ଗୋପାଳର ଚଣ୍ଡୀ ପାଠ

ଦିନେ ରାଜା କୃଷ୍ଣ ଚନ୍ଦ୍ର କୌଣସି କାର୍ଯ୍ୟ ଉପଲକ୍ଷେ ପଣ୍ଡିତ ମାନଙ୍କୁ ଡକାଇ ଚଣ୍ଡୀ ପାଠ କରାଉ ଛନ୍ତି, ଏହି ସମୟରେ ଗୋପାଳ ଆସି ଦେଖା କଲେ । ମହାରାଜା କହିଲେ –

                 ଗୋପାଳ ତୁମ୍ଭେ ତ ସବୁ ଜାଣ କିନ୍ତୁ ଦୁର୍ଗାଙ୍କ ଚଣ୍ଡୀ ପାଠ ଜାଣ କି ନା?

                 ଗୋପାଳ ସଙ୍ଗେ ସଙ୍ଗେ ଉତ୍ତର ଦେଲେ – ଆଜ୍ଞା ହଁ, ମୁଁ ଦୁର୍ଗାଙ୍କ ଚଣ୍ଡୀ ପାଠ ଜାଣେ, ଆହୁରି ମଧ୍ୟ ଦୁର୍ଗା ସ୍ୱରୂପିଣୀ । ନୂତନ ଚଣ୍ଡୀ ମୋର ମୁଖସ୍ଥ ଅଛି । ଏମାନେ ତ ପୋଥି ଧରି ଚଣ୍ଡୀ ପାଠ କରୁଛନ୍ତି, ମୁଁ ମୁହଁରେ କହି ଯିବି ।

ଏ କଥା ଶୁଣି ମହାରାଜା କହିଲେ –


ଗପ ସାରଣୀ

ତାଲିକାଭୁକ୍ତ ଗପ