Category - ଗୋପାଳ ଭାଣ୍ଡ

ବୃଷୋତ୍ସର୍ଗ

 ଦିନେ ମୁର୍ଶୀଦାବାଦ୍ ନବାବ୍ କୃଷ୍ଣ ନଗରରେ ଉପସ୍ଥିତ ହୋଇ କିଛି ଦିନ ବାସ କରିଥିଲେ । ଦିନେ ରାଜା କୃଷ୍ଣ ଚନ୍ଦ୍ର ରାୟଙ୍କର ପିତୃ ଶ୍ରାଦ୍ଧ ବୃଷୋତ୍ସର୍ଗ ବୃଷଟି ନବାବ୍ ସାହେବଙ୍କ ଆଗରେ ଯାଉ ଥିଲା । ବୃଷଟିକୁ ନବାବ୍ ଦେଖି ତାଙ୍କର ଉଜିର୍କୁ ଡାକି କହିଲେ –                  “ଉଜିର୍, ଏତ ବହୁତ ଆଚ୍ଛା ବୟେଲ ହଏ?” ଏହା ଶୁଣି ଉଜିର୍ କହିଲେ –                ...

Read More

ଶାଶୁଙ୍କ ଜୋଇଁ ଡାକରା

 ଦିନେ ଗୋପାଳ ଭାଣ୍ଡର ସ୍ତ୍ରୀ ଗୋପାଳଙ୍କୁ କହିଲେ – ଆହେ ଅନେକ ଦିନ ହେଲା ଜୋଇଁ ଆସି ନାହାଁନ୍ତି । ଏ କଥାରେ କ’ଣ ଜୋଇଁଙ୍କ ମନରେ ଦୁଃଖ ହେଉ ନଥିବ? ସଂସାରର ଭଲ ମନ୍ଦ ତ କିଛି ବୁଝିଲ ନାହିଁ । ତୁମ୍ଭେ ଘରଠୁ ରାଜା ଦୁଆର ଓ ରାଜ ଦୁଆରଠୁ ଘର ଏହାହିଁ ତୁମ୍ଭ ପକ୍ଷରେ ଯଥେଷ୍ଟ ହୋଇଛି । ମୁଁ କେତେ ଥର ଏ କଥା କହିଲିଣି ହଁ ମାରି ନିଶ୍ଚିନ୍ତ  । ଯାହା ହେଲେ କାଲି...

Read More

ଗୋପାଳର ସ୍ତ୍ରୀ

ପାଠକେ! ଗୋପାଳର ସ୍ତ୍ରୀ ମଧ୍ୟ ସ୍ୱାମୀର ଚତୁରତା ଦେଖି ଶୁଣି ସେ ମଧ୍ୟ ବଡ ଚତୁରୀ ହୋଇ ଯାଇ ଥିଲା । ରସିକତା କଥା ବେଶ୍ ଜାଣେ । ଦିନେ ଗୋପାଳର ସ୍ତ୍ରୀ ତାର ପାଂଚ ବର୍ଷର ପୁଅକୁ ସାଙ୍ଗରେ ନେଇ ଗଙ୍ଗାକୁ ଯାଇ ପୁଅକୁ ସ୍ନାନ କରାଇ ଦେଉଛି, ଏହି ସମୟରେ ଆହୁରି ଅନେକ ସ୍ତ୍ରୀ ସେଠି ସ୍ନାନ କରୁଛନ୍ତି । ତାଙ୍କ ମଧ୍ୟରେ ଜଣେ ସ୍ତ୍ରୀ ଲୋକ ଗୋପାଳ ଭାଣ୍ଡ ପୁଅକୁ ଦେଖି ଆଉ...

Read More

ଗୋପାଳର କୃଷ୍ଣ ପ୍ରାପ୍ତି

 ଦିନେ ଗୋପାଳର କିଛି ଟଙ୍କାର ବଡ ଦରକାର ହେଲା । ମହାରାଜାଙ୍କ ନିକଟରୁ କୌଣସି ମତେ କିଛି ମିଳିବାର ଉପାୟ ନ ଦେଖି ଏକ ଫାନ୍ଦ ପାଂଚି ଦେଲା । ତା’ ପର ଦିନ ଗୋପାଳ ତାର ପୁଅକୁ ଡାକି କହିଲା –                  ଆଜି ଯାଅ ରାଜ ସଭାରେ କହିବୁ ମୋ ବାପା କୃଷ୍ଣ ପ୍ରାପ୍ତି ହୋଇ ଅଛନ୍ତି । ଗୋପାଳ ଭାଣ୍ଡ ପୁଅ ଯାଇ ରାଜ ସଭାରେ କହିଲା – ମଣିମା, କାଲି ପିତା କୃଷ୍ଣ...

