କାହା ପ୍ରତି କଟୁମନ୍ତବ୍ୟ ପ୍ରୟୋଗ ଜମା ଭଲନୁହେଁ

ଆମ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ କଥା । ତାଙ୍କର ‘ରତନା’ ନାମରେ ଏକ ବିଶ୍ୱସ୍ତ ଚାକର ଥିଲା । ସେ ଅତ୍ୟନ୍ତ ସଚ୍ଚୋଟ ଏବଂ ପ୍ରଭୁଭକ୍ତ ଥିବାରୁ ରାଜେନ୍ଦ୍ର ପ୍ରସାଦ ତାକୁ ବହୁତ ଭଲ ପାଉଥିଲେ ।                 ଦିନକର କଥା । ରତନା ଘର ଓଳାଉଥିବାବେଳେ ବାବୁଙ୍କର ଅତି ପ୍ରିୟ ପାର୍କର କଲମଟି ଅକସ୍ମାତ୍ ତଳେ ଖସିପଡିବାରୁ ତା’ର ମୁନଟି ଭାଙ୍ଗିଗଲା । ସେବକ ରତନାର ଅସାବଧାନତା ଯୋଗୁଁ ଏପରି ଅଘଟଣ...

Read More

କୃଷ୍ଣାବତାର

ମିଥିଳାରେ ବାସ କରୁଥିବା ଯଶୋଦାଙ୍କ ଭାଇ କୁମ୍ଭକଙ୍କ ଗୋଶାଳାରେ ରାକ୍ଷସ କାଳନେମୀର ସାତ ସନ୍ତାନ ଷଣ୍ଢ ରୂପେ ଜନ୍ମ ଗ୍ରହଣ କରି ତାଙ୍କ ରାଜ୍ୟରେ ଭୀଷଣ ଉପଦ୍ରବ କରୁଥାନ୍ତି । କୁମ୍ଭକ ଯେତେ ଚେଷ୍ଟା କଲେ ମଧ୍ୟ ସେମାନଙ୍କୁ ଆଦୌ ସମ୍ଭାଳିପାରୁ ନଥାନ୍ତି । ପ୍ରଜାମାନଙ୍କର ପନିପରିବା ନଷ୍ଟ କରିବା ସଙ୍ଗେ ସଙ୍ଗେ ସେ ଷଣ୍ଢମାନେ ଯାହାକୁ ସେମାନଙ୍କ ଆଗରେ ଦେଖୁଥାନ୍ତି, ତାକୁ ଆକ୍ରମଣ କରି ତଡିନେଇ ଯାଉଥାନ୍ତି । ସେମାନଙ୍କ ହାବୁଡରେ...

Read More

ତ୍ରିଲୋଚନା କଥା

ଏକାଦଶଦିନ ପ୍ରଭାତରେ ନିତ୍ୟ କର୍ମାଦି ଶେଷକରି ସିଂହାସନ ପାଖରେ ଉପସ୍ଥିତ ହୋଇ ଉପବେଶନ କରିବାପାଇଁ ଉଦ୍ୟତ ହେବାମାତ୍ରେ ପରବର୍ତ୍ତି ପୁତ୍ତଳିକା ତ୍ରିଲୋଚନା ତାଙ୍କ ସାମ୍ନାକୁ ଆସି କହିଲା, “ମହାରାଜ! ମୁଁ ତ୍ରିଲୋଚନା । ଦୀର୍ଘକାଳ ଧରି ମୁଁ ମହାରାଜ ବିକ୍ରମାଦିତ୍ୟଙ୍କ ସେବାରେ ନିଜକୁ ନିୟୋଜିତ କରି ଆସିଛି । ତାଙ୍କଭଳି ଜଣେ ଦାନୀ, ତ୍ୟାଗୀ, ମହାଜ୍ଞାନୀ, ବିବେକବାନ୍ ଶାସକ ଏ ଧରଣୀ ବକ୍ଷରେ ମିଳିବା ସମ୍ଭବ ନୁହେଁ । ତାଙ୍କ...

