Category - ବିକ୍ରମ ବେତାଳ

ପରୋପକାରୀ

ଏକଦା ବିକ୍ରମାଦିତ୍ୟଙ୍କ ରାଜ୍ୟରେ ଜଣେ ଗରୀବ ଅଥଚ ଚତୁର ଭିକାରୀ ବ୍ରାହ୍ମଣ ଥିଲେ । ସେ ତାଙ୍କର ପାଂଚ ପ୍ରାଣୀ କୁଟୁମ୍ବକୁ କିପରି ପୋଷିବେ ଏହି ଚିନ୍ତାରେ ବ୍ୟଥିତ ହୋଇ ପଡିଲେ । ଜ୍ଞାନ ଚର୍ଚ୍ଚା ମାଧ୍ୟମରେ କିଛି ରୋଜଗାର କରିବା ନିମିତ ବାରମ୍ବାର ଚେଷ୍ଟାକରି ବିଫଳ ହେଲେ । ଭିକ୍ଷା ବୃତି କରି ଚଳିବା ଛଡା ତାଙ୍କର ଆଉ କୌଣସି ଉପାୟ ନଥିଲା । ପାଂଚ ପ୍ରାଣୀ...

Read More

ମହାରାଜା ବିକ୍ରମାଦିତ୍ୟ

ଅନେକ ଦିନ ତଳେ ଉଜ୍ଜ୍ୱଳ ନଗରରେ ଜଣେ ଖୁବ୍ ନାମଯାଦା ରାଜା ରାଜୁତି କରୁଥିଲେ, ତାଙ୍କର ନାମ ହେଉଛି ବିକ୍ରମାଦିତ୍ୟ । କେତେକ ବିଦ୍ୱାନ କହନ୍ତି, ବିକ୍ରମାଦିତ୍ୟ ତାଙ୍କର ଅସଲ ନାମ ନୁହେଁ, ସେ ହେଉଛି ତାଙ୍କର ଉପାଧି । ସେ ଯାହା ବି ହେଉ, ସେହି ବିକ୍ରମାଦିତ୍ୟ ନାମରେ ସେ ସବୁଠି ମାନ ମର୍ଯ୍ୟାଦା ପାଉଥିଲେ । ସେ ନିଜର ସାଧନା ବଳରେ ଢେର ଢେର ଅସାଧ୍ୟ ବିଦ୍ୟା...

Read More

ବାଜି ଜିତି ବାହା

ବିକ୍ରମାଦିତ୍ୟଙ୍କ ସମୟରେ ଭୋଜ ନାଁରେ ଆଉଜଣେ ରାଜା ଆଉ ଏକ ରାଇଜରେ ରାଜପଣ କରୁଥିଲେ । ତାହାଙ୍କଠିଁ ଯେତେ ଗୁଣ ଥିଲେବି କୁହୁକ ବିଦ୍ୟାରେ ସେ ପୋଖତ ଥିଲେ ବୋଲି ତାଙ୍କର ଖୁବ୍ ନାମଡାକ ଥିଲା । ସେମିତିକା ଅଦ୍ଭୁତ କୁହୁକ ବିଦ୍ୟା ଯେ ଦେଖୁଥିଲା, ସେ ଅବାକ୍ ହୋଇ ନିଜ ଆଖିକୁ ବି ମଧ୍ୟ ବିଶ୍ୱାସ କରିପାରୁ ନଥିଲା । ଲୋକେ କହନ୍ତି ତାହାଙ୍କଠୁଁ ସେହି ଆଶ୍ଚର୍ଯ୍ୟକର...

Read More

କୁଜିର ଭେଳିକି କରାମତି

ଦିନେ ରାଜା ବିକ୍ରମାଦିତ୍ୟ ସଭାମଣ୍ଡପରେ ବିଜେ କରିଥିଲାବେଳେ ଯଉତୁକରେ ଆଣିଥିବା କୁଜୀଟି କିଛି କାମରେ ସଭା ଭିତର ଦେଇ ଚାଲିଗଲାବେଳେ ତାହାକୁ ଦେଖି ସଭାସଦ୍ମାନେ ହସି ଉଠିଲେ । ତା’ପରେ ସେହି କୁଜୀକୁ କେନ୍ଦ୍ରକରି ସେମାନଙ୍କ ଭିତରେ ନାନାପ୍ରକାର ରହସିଆ କଥାବାର୍ତ୍ତା ଚାଲିଲା । କୁଜୀ ଏଭଳି ଅପମାନ ପାଇ ଲାଜ ବାହାନାରେ ତରବର ହୋଇ ସେମାନଙ୍କର ଆଗକୁ ଚାଲିଆସି ଗୋଟାଏ...

