ରହେ ତା’ ଆଦର ଯଶ

କୃଷ୍ଣ ପ୍ରସାଦ ଗାଁରେ ନରିଆ ବୋଲି ଚାଷୀଟିଏ ଥାଏ । ନିଇତି ଦୁଃଖ କରି ସେ ତା ପେଟ ପୋଷେ । ଛଣ ଛାଉଣୀ ଘର ହିଁ ତା’ର ସ୍ୱର୍ଗ, ଟହୁ ବାସନର ପଖାଳ ତା’ ପାଇଁ ଅମୃତ ସମାନ । କର୍ମ ହିଁ ତାର ଆନନ୍ଦ । ହେଲେ ଏ ସବୁ ସୁଖ ଭିତରେ ବି ଥାଏ ତାର ଗୋଟିଏ ଦୁଃଖ । ଘରେ ଅଳି କରିବାକୁ ତାର ତ ପିଲାଟିଏ ବି ନାଇଁ । ସବୁ ସୁଖ ଭିତରେ ଏଇ ବକଟେ ଦୁଃଖ ତାକୁ ଯେମିତି ପାହାଡ ପରି ଲାଗେ । ଅଥଚ ନରିଆ ସେଇ ଦୁଃଖକୁ ମନେ ମନେ ଉପଶମ କରି ପକାଏ ।...

Read More

ରାଜାଙ୍କର ବିରାଡି

ଏକଦା ରାଜା କୃଷ୍ଣଦେବ ରାୟ ଶୁଣିବାକୁ ପାଇଲେ ଯେ- ତାଙ୍କ ରାଜ୍ୟରେ ମୂଷା ମାନଙ୍କର ଉପଦ୍ରବ ବଢିଚାଲିଛି । ମୂଷା ମାନଙ୍କର ଉପଦ୍ରବରୁ ରକ୍ଷା ପାଇବା ପାଇଁ ରାଜା ଏକହଜାର ବିରାଡି ପାଳିବାପାଇଁ ନିଷ୍ପତି ନେଲେ । ସଂଗେ ସଂଗେ ଏକ ହଜାର ବିରାଡି ଧରା ହୋଇ ଆସିଲେ । ସେମାନଙ୍କୁ ରାଜ୍ୟ ବାସୀଙ୍କ ମଧ୍ୟରେ ବାଂଟିଦିଆଗଲା । ଯେଉଁମାନଙ୍କୁ ବିରାଡି ପାଳିବାକୁ ଦିଆଗଲା, ସେମାନଙ୍କୁ ଏକ ଏକ ଗାଈ ମଧ୍ୟ ଦିଆଗଲା । କାରଣ ବିରାଡି ମାନଙ୍କର...

Read More

ରାଜା ନନ୍ଦ ଏବଂ ମନ୍ତ୍ରୀ ବରରୁଚି

ଅନେକ ଦିନ ତଳର କଥା । ଗୋଟିଏ ରାଜ୍ୟର ରାଜା ଥାଆନ୍ତି ‘ନନ୍ଦ’ । ସେ ଚର୍ତୁଃପାଶ୍ୱର୍ରେ ସାଗର ଘେରି ରହିଥିବା ଏକ ରାଜ୍ୟକୁ ଶାସନ କରୁଥାଆନ୍ତି, ଏବଂ ତାଙ୍କର ପରାକ୍ରମର ଖ୍ୟାତି ଚର୍ତୁଃଦ୍ଧିଗ ବ୍ୟାପିଥାଏ । ସେହି ରାଜାଙ୍କ ଦରବାରରେ ବରରୁଚି ନାମକ ଜଣେ ମନ୍ତ୍ରୀ ଥାଆନ୍ତି । ସେ ରାଜନୀତି ଏବଂ ଦର୍ଶନ ଶାସ୍ତ୍ରରେ ମହାନ୍ ପଣ୍ଡିତ । ଉଭୟେ ରାଜା ଏବଂ ମନ୍ତ୍ରୀ ତାଙ୍କର ପତ୍ନୀ ଦୁଇଜଣଙ୍କୁ ପ୍ରାଣଠାରୁ ମଧ୍ୟ ଅଧିକ ଭଲ ପାଉଥାଆନ୍ତି...

Read More

ଚୋର ହେଲେ ରାଜା

ପୁରୁଷୋତମପୁର ରାଜ୍ୟରେ ତିନି ଜଣ କୁଖ୍ୟାତ ଚୋର ରହୁଥିଲେ । ଚୋରି ବିଦ୍ୟାରେ ଏହି ତିନି ଚୋର ଏପରି ମହାରଥୀ ହାସଲ କରିଥିଲେ ଯେ, ଖାସ୍ ସେଇଥିପାଇଁ ହିଁ ସେମାନେ ବିଖ୍ୟାତ । ସେମାନଙ୍କ ଚୋରିର ପ୍ରଭାବ ଏପରି ଥିଲା ଯେ ସେ ରାଜ୍ୟର ପ୍ରଜାଗଣ ରାତି ଅନିଦ୍ରା ରହି ନିଜ ଘର ଜଗୁ ଥିଲେ । କାହିଁକିନା ସେହି ଚୋରମାନଙ୍କର ଅଭ୍ୟାସ ଥିଲା ଚୋରିକରିବା କେବଳ ଚୋରିକରିବା ।                 ପ୍ରଥମ ଚୋରର ନାଁ ଥିଲା ଖଙ୍ଗଡ ସିଂ । ସେ ଯେ...