Read More

ଗୋପାଳର ମୁହଁ ଆଉ ଚାହିଁବି ନାହିଁ

 ରାଜା କୃଷ୍ଣ ଚନ୍ଦ୍ର ଦିନେ ଗୋପାଳ ଭାଣ୍ଡକୁ କୌଣସି କାରଣ ନେଇ ବିରକ୍ତ ହୋଇ କହିଲେ                  “ମୁଁ ଆଉ ତୁମ୍ଭର ମୁହଁ ଚାହିଁବି ନାହିଁ ।” ଏକଥା ଶୁଣି ଗୋପାଳ କିଛି ମାତ୍ର ଚିନ୍ତିତ ନ ହୋଇ ତା’ପର ଦିନ ରାଜ ସଭାକୁ ଆସିବା ସମୟରେ ଦୂରରେ ମହାରାଜାଙ୍କୁ ଦେଖି କରି ମହାରାଜାଙ୍କ ଆଡକୁ ପଶ୍ଚାତ୍ କରି ଆସିବାକୁ ଆରମ୍ଭ କଲେ । ତା ଦେଖି ରାଜା କହିଲେ – କିହୋ...

Read More

ଗୋପାଳ ଘରେ ଅଦ୍ଭୁତ ଚୋରୀ

 ମହାରାଜା କୃଷ୍ଣ ଚନ୍ଦ୍ର ଦିନେ ସଭାରେ ବସି ନାନା ପ୍ରକାର ରହସ୍ୟ କଥା ଭାଷା ହେଉ ହେଉ କହିଲେ –                  ଏଥି ମଧ୍ୟରୁ ଯେ କେହି ଗୋପାଳ ଭାଣ୍ଡଙ୍କ ଘରୁ ଚୋରୀ କରି ପାରିବ ମୁଁ ତାଙ୍କୁ କିଛି ପୁରସ୍କାର ଦେବି । ଏ କଥା ଶୁଣି ସମସ୍ତେ ଭାବିଲେ ଗୋପାଳ ତ ଆମ୍ଭ ମାନଙ୍କ ମଧ୍ୟରେ ଜଣେ ବଡ ଚତୁର ଚୂଡା ମଣି, ତା ଘରୁ ଚୋରୀ କରିବା ଅସମ୍ଭବ । ଯେ ଚୋରୀ କରିବାକୁ...

Read More

ଗୋପାଳର ଚଣ୍ଡୀ ପାଠ

ଦିନେ ରାଜା କୃଷ୍ଣ ଚନ୍ଦ୍ର କୌଣସି କାର୍ଯ୍ୟ ଉପଲକ୍ଷେ ପଣ୍ଡିତ ମାନଙ୍କୁ ଡକାଇ ଚଣ୍ଡୀ ପାଠ କରାଉ ଛନ୍ତି, ଏହି ସମୟରେ ଗୋପାଳ ଆସି ଦେଖା କଲେ । ମହାରାଜା କହିଲେ –                  ଗୋପାଳ ତୁମ୍ଭେ ତ ସବୁ ଜାଣ କିନ୍ତୁ ଦୁର୍ଗାଙ୍କ ଚଣ୍ଡୀ ପାଠ ଜାଣ କି ନା?                  ଗୋପାଳ ସଙ୍ଗେ ସଙ୍ଗେ ଉତ୍ତର ଦେଲେ – ଆଜ୍ଞା ହଁ, ମୁଁ ଦୁର୍ଗାଙ୍କ ଚଣ୍ଡୀ ପାଠ...