Read More

ଯୋଡିଏ ଡାଳିମ୍ବ କଥା

ଦିନେ ରାଜା କୃଷ୍ଣ ଚନ୍ଦ୍ର ଭାବିଲେ ଗୋପାଳ ଭାଣ୍ଡ ବଡ ଚତୁର । ଆଚ୍ଛା ତାର ନୂଆ ବୋହୂ ଆସିଛି କିପରି ଚତୁର? ଏହା ଜାଣିବାକୁ ଚାକର ଦ୍ୱାରା ଗୋପାଳ ଭାଣ୍ଡର ପୁଅର ବୋହୂ ଠାରୁ ତାକୁ ଡାଳିମ୍ବ ମଗାଇ ପଠାଇ ଥିଲେ । ଗୋପାଳର ପୁତ୍ର ବଧୂ ରାଜାଙ୍କର ରହସ୍ୟ ବୁଝି ପାରି ତାଙ୍କ ବଗିଚାରେ ଗୋଟାଏ ଡାଳିମ୍ବ ଗଛ ଥିଲା, ସେଥିରୁ ଦୁଇଟି ଡାଳିମ୍ବ ତୋଳି ଆଣି ରାଜାଙ୍କର ଲୋକ ହାତରେ ଦେଇ କହିଲେ –  “ଏ ଡାଳିମ୍ବ ନେଇ ଯାଅ” ରାଜାଙ୍କୁ କହିବ...

Read More

ବେଲ୍ଲୋରୋଫନ୍ଙ୍କ ବୀରତ୍ୱ

ଅର୍ଗୋସର ରାଜା ପ୍ରୋଇଟସ୍ଙ୍କ ସହିତ ବେଲ୍ଲୋରୋଫନ୍ ନାମକ ଏକ ରାଜକୁମାର ସାକ୍ଷାତ୍ କରିବାକୁ ଆସି ତାଙ୍କ ପ୍ରାସାଦରେ ଅତିଥି ହୋଇ ରହିଥା’ନ୍ତି । ବେଲ୍ଲୋରୋଫନ୍ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ତଥା ବୁଦ୍ଧିମାନ୍ ଥିଲେ । ସେଥିପାଇଁ ରାଜା ପ୍ରୋଇଟସ୍ ତାଙ୍କୁ ଇର୍ଷ୍ୟା କରି ମାରିଦେବାକୁ ଚାହିଁଲେ । ସମ୍ମୁଖ ଯୁଦ୍ଧରେ ତ ସେ ତାଙ୍କର ଶତ୍ରୁଙ୍କୁ କେବେ ମଧ୍ୟ ମାରିପାରିବେ ନାହିଁ, ତେଣୁ ସେଥିପାଇଁ ସେ ଅନ୍ୟ ଏକ ପନ୍ଥା ଖୋଜିଲେ ।...

Read More

କୃଷ୍ଣାବତାର

ଦିନେ ପ୍ରଭାତ ସମୟରେ ଶ୍ରୀକୃଷ୍ଣ, ସାତ୍ୟକି ଓ ଉଦ୍ଧବଙ୍କ ସହ ଆଲୋଚନା କରୁଥିବା ବେଳେ ଜଣେ ଅତିଥି ଆସି ସେଠାରେ ଉପସ୍ଥିତ ହେଲେ । ଶ୍ରୀକୃଷ୍ଣଙ୍କୁ ନିବେଦନ କରି ସେ କହିଲେ, “ମହାତ୍ମନ୍, ଦୁଷ୍ଟ ଜରାସନ୍ଧ ପ୍ରାୟ କୋଡିଏ ହଜାର ରାଜାଙ୍କୁ ବନ୍ଦୀ କରି ରଖିଛି । ସେମାନଙ୍କୁ ସେ କିଛି ହେଲେବି ଖାଇବାକୁ ଦେଉ ନାହିଁ । ଭାରି ହଇରାଣ କରି କଷ୍ଟ ଦେଇ ଅତ୍ୟାଚାର କରି ସେମାନଙ୍କୁ ସେଠି ସେ ରଖିଛି । ଜରାସନ୍ଧ ହାତରେ ସେମାନଙ୍କ...