Read More

ଲୀଳାବତୀ କଥା

ପଂଚମଦିନ ସକାଳେ ମହାରାଜ ଭୋଜ ନିତ୍ୟକର୍ମ ସାରି ସିଂହାସନ ପାଖରେ ପହଁଚି ଆରୋହଣ କରିବାକୁ ପାଦ ବଢାଇବାକ୍ଷଣି ପରବର୍ତ୍ତି ପୁତ୍ତଳିକା ଲୀଳାବତୀ ଉଠିପଡି କହିଲା, “ମହାରାଜ! ବିକ୍ରମାଦିତ୍ୟଙ୍କ ସମାନ ମହାଦାନୀ, ନ୍ୟାୟ ବିଚାରକ ଏ ଦୁନିଆରେ କେହି ନାହାନ୍ତି । ଆପଣ କ’ଣ ତାଙ୍କ ସହିତ ସମକକ୍ଷ ହୋଇ ପାରିବେ? ତେବେ ମୋ କଥା ଶୁଣନ୍ତୁ ଏବଂ ନିଜକୁ ନିଜେ ତଉଲନ୍ତୁ । ତା’ପରେ ଯାହା କରିବାର କଥା କରିବେ ।” ଲୀଳାବତୀ ତାହାପରେ କହାଣୀ...

Read More

ପୋଖରୀର ଛୋଟ ମାଛ

ଜଣେ ଲୋକ ପୋଖରୀରୁ ମାଛ ଧରୁଥିଲା । ହଠାତ୍ ଗୋଟିଏ ଛୋଟ ମାଛ ତାଙ୍କ ଜାଲରେ ପଡିଲା । ଛୋଟ ମାଛଟି ସେ ଲୋକଙ୍କୁ କହିଲା “ମୋତେ ତୁ ପାଣିରେ ଛାଡି ଦେ କିଛି ଦିନ ପରେ ମୁଁ ବଡ ହେଲେ ମୋତେ ଧରି ତୁ ଖାଇବୁ ।”                 ଲୋକଟି କହିଲା ମୁଁ ତେତେ ଛାଡିଦେଲେ ପୁଣି କେବେ ଧରିପାରିବି କି ନାହିଁ ତାର ତ କିଛି ବି ଠିକ୍ ଠିକଣା ନାହିଁ । ଏଣୁ ଯାହା ମିଳିଛି ତାକୁ ଛାଡିବି କାହିଁକି । ଯାହା ହାତରେ ପଡିଛି ଯେତେ ଛୋଟ ହେଉନା...

Read More

ପୁଅକୁ ବଳି ବାପ

ମାଧବ ଓ ମଙ୍ଗଳ ଦୁଇ ବନ୍ଧୁ ଥିଲେ । ବହୁ ଦିନରୁ ସେ ଉଭୟଙ୍କର କୌଣସି ଦେଖା ସାକ୍ଷାତ ହୋଇ ନ ଥାଏ । ଦିନେ ମାଧବକୁ ଦେଖା କରିବା ପାଇଁ ମଙ୍ଗଳ ଯାଇ ତାଙ୍କ ଗ୍ରାମରେ ପହଁଚିଲେ । ମାଧବ ଜଣେ ସ୍ୱଚ୍ଛଳ କୃଷକ । ତା’ ସହିତ ପିତାଙ୍କର ଚାଉଳ, ଗହମ ବ୍ୟବସାୟରୁ ମଧ୍ୟ ଭଲ ଆୟ ହେଉଥାଏ ।                 ମାଧବଙ୍କର ଗୋଟିଏ ମାତ୍ର ପୁତ୍ର । ପାଠପଢାରେ ତା’ର ତ ଆଦୌ କୌଣସି ରୁଚି ନ ଥାଏ । ଛୋଟ ଛୋଟ ଦାୟିତ୍ୱ ମଧ୍ୟ ସେ ଠିକ୍ ରୂପେ...

Read More

ସିଂହ ଏବଂ ବିଲୁଆ

ଗୋଟିଏ ଜଙ୍ଗଲରେ ସିଂହଟିଏ ସିଂହୀଟିଏ ବାସ କରୁଥାନ୍ତି । ଦିନେ ସିଂହୀଟି ଦୁଇଟି ସୁନ୍ଦର ଛୁଆ ଜନ୍ମ ଦେଲା । ତେଣୁ ସିଂହ ପ୍ରତିଦିନ ଯାଇ ବଣରୁ ଶିକାର ସଂଗ୍ରହ କରି ଆଣି ସିଂହୀକୁ ଦିଏ । ସମସ୍ତେ ମିଳିମିଶି ଖାଆନ୍ତି । ଦିନକର କଥା, ସିଂହ ଜଙ୍ଗଲ ସାରା ବୁଲିଲେ ମଧ୍ୟ ତାକୁ କୌଣସି ଖାଦ୍ୟ ମିଳିଲା ନାହିଁ । ତେଣୁ ସେ ମନ ଦୁଃଖରେ ଘରକୁ ଫେରୁଥାଏ । ଫେରିବା ବାଟରେ ଏକ ବିଲୁଆ ଛୁଆ ପଡିଥିବାର ଦେଖିଲା । ଛୁଆଟିକୁ ଦେଖି ଯତ୍ନ...