Read More

କୁଜାର ଭେଳିକି କାରସାଦି

ଉଆସ ଭିତରେ ଅନ୍ୟ ରାଣୀମାନେ ଆଉ ମୁଦୁସୁଲୀ, ପୋଇଲୀମାନେ କୁଜାକୁଜୀଙ୍କୁ ଦେଖିଲେ ଖାଲି ଠୋ’ ଠୋ’ ହୋଇ ହସନ୍ତି, ଥଟ୍ଟା କରନ୍ତି, ବେଳେବେଳେ ଗଛକୁ, ବାଡିକୁ ଦେଖାଇ ଢଗ ବୋଲନ୍ତି । ତେଣୁ ସେ କୁଜାକୁଜୀ ଦୁହେଁ କେବେବି କାହା ସହିତ ମଧ୍ୟ ମନ ମିଳାଇ ଦି’ପଦ ହସଖୁସିରେ କଥାବାର୍ତ୍ତା ହୁଅନ୍ତି ନାହିଁ । ସେଦିହେଁ ସବୁବେଳେ ଖାଲି ତାଙ୍କରି ଭୋଜ ରାଇଜ ଜେମା ଭାନୁମତୀଙ୍କ...

Read More

କୁଜାର କୁହୁକ ଲଢେଇ

ଦିନକର ଘଟଣା । ମହାରାଜା ବିକ୍ରମାଦିତ୍ୟ ସେତେବେଳେ ତାଙ୍କର ରାଇଜରେ ନଥାଆନ୍ତି । ସେ ତ ଭା’ରି ପର ଉପକାରୀ ରାଜା । କେହି ଧନୀ ହେଉ ବା ଗରିବ ହେଉ, ବିପଦରେ ପଡି ତାଙ୍କ ପାଖରେ ଗୁହାରୀ କଲେ, ସେ ସାଙ୍ଗେ ସାଙ୍ଗେ ଯାଇ ତାହାକୁ ବିପଦରୁ ଉଦ୍ଧାର କରନ୍ତି । ସେଥିପାଇଁ ଯଦି ନିଜର ଜୀବନ ଚାଲିଯାଏ, ତହିଁକି ବି ସେ ରାଜାଙ୍କର ମୋଟେ ଚିନ୍ତା ନଥାଏ । ଇମିତିକା ଅନେକ ମହତ...

Read More

କୁଜାର ଅଦ୍ଭୁତ ଭେଳିକି

କେତେଦିନ ପରେ ମହାରାଜ ବିକ୍ରମାଦିତ୍ୟ ନିଜ ରାଇଜକୁ ଫେରିଲେ । ଉଆସରେ ସମସ୍ତଙ୍କ ମୁହଁରେ କୁଜାର ପରଶଂସା ଶୁଣି ସେ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ଏହି କୁଜାକୁ ଦେଖିଲେ ଉଆସ ଲୋକେ ମୁହଁରେ ଲୁଗାଦେଇ ବସୁଥିଲେ । ଟାହିଟାପରା ରଙ୍ଗ ରହସ୍ୟ କରି ତାହାକୁ ବାଟ ଚଲାଇ ଦେଉନଥିଲେ । ସେ ସବୁ କଥା କେମିତି ଓଲଟିଗଲା । ଏବେତ ତାହାକୁ ଭା’ରି ଆଦର, ଭା’ରି ସେନେହ, ଭା’ରି ମନମିଶାରେ...

Read More

ପୁଣ୍ୟଦାନର ମହିମା

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ, ପୁଣି ତା’ସାଙ୍ଗକୁ ଝିପିଝିପି ବର୍ଷା । ଗହଳ ଗଛ ବୃକ୍ଷ ଭିତରୁ ଭାସି ଆସୁଥାଏ ସାଇଁ ସାଇଁ ଶବ୍ଦ । କୁକୁର, ବିଲୁଆଙ୍କ ରଡି ସାଙ୍ଗକୁ ଭୁତ, ପ୍ରେତ, ପିଶାଚମାନଙ୍କର ଅଟ୍ଟହାସ୍ୟ । ଘନ ଘନ ବିଜୁଳୀ ଆଲୋକରେ ଦିଶୁଥାଏ ସେମାନଙ୍କର ଭୟଙ୍କର ମୁହଁଟିମାନ ।                 କିନ୍ତୁ ରାଜା ବିକ୍ରମାଦିତ୍ୟ ତିଳେମାତ୍ର ବିଚଳିତ...