Read More

ଗୋପାଳ ଘରେ ଅଦ୍ଭୁତ ଚୋରୀ

 ମହାରାଜା କୃଷ୍ଣ ଚନ୍ଦ୍ର ଦିନେ ସଭାରେ ବସି ନାନା ପ୍ରକାର ରହସ୍ୟ କଥା ଭାଷା ହେଉ ହେଉ କହିଲେ –                  ଏଥି ମଧ୍ୟରୁ ଯେ କେହି ଗୋପାଳ ଭାଣ୍ଡଙ୍କ ଘରୁ ଚୋରୀ କରି ପାରିବ ମୁଁ ତାଙ୍କୁ କିଛି ପୁରସ୍କାର ଦେବି । ଏ କଥା ଶୁଣି ସମସ୍ତେ ଭାବିଲେ ଗୋପାଳ ତ ଆମ୍ଭ ମାନଙ୍କ ମଧ୍ୟରେ ଜଣେ ବଡ ଚତୁର ଚୂଡା ମଣି, ତା ଘରୁ ଚୋରୀ କରିବା ଅସମ୍ଭବ । ଯେ ଚୋରୀ କରିବାକୁ ଯିବ ସେ ନିଶ୍ଚୟ ବିପଦରେ ପଡିବ । ଏହା ବିଚାରି ଆଉ କେହି...

Read More

ରାଜକୁମାରୀ ବିଚିତ୍ରା

ଗଡ ମଧୁପୂର ବୋଲି ଖଣ୍ଡିଏ ରାଜ୍ୟ । ସେହି ରାଜ୍ୟଟି ଆକାରରେ ବେଶି ବଡ ନ ହେଲେ ମଧ୍ୟ ଏତେ ଛୋଟ ବି ନୁହେଁ । ରାଜା ଶ୍ରୀ ବିଶ୍ୱଜିତ ସିଂହ ସେଠାରେ ରାଜପଣ କରନ୍ତି । ସେ ପୁଣି ପ୍ରବଳ ପ୍ରତାପୀ । ତେଣୁ ସେ ବହୁତ ସୈନ୍ୟ ସାମନ୍ତ ନିଜ ସଙ୍ଗେ ରଖିଥାନ୍ତି । ଯୁଦ୍ଧ କାର୍ଯ୍ୟ ପଡିଲେ ମାତି ଉଠନ୍ତି ସେମାନେ ଠିକ୍ ଭୀମସେନ ପରି । ତାଙ୍କ ନାଁ ଶୁଣିଲେ ଅନ୍ୟାନ୍ୟ ରାଜ୍ୟର ରାଜାମାନେ କରପତ୍ର ଯୋଡନ୍ତି । ଭୟରେ ତାଙ୍କୁ କେହି କେବେବି...

Read More

ଭୂତୁଣୀର ସର୍ତ୍ତ

ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଗଛଲତା ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ...

Read More

ଆକାଶରେ ଶିଳପୁଆ

ଅନେକ ଦିନ ତଳର କଥା । ବ୍ରହ୍ମଦେଶର ଗୋଟିଏ ଗାଁରେ ବୁଢୀଟିଏ ରହୁଥିଲା । ତା’ର ପୁଅ ବୋହୁ ତ ପରଲୋକଗମନ କରିଥିଲେ । କିନ୍ତୁ ପଛକୁ ସେମାନେ ଯୋଡିଏ ପୁଅ ଛାଡି ଯାଇଥିଲେ । ବୁଢୀ ସେ ଦୁଇ ପିଲାଙ୍କୁ ନିଜ ସାଧ୍ୟାନୁସାରେ ମଣିଷ କରିଥାଏ । କିନ୍ତୁ ଦିନେ ସେ ବୁଢୀର ଶେଷ ସମୟ ଆସି ଉପସ୍ଥିତ ହେଲା । ତେଣୁ ସେ ତା’ର ଦୁଇ ନାତିଙ୍କୁ ଡାକି କହିଲା, “ପିଲାଏ, ମୁଁ ତମମାନଙ୍କ ପାଇଁ କୌଣସି ସୁନା ରୂପା ରଖିଯାଇ ପାରୁନାହିଁ ।” ଏହା ଶୁଣି...

Read More

ବନ୍ଦୀ ରାଜଗୁରୁ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଏଣେ ସେ ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡ ଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷ ନିକଟକୁ...