Read More

ଚତୁରୀ ଦାସୀ

ପୂର୍ବ ଦିନ ଅନେକ ବିଳମ୍ବ ରାତ୍ରରେ ଉପଦେଷ୍ଟାଙ୍କର ନିଦ୍ରା ହୋଇ ଥିବାରୁ ସକାଳ ହେଲାରୁ ବିଳମ୍ବରେ ଉଠିଲେ ଚତୁର ବ୍ୟଙ୍ଗକାର । ଚତୁର ବ୍ୟଙ୍ଗକାର ଉଠିବା ମାତ୍ରେ ନିଜର ସ୍ନାନାଦି କାର୍ଯ୍ୟ ସମାପନ କରି କହିଲେ – ରେ ବୋଲକରା, ଉଠ ଏବେ ଝୁଟ ତେବେ ଗଣ୍ଠିଲିକୁ ସଜ କର ନାହିଁ ବିଳମ୍ବ ଯେତେ ସମ୍ଭବ କରିବା ତୀର୍ଥସାର ସଜ ସକାଳ ଖରା କୋମଳ କରନା ବିଳମ୍ବ ଆଉ ଚାଲିବା ଏବେ ତୀର୍ଥ ମାରଗେ ସବୁରି କାମ ଥାଉ । ଉପଦେଷ୍ଟାଙ୍କ ମୁଖରୁ ଏପରି...

Read More

ଚିଦାମ୍ବରର ଧର୍ମଜ୍ଞାନ

କୌଣସି ଏକ ଗ୍ରାମରେ ଚିଦାମ୍ବର ନାମକ ଜଣେ ଧନୀ ଲୋକ ଥିଲା । ସେ ଅତ୍ୟନ୍ତ କଂଜୁସ ଥିଲା; କିନ୍ତୁ ତା’ର ସ୍ତ୍ରୀର ଦାନଧର୍ମ କରିବାରେହିଁ ବହୁତ ଶ୍ରଦ୍ଧା ଥିଲା ।       ଥରେ ସେହି ଗ୍ରାମରେ ସମସ୍ତେ ଚାନ୍ଦା କରି ଗୋଟିଏ ପର୍ବ ପାଳନ କରିବା ପାଇଁ ସ୍ଥିର କଲେ । ସେଥିପାଇଁ ବାହାରୁ ଭାଗବତ ଗୀତା ପାଠ କରିବା ପାଇଁ ଜଣେ ପଣ୍ଡିତଙ୍କୁ ଡକା ହେଲା । ଚିଦାମ୍ବରକୁ ଚାନ୍ଦା ମାଗିବାରୁ ସେ କହେ, “ଏସବୁ ବାଜେ କଥା ଉପରେ ମୋର ଆଦୌ...

Read More

ଧନ୍ୟ ସେ କୃଷକ ପିଲାର ସାହସ

“ପିଲାଟି ଦିନରୁ ଜମିବାଡି କାର୍ଯ୍ୟ କରୁଥିଲା ତା’ର ବାପାଙ୍କ ସାଥେ କୃଷକ ଜାତିର ଅଭାବ କଷଣ ଜାଣିଥିଲା ସେଇ ପିଲାଟି ସତେ? ଗୋରା ବିରୋଧରେ ଲଢିବାକୁ ବଳ ଦେଇଥିଲା ଦିନେ କୃଷକ ଠାରେ ସାହସୀ ସର୍ଦ୍ଦାର ଥିଲେ ସେ ଯାହାଙ୍କୁ ଡରୁଥିଲେ ଗୋରା ଦେଖିଲେ ଥରେ ।” ଏକ କୃଷକ ପରିବାରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ସେ ତ ତାଙ୍କ ବାପାଙ୍କ ସହିତ ଜମିବାଡି କାର୍ଯ୍ୟ କରିବାକୁ ଯାଉଥିଲେ । ଫଳରେ...

Read More

ବୀର ହନୁମାନ

ସଂପାତିଙ୍କଠାରୁ ମାତା ସୀତାଙ୍କର କିଛିଟା ଖବର ସଂଗ୍ରହ କରିବା ପରେ ବାନରମାନେ ଅତ୍ୟନ୍ତ ଆନନ୍ଦରେ ନାଚିଲେ, କୁଦିଲେ; ଡିଆଁ ମାରି ମାରି ଯାଇ ସମୁଦ୍ର କୂଳରେ ପହଁଚିଲେ । ହେଲେ ସମୁଦ୍ରର ଭୟଙ୍କର ରୂପ ଦେଖି ସେମାନଙ୍କ ଆନନ୍ଦ ଆଉ ରହିଲା ନାହିଁ । ସେମାନଙ୍କର ମୁହଁ ହଠାତ୍ ଶୁଖିଗଲା । ଅସୀମ ନୀଳ ସମୁଦ୍ରର ଉତାଳ ତରଙ୍ଗମାଳା । ଦିଗ୍ବଳୟ ବ୍ୟାପୀ ରହିଛି, ତା’ର ଶେଷ ନାହିଁ, କୂଳ କିନାରା ବି ନାହିଁ । ପୁଣି ତାହା ଭୟଙ୍କର...