Read More

ସ୍ୱପ୍ନ ସୁନ୍ଦରୀ ତାନ୍ତ୍ରିକ ବ୍ୟାଘ୍ରଦୀପ

ନିସ୍ତବ୍ଧ ରାତି । ଘନ ଅନ୍ଧକାର । ତୁହାକୁ ତୁହା ଶୀତଳ ପବନ, ପୁଣି ତା’ସାଙ୍ଗକୁ ଝିପିଝିପି ବର୍ଷା । ବଣବୁଦା ଭିତରୁ ଭାସି ଆସୁଥାଏ ସାଇଁ ସାଇଁ ଶବ୍ଦ । ବିଲୁଆମାନଙ୍କର ହୁ କ୍ୟା ହୁଆ ହୁ କ୍ୟା ହୁଆ ରଡି ସାଙ୍ଗକୁ କୁକୁରମାନଙ୍କର ଭୋ ଭୋ ରଡି । ତା’ ସାଙ୍ଗକୁ ଭୁତ ପିଶାଚ ମାନଙ୍କର ହିଁ ହିଁ ହୋ… ହୋ ଅଟ୍ଟହାସ୍ୟ । କିନ୍ତୁ ରାଜା ବିକ୍ରମାଦିତ୍ୟ ଏ ସବୁକୁ...

Read More

ରାକ୍ଷସର ଧର୍ମ

ରାଜା ବିକ୍ରମାଦିତ୍ୟ ଶିଂଶୁପା ବୃକ୍ଷ ନିକଟରେ ପହଁଚି ଦେଖିଲେ ଯେ, ଶବଟି ପୂର୍ବପରି ଶାଖାରେ ଲଟକି ରହିଛି । ତତ୍କ୍ଷଣାତ୍ ନିଜର ଅଭିଷ୍ଟ ସାଧନ କରିବା ନିମନ୍ତେ ଶବଟିକୁ କୌଶଳକ୍ରମେ ରାଜା ନିଜର ସ୍କନ୍ଧ ଉପରକୁ ଆଣି ଆପଣା ଗନ୍ତବ୍ୟ ପଥରେ ଗମନ କରିବାକୁ ଲାଗିଲେ । ତେବେ ତାକୁ ତଥା ସେ ଶବଟିକୁ କାନ୍ଧରେ ପକାଇ ଶୁନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା...

Read More

କାହାର ଦୋଷ?

ଅନେକ ଦିନ ତଳର କଥା । ‘ବାରଣାସୀ’ ପ୍ରତାପ ମୁକୁଟ ନାମକ ଜଣେ ରାଜାଙ୍କ ଦ୍ୱାରା ଶାସିତ ହେଉଥାଏ । ପ୍ରତାପମୁକୁଟଙ୍କର ଜଣେ ପତ୍ନୀ ଓ ଗୋଟିଏ ପୁତ୍ର ଥାଆନ୍ତି । ପୁତ୍ରର ନାମ ହେଉଛି ବଜ୍ର ମୁକୁଟ ।         ବଜ୍ରମୁକୁଟଙ୍କର ନିଜ ରାଜ୍ୟର ମନ୍ତ୍ରୀଙ୍କ ପୁତ୍ର ରତ୍ନରାଜଙ୍କ ସହିତ ସୁସମ୍ପର୍କ ଥାଏ । ଅନ୍ୟ ଭାଷାରେ କହିବାକୁ ଗଲେ ସେମାନେ ବାଲ୍ୟକାଳରୁ ସାଙ୍ଗ ଥିଲେ ।...