Read More

ସହରର ଅଶାନ୍ତି

ଦୁଇଟି ମୂଷା ବହୁତ ଭଲ ସାଙ୍ଗ ଥିଲେ । ତାଙ୍କ ଭିତରୁ ଜଣେ ଗାଁରେ ରହୁଥିଲା ଓ ଆଉ ଜଣେ ସହରରେ ରହୁଥିଲା । ଗାଁରେ ଥିବା ମୂଷାଟି ବିଲରେ ଶାନ୍ତିରେ ରହୁଥାଏ । ତାକୁ ସେଠି ଯାହା ବି ଫସଲ ମିଳେ, ସେ ତାକୁ ଖାଇ ଆନନ୍ଦରେ ରହୁଥାଏ । ଥରେ ସେ ଗାଁରେ ରହୁଥିବା ମୂଷା ନିକଟକୁ ତା’ର ସହରୀ ସାଙ୍ଗ ବୁଲିଆସିଲା । ସାଙ୍ଗକୁ ଦେଖି ଏ ଗାଁରେ ରହୁଥିବା ମୂଷା ଭାରି ଖୁସି ହୋଇଗଲା । ସେ ଯାହାସବୁ ଫସଲ ସାଇତି କରି ରଖିଥିଲା, ତାକୁ ସବୁ...

Read More

ସନ୍ଦେହ ନିବାରଣ

ସୌଶିଲ୍ୟ ଦେଶର ରାଜା ସର୍ବୋତମ ଜଣେ ଉତ୍ତମ ଶାସନକର୍ତ୍ତା ଥିଲେ । କିନ୍ତୁ କଳା ପ୍ରତି ତାଙ୍କର ଗଭୀର ଅନୁରାଗ ଥିଲା । ବିଭିନ୍ନ କଳା ଓ କଳାକାରଙ୍କୁ ସେ ତାଙ୍କ ଦରବାରରେ ସ୍ଥାନ ଦେଉଥିଲେ ଓ ସେମାନଙ୍କୁ ସେ ନାନା ଭାବରେ ପୁରସ୍କୃତ ମଧ୍ୟ କରୁଥିଲେ । ଦିନେ ରାଜା ତାଙ୍କର ପାଟରାଣୀ ନିର୍ମଳାଦେବୀଙ୍କ ସହିତ ବଗିଚାରେ ବୁଲୁଥିଲେ, ସେତେବେଳେ ଦରବାରର କବି ସଞ୍ଜୟ ସେଠାକୁ ଆସିଲେ । ରାଜାଙ୍କର ଏକ ଇଚ୍ଛା ଥିଲା ଯେ “ସର୍ବକଳା...

Read More

କୁଆ ଏବଂ କଳାନାଗ

ଘଂଚ ଜଙ୍ଗଲ ମଧ୍ୟରେ ଏକ ବିରାଟ ବରଗଛ ଥିଲା । ସେହି ବର ଗଛରେ ଥିବା କୋରଡ ମଧ୍ୟରେ ଏକ କୁଆ ଦମ୍ପତ୍ତି ବାସ କରୁଥିଲେ । ଏଇଗଛ ପାଖରେ ଏକ କଳା ଗୋଖର ସାପ ବାସ କରୁଥାଏ । କିଛି ଦିନ ପରେ କୁଆଟି ତା’ର ବସାରେ ଡିମ୍ବ ଦେଲା । ଦୁଷ୍ଟ ଗୋଖର ସାପଟି ଏହା ଜାଣିପାରି କୁଆ ବସାରେ ପଶି ତା’ର ଡିମ୍ବକୁ ନଷ୍ଟ କରିଦେଲା । ସାପଟି ଏହିପରି ଥରେ ନୁହେଁ ବାରମ୍ବାର କଲା । ସାପର ଏପରି କାର୍ଯ୍ୟକଳାପ ଦେଖି କୁଆ ଦମ୍ପତ୍ତି କ’ଣ କରିବେ କିଛି...