Read More

ମାଙ୍କଡ ଏବଂ ଘଂଟି

ବହୁ ବର୍ଷ ପୂର୍ବେ ପର୍ବତର ପାଦ ଦେଶରେ ‘ଘଂଟକର୍ଣ୍ଣ’ ନାମକ ଏକ ରାକ୍ଷସ ବାସ କରୁଥିଲା । ଦିନେ ଗୋଟିଏ ଚୋର କେଉଁଠାରୁ ଚୋରି କରି ଏକ ଘଂଟି ଧରି ସେହିବାଟ ଦେଇ ଯିବା ସମୟରେ ଗୋଟିଏ ମହାବଳ ବାଘର ହାବୁଡରେ ପଡିଗଲା । ବାଘ ତାକୁ ମାରି ଖାଇଦେଲା । ଚୋରଟି ମରିଯିବାପରେ ସାଂଗରେ ଆଣିଥିବା ଘଂଟିଟି ସେଠାରେ ପଡିରହିଲା । କିଛି ସମୟପରେ ଗୋଟିଏ ମାଙ୍କଡ ଆସି ସେଠାରେ ପହଁଚିଲା । ସେହି ସ୍ଥାନରେ ଏକ ଘଂଟି ପଡିଥିବାର ଦେଖି ସେ ତାକୁ ମନ...

Read More

ଚଢେଇର ପର

ସୋଭିଏତ୍ ଋଷର ଗୋଟିଏ ଛୋଟ ଗାଁ ଥାଏ। ସେଇ ଗାଆଁରେ ଜଣେ ଚାଷୀ ଲୋକର ତିନୋଟି ଝିଅ ଥିଲେ । ସେ ଝିଅମାନଙ୍କର ମାଆ ତ ମରିଯାଇଥିଲା । ତେଣୁ ସେହି ଝିଅମାନେ ନିଜର ବାପା ପାଖରେ ରହୁଥିଲେ । ମାଆ ମଲାଦିନୁ ଘରଯାକର ଦାୟିତ୍ୱ ସେ ସାନଝିଅ ମୁଣ୍ଡରେ । ବଡ ଦି’ ଉଉଣୀ କିନ୍ତୁ ଘରକାମରେ ମୋଟେ ମନ ଦିଅନ୍ତି ନାହିଁ । ବଡ ଦି’ ଭଉଣୀମାନେ ଖାଲି ସବୁବେଳେ ବେଶଭୂଷା ହୋଇ ଗାଁଯାକ ବୁଲୁଥାଆନ୍ତି । ତେଣୁ ସେ ସାନଝିଅଟି ଉପରେ ଚାଷୀଟି ଅତ୍ୟନ୍ତ...

Read More

ବିଜୟ ରହସ୍ୟ

ଅନେକ ଦିନ ତଳର କଥା । କମଲୁଦ୍ଦିନ୍ ଉଜ୍ବେକିସ୍ଥାନର ସୁଲତାନ୍ ରୂପେ ଅଭିଷିକ୍ତ ହେଲେ । ସେତେବେଳେ କମଲୁଦ୍ଦିନ୍ ବୟସରେ ତରୁଣ । ବାପା ହଠାତ୍ ମରିଯିବାରୁ ସେ ସିନା ସୁଲତାନ୍ ହେଲେ, କିନ୍ତୁ ଭୋଗବିଳାସ ଛାଡି ଶାସନ କାର୍ଯ୍ୟରେ ମନ ଦେବାକୁ ସେ ଆଦୌ ପ୍ରସ୍ତୁତ ନଥିଲେ ।                 ଦିନେ ଉଜୀର୍ ଆସି କହିଲେ, “ସୁଲତାନ୍! ଆମ ଗୁପ୍ତଚରମାନେ କହୁଛନ୍ତି, ଉତ୍ତର ମୁଲକର ଅମୀର୍ ହଠାତ୍ ରାଜଧାନୀ ଆକ୍ରମଣ କରି ଗାଦି ଅଧିକାର...

Read More

ବୁଦ୍ଧିମାନ ବୃଦ୍ଧ

ବହୁ ପୁରୁଣା କାଳର କଥା । ଗ୍ରୀସ୍ ଦେଶର ଏକ ଛୋଟ ଗ୍ରାମରେ ଜଣେ ବୁଢା ଓ ତା’ର ସ୍ତ୍ରୀ ରହୁଥାନ୍ତି । ଦିନେ ବୃଦ୍ଧ ତାଙ୍କ ପତ୍ନୀଙ୍କୁ କହିଲେ, “ଶୁଣ, ଏବେ କିଛି ପଇସାର ଦରକାର । ତୁମେ ହାଟକୁ ଯାଇ ଗାଈଟିଏ ବିକ୍ରି କରି ଆସ । ମୁଁ ନିଜେ ଯାଇଥା’ନ୍ତି ଯେ ହେଲେ ମୋ ଗୋଡରେ ବ୍ୟଥା ହେଉଛି ।”                 ସ୍ତ୍ରୀ ଗାଈଟିଏ ଧରି ହାଟକୁ ଗଲା । ବାଟରେ ତିନୋଟି ଚୋର ତାକୁ ଦେଖିଲେ । ଅଳ୍ପବାଟ ଯିବା ପରେ ପ୍ରଥମ ଚୋର ଆସି...

Read More

ପଣ୍ଡିତ ବିଷ୍ଣୁଶର୍ମା ଓ ପଞ୍ଚତନ୍ତ୍ର

ପୃଥିବୀରେ ଯେତେ କାହାଣୀ ପଢ଼ିବାର କାହାଣୀ ଗ୍ରନ୍ଥ ଗ୍ରନ୍ଥାଗାରମାନଙ୍କରେ ରହିଅଛି ତନ୍ମଧ୍ୟରୁ ଏହି ଗ୍ରନ୍ଥଟି ସର୍ବଶ୍ରେଷ୍ଠ କାହାଣୀ ପୁସ୍ତକ ଭାବରେ ପରିଚିତ । ଏହି ଗ୍ରନ୍ଥଟି ଅନେକ ଗୁଡ଼ିଏ ଶିକ୍ଷଣୀୟ ତଥା ଉଦାହରଣ ବିଶିଷ୍ଟ କାହାଣୀ ରହିଥିଲେ ମଧ୍ୟ ଏହାର ନାମ ମଧ୍ୟ ଗୋଟିଏ – ତାହା ହେଉଛି ପଞ୍ଚତନ୍ତ୍ର । ଏହି ଗଳ୍ପ ବହୁ ଉଦାହରଣକୁ ନ୍ୟାୟ ବିଚାରକୁ ନେଇ ଲିଖିତ ହୋଇଥିଲେ ତାହା ସାଧାରଣତଃ ପିଲାଙ୍କର ମନକୁ ମୋହିବା ପରି...