Read More

କାହାର ପତ୍ନୀ

ରାଜା ବିକ୍ରମ ବେତାଳ ପଛରେ ଗୋଡାଇ ଗୋଡାଇ ଯାଇ ପୁଣି ସେହି ବୃକ୍ଷ ନିକଟରେ ପହଁଚିଲେ । ପୁଣି ରାଜା ଶବଟିକୁ କାନ୍ଧରେ ପକାଇ ବାଟ ଚାଲିବାକୁ ଆରମ୍ଭ କଲେ । ବେତାଳ କହିଲା- “ତୁମେ ବହୁତ ଜିଦ୍ଖୋର୍ ଅଟ । ତୁମେ ପୁଣି ମୋତେ ନେବାକୁ ଆସିଗଲ । ତା’ହେଲେ ମୁଁ ତୁମକୁ ଆଉ ଏକ କାହାଣୀ ବର୍ତ୍ତମାନ ଶୁଣାଉଛି ।” ବେତାଳ ଯେମିତି କାହାଣୀ କହିବାକୁ ଆରମ୍ଭ କରିଛି ବିକ୍ରମ ଚୁପ୍...

Read More

ବିଶ୍ୱସ୍ତ ଭୃତ୍ୟ

ରାଜା ବିକ୍ରମ ପୁଣି ଥରେ ବେତାଳକୁ ନିଜ ଅକ୍ତିଆରକୁ ଆଣି କାନ୍ଧ ଉପରେ ପକାଇ ଚାଲିଲେ । ଏହା ଦେଖି ବେତାଳ କହିଲା- “ ବିକ୍ରମ! ତୁମେ ତୁମ ଜିଦ୍ ରେ ଅଟଳ । କାହିଁକି ତୁମେ ମୋତେ ସେହି ଯୋଗୀ ପାଖକୁ ନେଇ ଯିବାକୁ ଚାହୁଁଛ? ମୁଁ ତୁମକୁ ପ୍ରଥମେ କହିଛି ସେ ଆଦୌ ଭଲ ଲୋକ ନୁହେଁ । କିନ୍ତୁ ତୁମେ ମୋ କଥା ଶୁଣୁ ନାହଁ । ଯଦି ମୋତେ ସାଙ୍ଗରେ ଆଣିଲଣି ରାସ୍ତା କାଟିବା ପାଇଁ...

Read More

କିଏ ସମ୍ମାନର ଯୋଗ୍ୟ

ବେତାଳର ବାରମ୍ବାର ଏପରି କାର୍ଯ୍ୟକଳାପ ଦେଖି ରାଜା ବିକ୍ରମ ରାଗିଯାଇ ପୁଣିଥରେ ବୃକ୍ଷ ମୂଳକୁ ଆସିଲେ ଓ କହିଲେ- “ବେତାଳ! ତୁମେ ଏକ ବିଶ୍ୱାସ ଘାତକ ଅଟ । ମୁଁ ତୁମର ମସ୍ତକ ଚ୍ଛେଦନ କରିବି । ତୁମେ ଏମିତି ବାରମ୍ବାର କାହିଁକି ପଳାଇ ଆସୁଛ?” ଏହା କହି ବିକ୍ରମ ପୁଣିଥରେ ବେତାଳକୁ ଆଣି ନିଜ କାନ୍ଧ ଉପରେ ପକାଇ ଚାଲିବାକୁ ଆରମ୍ଭ କଲେ । ଏହାପରେ ପୁଣି ବେତାଳ ସବୁଥର...

Read More

ଅଧିକାର

ଏହାପରେ ବେତାଳ କହିଲା, “ବିକ୍ରମ ରାସ୍ତା କାଟିବା ପାଇଁ ମୁଁ ତୁମକୁ ବର୍ତ୍ତମାନ ଆଉ ଏକ କାହାଣୀ କହୁଛି ଶୁଣ । କାହାଣୀ ଶୁଣିବା ପରେ ତୁମେ ତୁମର ମତାମତ ପ୍ରଦାନ କରିବ । ଯଦି ମୋର ପ୍ରଶ୍ନର କୌଣସି ଉତ୍ତର ନଦିଅ ତା’ହେଲେ ତୁମର ମୁଣ୍ଡ ଶରୀରରୁ ଅଲଗା ହୋଇଯିବ ।” ବେତାଳ କଥାର କୌଣସି ଉତ୍ତର ନଦେଇ ବିକ୍ରମ ବାଟ ଚାଲିବାକୁ ଆରମ୍ଭ କଲେ । ବେତାଳ କାହାଣୀ କହିବାକୁ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