Read More

କାହାକୁ ହୀନ ମଣିବା କାହିଁକି

       ଗୋଟିଏ ପଲ୍ଲୀ ଗାଁ ପାଖଦେଇ କୁଳୁକୁଳୁ ନାଦରେ ବହିଯାଉଥାଏ ପାହାଡି ନଈଟା । ସେଇ ନଈକୂଳରେ ଶିବମନ୍ଦିରଟିଏ । ମନ୍ଦିର ବେଢାରେ ଏକ ପ୍ରକାଣ୍ଡ କୂଅ ଓ ସୁନ୍ଦର ଫୁଲବଗିଚା ରହିଛି । ବଗିଚାରେ ନାନା ଜାତିର ଫୁଲ ଫୁଟି ପବନରେ ଦୋଳିଖେଳୁଥାଏ, ଏଥିରୁ ନାନା ପ୍ରକାର ଫୁଲ ଦ୍ବାରା ଭଗବାନ ଶିବ ମଣ୍ଡିତ ହୋଇ ବେଶ୍ ସୁନ୍ଦର ଦିଶୁଥାଏ ।        ସେହି ବଗିଚାର ଫୁଲଗଛଗୁଡିକ କ୍ରମେ କ୍ରମେ ବଡ ହେବାକୁ ଲାଗିଲା । ଗୋଟିଏ ଫୁଲଭରା ଗଛ...

Read More

ହିଂସାର ଫଳ ଖରାପ

ତୁଳସୀପୁର ବୋଲି ଏକ ଗାଁରେ ଗୋଟିଏ ଧୋବା ଗୋଟିଏ ଗଧ ଓ ଆଉ ଗୋଟିଏ ଛେଳି ପାଳୁ ଥିଲେ । ଗଧ ପିଠିରେ ବୋଝ ଲଦି ସେ ନଈକୁ ନେଇ ଯାଏ ତାର ଲୁଗା ସଫା କରିବାକୁ । ସେଥି ପାଇଁ ସେ ଗଧର ଉପଯୁକ୍ତ ଧ୍ୟାନ ନେବାକୁ ଯାଇ ତାକୁ ଦାନା, ପାଣି, ଘାସ ଇତ୍ୟାଦି ଖାଇବାକୁ ଦଉ ଥିଲା ।                 ଏ ସବୁ ଛେଳି ଦେଖି ଗଧ ଉପରେ ତା’ର ହିଂସା ହେଉ ଥିଲା । ସେ ଚାହୁଁ ଥିଲା କିଭଳି ଭାବରେ ଗଧ ଉପରେ ମାଲିକର ବିତୃଷ୍ଣା ଭାବ ସୃଷ୍ଟି କରି ପାରିବ...

Read More

ପିତାଙ୍କ ଆଦର୍ଶ!

ଅନେକ ଦିନ ତଳର କଥା । ଥରେ ବୋଧିସତ୍ୱ କାଶୀ ରାଜ୍ୟର ଗୋଟିଏ ପଲ୍ଲିରେ ଜନ୍ମଗ୍ରହଣ କରିଥାନ୍ତି । ବାପା ମା ତାଙ୍କ ନାମ କମଳ ରଖିଥିଲେ । ସେମାନେ ବହୁତ ସ୍ନେହ ଯତ୍ନରେ କମଳକୁ ବଢାଇଥିଲେ ।                 କମଳ ତ ଶିଶୁଅବସ୍ଥାରେହିଁ ନିଜର ଅସାଧାରଣ ବୁଦ୍ଧି ଓ ବିବେକର ପରିଚୟ ଦେଲା । ବାପା ମା ତାକୁ ଯେତିକି ସ୍ନେହ କରୁଥିଲେ, ତାହାଠାରୁ ତା’ ଜେଜେ ବାପା ତାକୁ ବହୁଗୁଣ ଅଧିକ ସ୍ନେହ କରୁଥିଲେ ।                 ତେବେ...