Read More

ମନୋନୟନ

ଗୋଟିଏ ଗ୍ରାମରେ ରାମ ଓ ଶ୍ୟାମ ନାମକ ଦୁଇ ମିତ୍ର ଥିଲେ । ପରିଶ୍ରମ କରି ସେ ଦୁହେଁ ପେଟ ପୋଷୁଥା’ନ୍ତି । ଦିନେ ସେମାନେ ଶୁଣିଲେ ପାଖ ଗ୍ରାମର ଜମିଦାରଙ୍କ ପାଖରେ ଚାକିରୀ ପାଇଁ ଲୋକ ଦରକାର । ଦୁହେଁ ସେଠାକୁ ଗଲେ ।                 ସେଠାରେ ପହଁଚି ସେମାନେ ଜମିଦାରଙ୍କ ପାଖକୁ ଖବର ପଠାଇଲେ ଯେ ସେମାନେ ଚାକିରୀ କରିବାକୁ ଆସିଛନ୍ତି । କିନ୍ତୁ ଜମିଦାର ସେ ବିଷୟ ନିଜ କାନକୁ ମୋଟେ ନେଲେ ନାହିଁ; ବରଂ ତାକୁ ସେ ଉପେକ୍ଷା କଲେ ।...

Read More

ପାଠୋଈ ବୋହୂ

ଢେର୍ ବର୍ଷ ତଳର କଥା । ବାଲେଶ୍ୱର ସହର ଦକ୍ଷିଣାଧାର ସରଗଡିଆ ପଡାର ଉତ୍ତର-ଦକ୍ଷିଣ ଲମ୍ବା ସଡକର ଦୁଇ ତରଫ ଲମ୍ବାଲମ୍ବି ଦୁଇ ସାହାଲା ଘର । ସେ ସବୁଗୁଡିକ ଅମଲା ମୁକ୍ତାର ଓକିଲମାନଙ୍କ  ବସା । ଗିରସ୍ତି ଘର ଗୋଟିଏ ହେଲେ ବି ସେଠି ନାହିଁ । କଟକ, ପୁରୀ, ଯାଜପୁରବାସିନ୍ଦା ବିଦେଶୀ ଅମଲାମାନେ ସେହି ପଡାରେ ହିଁ ବସା କରି ରହନ୍ତି ।                 ମୁକ୍ତାରବାବୁ ଗୋପାଳଚରଣ ପଟ୍ଟନାୟକଙ୍କ ବସା ପଶ୍ଚିମପଟ ସାହାଲାର ମଝିରେ ।...

Read More

ରାଜାଙ୍କ ସ୍ୱପ୍ନ

ଦିନେ ରାଜା କୃଷ୍ଣ ଚନ୍ଦ୍ର ପ୍ରଭାତରେ ନିତ୍ୟ କର୍ମ ସାରି ବସି ଛନ୍ତି ଏ ସମୟରେ ଗୋପାଳ ଉପସ୍ଥିତ ହେଲା । ରାଜା ଗୋପାଳକୁ ଦେଖି ଡାକି କହିଲେ –                  ଗୋପାଳ, ଆସ ଆସ, କାଲି ମୁଁ ଗୋଟିଏ ଅସାର ସ୍ୱପ୍ନ ଦେଖିଛି । ଏହି କ୍ଷଣି ତୁମ୍ଭ ଆଗରେ କହିବା ସକାଶେ ମନ କରୁଥିଲା ଡକାଇ ଥାନ୍ତି । ତୁମ୍ଭେ ତ ଆସି ପହଁଚି ଗଲଣି । ବୋଧ ହୁଏ ଗୋପାଳ ତୁମ୍ଭର ବହୁତ ପରମାୟୁ ହେବ । ଗୋପାଳ କହିଲା – ତେବେ ଆଜି ମୁଁ ଧନ୍ୟ, କାରଣ...

Read More

କଠିନ ସମସ୍ୟାର ମୁକାବିଲା କର

ଏକଦା ବାଳଗଙ୍ଗାଧର ତିଳକ ଗୋଟିଏ ସଭାରେ ଭାଷଣ ଦେଉଥାନ୍ତି । ସେତେବେଳେ ତ ଆମ ଦେଶରେ ଗୋରା ସରକାରଙ୍କ ଶାସନ ଚାଲିଥାଏ । ସୁତରାଂ ଏ ସଭାକୁ ଇଂରେଜମାନେ ଭଣ୍ଡୁର କରିବା ପାଇଁ ଚାହୁଁଥିଲେ । ତେଣୁ ସେମାନେ ଭଡାଟିଆ ଗୁଣ୍ଡା ଲଗାଇ ସେ ସଭା ଉପରକୁ ଟେକା, ପଥର ଆଦି ଫିଙ୍ଗିଲେ ।                 ହେଲେ ତିଳକ ପୂର୍ବଭଳି ନିର୍ବିକାର ଭାବରେ ଠିଆହୋଇ ରହିଥାନ୍ତି । କିଛି ସମୟ ଗଣ୍ଡଗୋଳ କଲା ପରେ ସେମାନେ ତଥା ଗଣ୍ଡଗୋଳକାରୀମାନେ...

