରେ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ମଧ୍ୟ ତାଙ୍କର ଅସାଧାରଣ ପ୍ରତିଭା ବଳରେ ସେ ଦିନେ ଆମେରିକାର ରାଷ୍ଟ୍ରପତି ଭଳି ପଦରେ ଆସୀନ ହୋଇପାରିଥିଲେ । କେବଳ ସେତିକି ନୁହେଁ, ଜଣେ ନିଆରା ରାଷ୍ଟ୍ରପତି ଭାବରେ ତାଙ୍କର ଖ୍ୟାତି ମଧ୍ୟ ବିଶ୍ୱବିଖ୍ୟାତ ହୋଇପାରିଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