Read More

ସ୍ୱର୍ଗୀୟ ଦାନ

ଗୋଟିଏ ଗ୍ରାମରେ ଦୁଇଜଣ ସ୍ତ୍ରୀ ଥା’ନ୍ତି । ତନ୍ମଧ୍ୟରୁ ଜଣେ ଧନୀ ଓ କଞ୍ଜୁସ୍ । ଆଉ ଜଣେ ଭାରି ଗରୀବ ଥିଲେ ମଧ୍ୟ ସେ ଅତ୍ୟନ୍ତ ଦୟାଳୁ ଥିଲା । ତା’ର ହୃଦୟ ନବନୀତ କୋମଳ ଥିଲା, ଗରୀବ ବା ଅସହାୟ ଲୋକଙ୍କର ଯେତିକି ପାରେ ସେ ସହାୟତା କରେ । ତା’ ଦୁଆର ମୁହଁରୁ ଦୁଃଖିରଙ୍କି କେବେବି ଖାଲି ହାତରେ ଫେରନ୍ତି ନାହିଁ । ଦୁଇଜଣ ପରସ୍ପରର ପଡୋଶୀ ।                 ଧନୀ ମହିଳାଙ୍କ ପରିବାର ସହରରେ ରହି ବ୍ୟବସାୟ କରୁଥାନ୍ତି । ଗାଁରେ...

Read More

କନକ ସୁନ୍ଦରୀ

ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ଓ ବଜ୍ରଧ୍ୱନି ମଝିରେ ଶ୍ୱାନଶ୍ୱାପଦଙ୍କ ରଡି ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ବୃକ୍ଷରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ତାକୁ ସେ ତାଙ୍କ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା...

Read More

ଟଙ୍କା ଥଳି

ଜଗତ ଦାସ ଜଣେ ସାଧାରଣ ଗୃହସ୍ଥ । ତେବେ ତା’ର ଯେତିକି ଜମି ଆବଶ୍ୟକ, ତାହାଠୁ କିଛି ଅଧିକ ଥିଲା । ନିଜର ଗୋଟିଏ ବୋଲି ଝିଅର ବାହାଘର ଟିକିଏ ଧୁମ ଧାମ ରେ କରିବାକୁ ମନସ୍ଥ କରି ସେ ଦୁଇ ଏକର ଜମି ଜମିଦାରଙ୍କୁ ବିକିଦେଲା । ଦୁଇ ହଜାର ଟଙ୍କା ପାଇଲା । ଏହା ଯେଉଁ ସମୟର କଥା କୁହାଯାଉଛି, ସେତେବେଳେ ପଚାଶଟି ସ୍ୱର୍ଣ୍ଣମୁଦ୍ରାର ମୂଲ୍ୟ ଦୁଇ ହଜାର ଟଙ୍କା ଥିଲା । ଜଗତ ଦାସ ସ୍ୱର୍ଣ୍ଣମୁଦ୍ରା ଥଳିଟି ନେଇ ଆସି ନିଜ ଭିତର ଘର ସିନ୍ଧୁକ...

Read More

ବିକ୍ରମାଦିତ୍ୟଙ୍କ ବିବାହ

 ନ୍ୟାୟବନ୍ତ ଧାର୍ମିକ ରାଜା ବିକ୍ରମାଦିତ୍ୟ ମରାଠା ରାଜ୍ୟରେ ପହଁଚିଗଲେ । ଏକ କୁସୁମ ଉଦ୍ୟାନ । ତା’ ନିକଟରେ ସୁନ୍ଦର ପୁଷ୍କରିଣୀ, ଅମୃତ ତୁଲ୍ୟ ତା’ର ଜଳ । ସେହି ପୁଷ୍କରିଣୀ ନିକଟରେ ସଦାଶିବଙ୍କ ମନ୍ଦିର । ରାଜା ବିକ୍ରମାଦିତ୍ୟ ଭାବିଲେ ଆଜି ରାତ୍ରି ଏଠାରେ କଟାଇ କାଲି ଅନ୍ୟସ୍ଥାନକୁ ଯିବି । ଏକ ବୃକ୍ଷମୂଳେ ତୃଣ ବିଛଣା କରି ଶୋଇଲେ । ମରାଠା ରାଜାଙ୍କର କନ୍ୟା ଶିବପୂଜା କରି ଗଲା । ଗଇଶ ଦୁଦୁରା ବିଲ୍ୱଦଳ ଦେଇ ଶିବଙ୍କୁ...