Read More

ପିଉସୀ ମା ଓ ଗୋପାଳ

 ରାଜା କୃଷ୍ଣ ଚନ୍ଦ୍ରଙ୍କର ବିଧବା ପିଉସୀ ବୁଢୀଟିଏ ଥିଲା । ସେ ବଡ କୃପଣ । କାହାକୁ ଦେହର ମଳି ଟିକେ ଦେବାକୁ ସେ ନାରାଜ ଥାଏ । ଦାନ ଧ୍ୟାନତ ତାଙ୍କର ପାଞ୍ଜିରେ ନାହିଁ । ମହାରାଜା ଦିନେ କଥାରେ କଥାରେ ଗୋପାଳକୁ କହିଲେ –                  ଗୋପାଳ ତୁମ୍ଭେ ତ ପ୍ରତ୍ୟେକ ଦିନ ଆମ୍ଭ ଠାରୁ ଟଙ୍କା ପଇସା ନାନା ପ୍ରକାର କଥାରେ ନେଇ ଚାଲି ଯାଅ । ଆଚ୍ଛା ଆଜି ଯାଅ ତ...

Read More

ଗୁରୁ ମହାଶୟ ଗୋପାଳ

ଗୋପାଳ ଭାଣ୍ଡର ପ୍ରତିବାସୀ ଜଣେ ବ୍ରାହ୍ମଣ ଗୁରୁ ଥାଆନ୍ତି । ଦିନେ ସେ ତାଙ୍କର ଶିଷ୍ୟ ଘରକୁ ଗଲେ । ସାଙ୍ଗରେ ଗୋପାଳକୁ ମଧ୍ୟ ନେଇ ଯାଇ ଥିଲେ । ଶିଷ୍ୟ ଗୁରୁଙ୍କୁ ଦେଖି ବଡ କଉ ମାଛ ଖୋଜି ଆଣି ରୋଷେଇ କରିବାର ଯୋଗାଡ କରି ଦେଲେ ।                  ଗୁରୁ ମହାଶୟ ଯତ୍ନର ସହିତ ରନ୍ଧନ କରି ଭୋଜନର ବ୍ୟବସ୍ଥା କଲେ । ନିଜ ସକାଶେ ଓ ଗୋପାଳ ସକାଶେ ଦୁଇ ଖଣ୍ଡ ପତ୍ର...

Read More

ଅଲକ୍ଷଣା ମୁହଁ କାହାର

ମହାରାଜା କୃଷ୍ଣ ଚନ୍ଦ୍ରଙ୍କର ହୁକୁମ୍ ଥିଲା, ସକାଳୁ ଉଠି ସେ ଯାହାର ମୁହଁକୁ ଚାହିଁ ଥିବେ ସେଦିନ ରାଜାଙ୍କୁ କିଛି କଷ୍ଟ ହେଲେ ତାହାକୁ ଶାସ୍ତି ଦେବେ । ଦିନେ ମହାରାଜା ବଡି ସକାଳୁ ଉଠି ବାହାରକୁ ଆସି ଛନ୍ତି ସେ ସମୟରେ ଗୋପାଳ ଭାଣ୍ଡକୁ ସମ୍ମୁଖରେ ଦେଖିଲେ । ସେହି ଦିନ ରାଜାଙ୍କର ନଖ ଭଣ୍ଡାରୀ କାଟୁ କାଟୁ ଟିକେ ନଖରେ ନହୁରୁଣିଟା ନାଗିଗଲା । ଏଥିରେ ରାଜାଙ୍କୁ...

Read More

କୁହୁଡି ଆମ୍ବ ବଉଳ

ଦିନେ ମହାରାଜା କୃଷ୍ଣ ଚନ୍ଦ୍ର ନକ୍ଷତ୍ର ବେଷ୍ଟିତ ଚନ୍ଦ୍ରମା ଭଳି ପାତ୍ର ମନ୍ତ୍ରୀ ପଣ୍ଡିତ ମଣ୍ଡଳୀଙ୍କ ମଧ୍ୟରେ ବସି ପଣ୍ଡିତ ମାନଙ୍କୁ ପଚାରିଲେ ଆପଣ ମାନେ କୁହନ୍ତୁ ଆମ୍ବ ଓ ଆମ୍ବଡାର ବଉଳ ଏକ ସମୟରେ ମୁକୁଳିତ ହୁଅନ୍ତି, କିନ୍ତୁ କୁହୁଡି ଆମ୍ବଡା ବଉଳକୁ ନ ପୋଡି ଆମ୍ବ ବଉଳକୁ କାହିଁକି ପୋଡି ଦିଏ? ଏହାର କାରଣ କ’ଣ କୁହ?                  ରାଜାଙ୍କର ଏ ପ୍ରଶ୍ନ...