Read More

ମହାଭାରତ

ନିଃସନ୍ତାନ ଦ୍ରୁପଦ ସନ୍ତାନ ପ୍ରାପ୍ତିର ଇଚ୍ଛା ନେଇ ଅନେକ ଆଶ୍ରମ ବୁଲିଲେ । ଅନେକ ମୁନିଙ୍କର ସେ ସେବାକଲେ । ତାଙ୍କର ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ପ୍ରାପ୍ତ କରିବାର ଆକାଂକ୍ଷା ଥିଲା । ଦ୍ରୋଣଙ୍କ ସହ ପୂର୍ବ ଶତ୍ରୁତା ଯୋଗୁଁ ସେ ଚାହିଁଥିଲେ କି ତାଙ୍କର ଏପରି ଏକ ପୁତ୍ର ହେବ ଯିଏକି ଦ୍ରୋଣଙ୍କୁ ମାରି ପାରିବ । ପାଣ୍ଡବମାନଙ୍କର ଅସ୍ତ୍ରଗୁରୁ ଦ୍ରୋଣ ଅର୍ଜୁନଙ୍କ ନିକଟରୁ ଗୁରୁଦକ୍ଷିଣା ସ୍ୱରୂପ ଦ୍ରୁପଦଙ୍କର ଅର୍ଦ୍ଧରାଜ୍ୟ...

Read More

ମହାଭାରତ

ଶୁକ୍ରାଚାର୍ଯ୍ୟଙ୍କଠାରୁ ବାର୍ଦ୍ଧକ୍ୟର ଅଭିଶାପ ପାଇ ଯଯାତି ବଡ ବ୍ୟସ୍ତ ହେଲେ । ସେ ଶୁକ୍ରାଚାର୍ଯ୍ୟଙ୍କୁ ନିବେଦନ କରି କହିଲେ, “ଆପଣଙ୍କ ଅଭିଶାପ ତ ନିଶ୍ଚୟ ଫଳିବ, ଶର୍ମିଷ୍ଠାର ଇଚ୍ଛା ପୂରଣ ଅର୍ଥ କ’ଣ ମୁଁ ଦେବଯାନୀଙ୍କ ପ୍ରତି କୌଣସି ଭାବରେ ଅନ୍ୟାୟ କରିଛି? ରାଜାମାନଙ୍କର ତ ଅନେକ ସ୍ତ୍ରୀ ଥା’ନ୍ତି । ଆପଣ ଜଣେ କନ୍ୟାର ପିତା ଭାବରେ ଶର୍ମିଷ୍ଠାର ଦୁର୍ଦ୍ଦଶା ବୁଝିପାରୁ ନାହାଁନ୍ତି? ଆଉ ମୁଁ ଏମିତି କି ଭୁଲ୍ କଲି ଯେ ଆପଣ...

Read More

ପ୍ରକୃତ ସନ୍ନ୍ୟାସୀ

ଦିନେ ପ୍ରଖର ରୌଦ୍ରତେଜ ମଧ୍ୟରେ ଦୁଇ ସନ୍ନ୍ୟାସୀ ବନ୍ଧୁ ନନ୍ଦ ଓ ସୁନନ୍ଦ ଜଙ୍ଗଲ ଭିତର ଦେଇ ଯାଉଥିଲେ । ସେମାନଙ୍କ ଗୁରୁ ଜ୍ଞାନନେତ୍ରଙ୍କ ଆଶ୍ରମ ସେଠାରୁ କିଛି ଦୂରରେ ଥାଏ । ଯେମିତି ହେଉ ପଛେ ସୂର୍ଯ୍ୟାସ୍ତ ପୂର୍ବରୁ ଆଶ୍ରମରେ ଯାଇ ପହଁଚିବେ ଏଇ ଲକ୍ଷ୍ୟ ରଖି ସେ ଦୁହେଁ ଜୋର୍ରେ ଚାଲୁଥା’ନ୍ତି । ରାସ୍ତାରେ ଏକ ନଦୀ ପଡିଲା । ସେଥିରେ ପାଣି ବେଶି ନଥିଲେ ମଧ୍ୟ ସ୍ରୋତ ପ୍ରଖର ଥିଲା । ଦୁହେଁ ସେ ନଦୀ ପାର ହେବାକୁ ଯାଉଛନ୍ତି...

Read More

ବେତାଳ ଗୁପ୍ତ ରହଣୀ

ସନ୍ଧ୍ୟା ଆଗମନ ହୋଇ ରାତ୍ରି ହେଲା । ଦାସୀମାନଙ୍କୁ ନିଜ ନିକଟରୁ କମଳିନୀ ବିଦାୟ ଦେଲା । ତାପରେ ସ୍ୱର୍ଗର ଗନ୍ଧର୍ବ ଚିତ୍ରରଥପାଇଁ ନାନା ପ୍ରକାର ସୁଖାଦ୍ୟ ସଜାଡି ରଖିଲା । ନିଜର ଶୟନ ମନ୍ଦିରର ଏସମସ୍ତ ଦରବ ଠୁଳ କଲା । ନିଜେ ଅଭିସାରିକା ବେଶରେ ସଜାଇ ହୋଇ ଚିତ୍ରରଥର ଆଗମନକୁ ପ୍ରତିକ୍ଷା କଲା । ତାଳ, ବେତାଳ ଗୃହ ମଧ୍ୟରେ ଲୁଚିଥିଲେ । ରାଜଜେମାର ବ୍ୟଭିଚାରିଣୀ କର୍ମ ଦେଖି ଚିତ୍ରରଥ ଲାଗି ରଖିଥିବା ସୁସ୍ୱାଦୁ ଖାଦ୍ୟଦ୍ରବ୍ୟକୁ...