Read More

ଅଧର୍ମ ବିତ୍ତ

ବିଜେ ନରହରିପୁର ଶାସନମୁଣ୍ଡ ସାହାଲା ଘରକୁ ଛାଡି ପଚାଶ ଷାଠିଏ କଦମ ଦୂରରେ ବଳଦେବଙ୍କ ପୂଜାପିଣ୍ଡି ବା ମଣ୍ଡପ । ଗ୍ରାମ ଦିଗକୁ ଛାଡି ସେ ପିଣ୍ଡିର ଆଉ ତିନିପଟରେ ପାଂଚଶାଲି, ଦଶଶାଲି, ମଧ୍ୟଭଳି ଅତି ପୁରୁଣା ବୁଢା, ଗଣତିରେ ଶହେ ସାତ ନଡିଆଗଛ । ଏଗୁଡିକ ସବୁ ଶାସନ ମହାଜନଙ୍କ କୋଠ ଗଛ । ଫଳ ଏକ ସଙ୍ଗରେ ତୋଳାଯାଇ ଭାଗପିଛେ ବାଂଟ ହୁଏ ।                 ସକାଳ ଓଳି ବେଳ ଘଡିକ ସମୟରେ ନଡିଆଗଛ ମୂଳରେ ଜଣ ପଚାଶ ବ୍ରାହ୍ମଣଗୋସାଇଁ...

Read More

ପେଟ ଓ ଶରୀର

ଥରେ ଶରୀରର ବିଭିନ୍ନ ଅଂଶ ପେଟ ଉପରେ ରାଗିଗଲେ । ସେମାନେ କହିଲେ ଆମେ ସମସ୍ତେ ତ କାମ କରୁଛୁ କିନ୍ତୁ ଏ ପେଟ କିଛି ବି କାମ ନକରି ଖାଲି ଆରାମ୍ରେ ଅଛି । ସେଥିପାଇଁ ପେଟକୁ ଗୋଟିଏ ଶିକ୍ଷା ଦେବାକୁ ଯାଇ ପେଟ ସହିତ ସେମାନେ ଅସହଯୋଗ କଲେ । ଏମିତିକି ହାତ ଆଉ ଖାଇବା ଜିନିଷ ଉଠାଇଲା ନାହିଁ, ଦାନ୍ତ ବି ଆଉ ଚୋବାଇଲା ନାହିଁ । ଫଳରେ ପେଟକୁ ଆଉ ଖାଇବା ଜିନିଷ ଗଲାନାହିଁ । ଏଣେ ଖାଇବାକୁ ନପାଇ ଶରୀରକୁ ବଡ ଦୁର୍ବଳ ଲାଗିଲା ଏବଂ ତାର...

Read More

ଯଥାର୍ଥ ଚିକିତ୍ସା

ରାମନଗରରେ ଶିବୁ ନାମକ ଯୁବକଟିଏ ଥାଏ । ତା’ର ସାରା ଦୁନିଆରେ ଏକମାତ୍ର ନିଜଲୋକ ବୋଲି ବିଧବା ମା’ଟିଏ ଥାଏ । ଦିନେ ରୋଗୀ ମା’କୁ ନେଇ ଶିବୁ ବୈଦ୍ୟଙ୍କ ଘରକୁ ଗଲା । ଦେଖିଲା ଆଗରୁ ବହୁତ ଲୋକ ସେ ବୈଦ୍ୟଙ୍କ ଅପେକ୍ଷାରେ ଥା’ନ୍ତି । ଶିବୁ ମା’କୁ କହିଲା, “ମା’ ଏବେ ଏତେ ଲୋକଙ୍କ ଚିକିତ୍ସା ଶେଷ ହେବାକୁ ବହୁତ ସମୟ ଲାଗିବ । ତୁମର ପାଳି ପଡିବା ଭିତରେ ମୁଁ ଏଇ ଟିକିଏ ବଜାର ହୋଇ ଆସୁଛି । ତମେ ଏଠାରେ ବସିଥାଅ ।” ଏତିକି କହି ସେ...

Read More

ଯୋଗୀ ଓ ନାସ୍ତିକ

ନିଶା ସେମିତି ଗରଜୁଥାଏ । ଏଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି...