Read More

ଶଳା ଅନ୍ଧ

ମହାରାଜା କୃଷ୍ଣ ଚନ୍ଦ୍ରଙ୍କ ରାଜ ସଭାକୁ ଗୋଟିଏ ଲୋକ ପ୍ରତି ଦିନ ଆସି ନାନା ଭାଷାରେ କଥା ବାର୍ତ୍ତା କରେ । କେଉଁ ଦିନ ବଙ୍ଗଳା ଭାଷା, କେଉଁ ଦିନ ଇଁରେଜୀ, କେଉଁ ଦିନ ହିନ୍ଦୀ ଏହି ରୂପେ ନାନା ଭାଷାରେ କଥା ବାର୍ତ୍ତା କରେ, ସେ ଯେଉଁ ଭାଷାରେ କଥା କହେ ସେ ଭାଷା ଏପରି ଭାବରେ କହେ ଯେ ତାକୁ ଚିହ୍ନିବା କଠିନ ଏବଂ ତାହାର ଜାତି ଠିକ୍ କରିବା କଠିନ । କେହି ତାହାର ଜାତି...

Read More

ଗୋପାଳର ଘର ଦେଖିବା

ଦିନେ ମହାରାଜ ସଭାରେ କହିଲେ – ଗୋପାଳ ସମସ୍ତଙ୍କୁ ରଦ୍ଦ କଲା, ତାକୁ ଆଉ କେହି ରଦ୍ଦ କରି ପାରିଲେ ନାହିଁ । ଗୋଟିଏ କଥା କର, ତୁମ୍ଭେ ୨/୩ ଜଣ ଗୋପାଳର ନୂତନ ଘର ଦେଖିବା ବାହାନାରେ ଯାଇ ତାହାରି ଚୁଲିରେ ଝାଡା ଫେରି ଆସ, ତହିଁରେ ସେ ରଦ୍ଦ ହେବ । ରାଜାଙ୍କର ଆଜ୍ଞାରେ ୨/୩ ଜଣ ଏକ ସଙ୍ଗ ହୋଇ ଗୋପାଳ ଗୃହରେ ପହଁଚି ଗଲେ ।                  ଗୋପାଳ ତାଙ୍କୁ ଆଦର କରି...

Read More

ବାରିକ ଓ ଗୋପାଳ

ଦିନେ ରାଜା ଘରର ବାରିକକୁ ଗୋପାଳ କହିଲା – ବଡ ବେଶୀ ରୁଢ ହୋଇ ଗଲାଣି, ଆଜି ଭାଇ ମୋତେ ଖିଅର କରି ଦେବୁ । କିନ୍ତୁ ବାରିକ ତ ଧୂର୍ତ, ସେ ଜାଣେ ଯେ, ଗୋପାଳ ଭାଣ୍ଡ ପଇସା ଟିଏ ତ ମୋତେ ଦେବ ନାହିଁ, ସେ ତାକୁ କହିଲା କାଲି ଖିଅର କରି ଦେବି ।                  ପର ଦିନ ଗୋପାଳ ପୁଣି ଖିଅର କରିବା କଥା କହିବାରୁ ସେ କହିଲା କାଲି କ’ଣ ହେଲାଣି କି? ଏପରି କହିବାରୁ...

Read More

ରାଜାଙ୍କ ସ୍ୱପ୍ନ

ଦିନେ ରାଜା କୃଷ୍ଣ ଚନ୍ଦ୍ର ପ୍ରଭାତରେ ନିତ୍ୟ କର୍ମ ସାରି ବସି ଛନ୍ତି ଏ ସମୟରେ ଗୋପାଳ ଉପସ୍ଥିତ ହେଲା । ରାଜା ଗୋପାଳକୁ ଦେଖି ଡାକି କହିଲେ –                  ଗୋପାଳ, ଆସ ଆସ, କାଲି ମୁଁ ଗୋଟିଏ ଅସାର ସ୍ୱପ୍ନ ଦେଖିଛି । ଏହି କ୍ଷଣି ତୁମ୍ଭ ଆଗରେ କହିବା ସକାଶେ ମନ କରୁଥିଲା ଡକାଇ ଥାନ୍ତି । ତୁମ୍ଭେ ତ ଆସି ପହଁଚି ଗଲଣି । ବୋଧ ହୁଏ ଗୋପାଳ ତୁମ୍ଭର ବହୁତ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