Read More

ବିଶ୍ୱାସରେ କେବେ ବିଷ ଦିଅନା

ଗୋଟିଏ ମାଙ୍କଡ ଓ ଠେକୁଆଟିଏ ମଇତ୍ର ବସିଥାନ୍ତି । ଠେକୁଆଟି ସ୍ୱଭାବରେ ଅତି ସରଳ ଥିଲା ସିନା, କିନ୍ତୁ ବେଶ୍ ଚାଲାକ୍ ଚତୁର ଓ ସଚ୍ଚୋଟ ଥିଲା । ମାତ୍ର ମାଙ୍କଡଟି ଥିଲା ଭାରି ଠକ ଓ ବୋକା ।        ଦିନକର କଥା ଜଙ୍ଗଲିଆ ରାସ୍ତା ଦେଇ ଜଣେ କଦଳୀ ବେପାରୀ ଯାଉଥାଏ, ଯେଉଁଠି ଦୁଇ ମଇତ୍ର ରହୁଥିଲେ । କଦଳୀ ବ୍ୟବସାୟୀର ମୁଣ୍ଡରେ ପାଚିଲାକଦଳୀ ଦେଖି ମାଙ୍କଡ ପାଟିରୁ ଲାଳ ବୋହିଲା । କଦଳୀତକ ଖାଇବ ବୋଲି ସେ ଏକ ଉପାୟ ପାଂଚିଲା।...

Read More

କାମ କନ୍ଦଳା କଥା

ପରଦିନ ମହାରାଜ ଭୋଜ ଯେତେବେଳେ ସିଂହାସନରେ ଆରୋହଣ କରିବାକୁ ଉଦ୍ୟତ ହେଲେ, ସେତେବେଳେ ଚତୁର୍ଥ ପୁତ୍ତଳିକା କାମକନ୍ଦଳା ମୂର୍ତ୍ତି ସାଜି ଠିଆ ହେଲା ଏବଂ ବାଟଓଗାଳି କହିଲା, “ମହାରାଜ! ବିକ୍ରମାଦିତ୍ୟଙ୍କର ଯେତେ ପ୍ରକାରର ସଦ୍ଗୁଣ ରହିଥିଲା ଆପଣଙ୍କର ସେଥିରୁ କାଣିଚାଏ ଅଛିକି? ମୋ କଥା ଥରେ ଶୁଣନ୍ତୁ ଏବଂ ମନେମନେ ବିଚାର କରି ଦେଖନ୍ତୁ, ଆପଣ ଉପଯୁକ୍ତ କି ନୁହଁନ୍ତି । ତା’ପରେ ଯାହା କରିବାର କଥା କରନ୍ତୁ ।”        ଏକଦା...

Read More

ଯଥାର୍ଥ ଐଶ୍ୱର୍ଯ୍ୟ

ରାମପୁରରେ ଶଙ୍କର ଜଣେ ଛୋଟ ବ୍ୟବସାୟୀ । ଘରେ ତା’ର ମା’ । ପିଲା ହେବାକୁ ସ୍ତ୍ରୀ ବାପଘର ଯାଇଥିଲା । ଶଙ୍କର ସେଦିନ ଶଶୁର ଘରୁ ଫେରୁଥାଏ; ଦୂରରୁ ଦେଖିଲା ତାଙ୍କ ଘର ସାମ୍ନାରେ ଏକ ଘୋଡାଗାଡି ଲାଗିଛି । ସେଥିରେ ନାନା ରକମର ନାଲିନେଳି କନା ଓ ଜରି ଲାଗିଥାଏ । ତା’ର ମା’ ଅତିଥିଙ୍କୁ ବନ୍ଦେଇ ଦେବାକୁ ଗାଡିପର୍ଯ୍ୟନ୍ତ ଆସିଲେ । ସେହି ଗାଡିରେ ଜଣେ ଧନୀ ମହିଳା ବସିଥିଲେ ।                 ଶଙ୍କର ଘରେ ପହଁଚିବା ବେଳକୁ ସେ...

Read More

ଦିବା ସ୍ୱପ୍ନ

ରତନପୁର ଗ୍ରାମର ଜଣେ ସାଧାରଣ କୃଷକଙ୍କର ପୁତ୍ର-ଶ୍ରୀମୟ । ତାଙ୍କର ଚେହେରା ବଳିଷ୍ଠ ଓ ସେ ଦେଖିବାକୁ ବେଶ୍ ଆକର୍ଷଣୀୟ । କିନ୍ତୁ ସେ ତା’ପିତାଙ୍କୁ କୃଷିକାର୍ଯ୍ୟରେ ଆଦୌ ସହଯୋଗ କରନ୍ତି ନାହିଁ । ସର୍ବଦା ଦିବାସ୍ୱପ୍ନରେ, କଳ୍ପନା-ବିଳାସରେ ବୁଡିରହିଥାନ୍ତି ଯେ କିପରି ସେ ରାଜକୁମାରୀଙ୍କୁ ବିବାହ କରିବେ ଓ ନିଜେ ରାଜା ହେବେ । ତାଙ୍କର ଏପରି ଆଚରଣ ଓ ଖିଆଲକୁ ତାଙ୍କ ପିତା ଆଦୌ ପସନ୍ଦ କରନ୍ତି ନାହିଁ । ଶେଷରେ ଦିନେ ବାଧ୍ୟ...

Read More

ଦସ୍ୟୁ ରାଜକୁମାର

ସୁମେଧ ରାଜ୍ୟର ସୁନ୍ଦର ରାଜଧାନୀ ଶାନ୍ତିପୁର । ସେଠିକାର ରାଜା ଶାନ୍ତିଦେବ ସୁଖରେ ପ୍ରଜା ପାଳୁଥିଲେ । ଦିନେ ଉତ୍ସବମୁଖର ରାତିରେ ତାଙ୍କର ସ୍ୱାର୍ଥପର ସେନାପତି ବୀରସିଂହ ରାଜା, ରାଣୀ ଓ ଶିଶୁ ରାଜପୁତ୍ରଙ୍କୁ ହତ୍ୟା କରିବାକୁ ଚେଷ୍ଟା କଲା । ରାଣୀ ଶିଶୁ ରାଜପୁତ୍ରଙ୍କୁ ଧରି ସୁଡଙ୍ଗ ପଥରେ ଖସି ଚାଲିଗଲେ । ରାଜା ବୀରତ୍ୱର ସହ ଲଢେଇ କରି ନଈ ଭିତରକୁ ଡେଇଁ ପଡି କେଉଁଆଡେ ଅଦୃଶ୍ୟ ହୋଇଗଲେ । ସେ ମୃତ କି ଜୀବିତ, ତାହା କେହି ବି...

Read More

ଏହା ଯେ ଦୁଇଟି ଗଧର

ରାଜା କୃଷ୍ଣ ଚନ୍ଦ୍ର ସ୍ୱାସ୍ଥ୍ୟକୁ ସବଳ ରଖିବା ପାଇଁ ପ୍ରତି ଦିନ ପ୍ରାତଃ ଭ୍ରମଣରେ ଶଯ୍ୟା ତ୍ୟାଗ କରି ବାହାରି ଯାଆନ୍ତି । କେଉଁ ଦିନ ମନ୍ତ୍ରୀଙ୍କୁ ସଙ୍ଗରେ ନିଅନ୍ତି ତ କେଉଁ ଦିନ ଏକା ଏକା ଚାଲି ଯାଆନ୍ତି । କିଛି ସମୟ ପରେ ଫେରି ଆସି ବଡ କ୍ଳାନ୍ତ ବୋଧ କରି ଥକ୍କା ହୋଇ ବସି ଯାଆନ୍ତି   । ରାଜାଙ୍କର ଏପରି ଘଟଣା ଦେଖି ଗୋପାଳ ପ୍ରତି ଦିନ ଥଟ୍ଟା, ବିଦ୍ରୁପ କରେ । ଗୋପାଳକୁ ଜବତ କରିବା ପାଇଁ ଦିନେ ରାଜା କହିଲେ – ଗୋପାଳ...

Read More

ଜାମାତା ନିର୍ବାଚନ

ରାଜଦୀପ ଓ ପ୍ରିୟମ୍ବଦା ସୁଡଙ୍ଗ ଭିତରେ ପଶି ଭିତରୁ କବାଟ ଦେଇଦେଲେ । କିଛି ସମୟ ଧରି ଗ୍ରାମବାସୀମାନେ ବାହାରେ ଖୋଜାଖୋଜି କରି ସେମାନଙ୍କୁ ନ ପାଇବାରୁ ଭାବିଲେ କି ସେମାନେ ପ୍ରକୃତରେ ମହାବିଷ୍ଣୁ ଓ ଲକ୍ଷ୍ମୀ ।                 ସେମାନେ ସେଠାରୁ ଅନ୍ତର୍ଦ୍ଧାନ ହୋଇଯିବା ପରେ ଜୟ ଓ ବିଜୟ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ଏଣେ ଗ୍ରାମବାସୀମାନେ ସେମାନଙ୍କ ଉପରେ ଆକ୍ରମଣ କରି କହିଲେ, “ତୁମେ ଦୁଇଜଣ ରାକ୍ଷସ ଜନ୍ମ ନେଇଛ । ଏଇ ଗାଁରୁ...

Read More

ବନବିଦ୍ୟାଳୟର କର୍ତ୍ତବ୍ୟନିଷ୍ଠ ଛାତ୍ରଗଣ

କଥାଟି ଥିଲା ୧୯୨୪ ମସିହାର । ଥରେ କଟକ ମ୍ୟୁନିସପାଲଟି ପଡିଆରେ ଉତ୍କଳ ପ୍ରାଦେଶିକ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଉଥାଏ । ଏହାର ଆୟୋଜକ ଥାଆନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ । ଏହାକୁ ପରିଚାଳନା କରିବା ପାଇଁ ବାରିଷ୍ଟର ମଧୁସୂଦନ ଦାସ, ଜନନେତା ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ, ସର୍ବୋଦୟ ସେବକ ଗୋପବନ୍ଧୁ ଚୌଧୁରୀ ଆଦି ନେତୃବୃନ୍ଦ ନିଯୁକ୍ତ ହୋଇଥାନ୍ତି । ସେ ଅଧିବେଶନରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