Read More

ସଙ୍ଗ ଦୋଷ

ଜଣେ ଚାଷୀର ଜମିରେ ଚଢେଇ ପଡି ବହୁତ ଫସଲ ନଷ୍ଟ କଲେ । ଶେଷରେ ଚାଷୀ ଫାଶ ବସାଇବାକୁ ବାଧ୍ୟ ହେଲା । ଆଉ ସେ ଫାଶରେ ବହୁତ ଚଢେଇ ପଡିଲେ । କିନ୍ତୁ ସେମାନଙ୍କ ସଙ୍ଗରେ ଗୋଟିଏ ବଡ ଗେଣ୍ଡାଳିଆ ମଧ୍ୟ ଧରାପଡିଲା । ଗେଣ୍ଡାଳିଆ ଚାଷୀକୁ ଦେଖି କାନ୍ଦି କାନ୍ଦି କହିଲା, “ମୋତେ ମାର ନାହିଁ, ମୁଁ ଅନ୍ୟ ଚଢେଇଙ୍କ ପରି ଆଦୌ ଲୋଭୀ ନୁହେଁ । ମୁଁ ଏମାନଙ୍କ ସଙ୍ଗରେ ଏମିତି ଚାଲି ଆସିଥିଲି, ଏଥର ମୋତେ ଛାଡିଦିଅ ।”                 ଏକଥା...

Read More

ବାମନର ବିବାହ

ବେଲାପୁର ଗ୍ରାମରେ ଚରିଆ ନାମକ ବାମନଟିଏ ଥାଏ । ଉଚ୍ଚରେ ଅତି ସାନ, ଦେଖିବାକୁ ସେ ମଧ୍ୟ ଏତେ ଭଲ ନୁହେଁ । କିନ୍ତୁ ହାତୀମାନଙ୍କୁ ବଶରେ ରଖିବାର ନାନା ପ୍ରକାର କୌଶଳରେ ସେ ଦକ୍ଷତା ଅର୍ଜନ କରି ଥାଏ । ହାତୀ କିଣିବାର ହେଲେ ରାଜା ତାକୁ ଡାକନ୍ତି ଓ ବହୁତ ଧନ ଦିଅନ୍ତି ।                 ଦିନେ ତା’ର ହାତୀମାନଙ୍କ ସହିତ ନାନା ପ୍ରକାର କୌଶଳ ପ୍ରୟୋଗ କରିବାର ଦେଖି ସେ ରାଜା ବହୁତ ଖୁସି ହେଲେ । ତା’ପରେ ରାଜା ତାଙ୍କୁ ପ୍ରଶଂସା...

Read More

ଶିବଲୀଳା

ମହର୍ଷି ମୃକଣ୍ଡ ଭୃଗୁବଂଶରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ସ୍ତ୍ରୀଙ୍କ ନାମ ମରୁଦ୍ବତୀ ଥିଲା । ବିବାହର ବହୁ ବର୍ଷ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ହେଲା ନାହିଁ । ତେଣୁ ସେ ଦୁହେଁ ଅନେକ ଦିନ ଧରି ତପସ୍ୟା କଲେ ଓ ନାନା ତୀର୍ଥ କ୍ଷେତ୍ରରେ ବୁଲି ବୁଲି ଶେଷରେ କେଦାର ତୀର୍ଥରେ ସେମାନେ ଯାଇ ପହଁଚିଲେ । ଦିନେ ସେଠାରେ ସେ ଦୁହେଁ ବସି ଧ୍ୟାନ କରୁଥିବା ସମୟରେ ହଠାତ୍ ଏକ ଆକାଶବାଣୀ ହେଲା ଯେ, “ତୁମ ଦୁହିଁଙ୍କର ତପସ୍ୟା...

Read More

ସତ୍ୟ ବିଚାର

ସମ୍ରାଟ୍ ଆକବରଙ୍କ ରାଜ୍ୟ । ସେହି ରାଜ୍ୟରେ ଜଣେ ସାଧାରଣ ବର୍ଗର ଲୋକ ବାସ କରୁଥାଆନ୍ତି । ତାଙ୍କର ପରିବାରଟି ଯେପରି ଛୋଟ, ସଂସାର ଚଳଣୀ ମଧ୍ୟମ ଧରଣର । ସେହିପରି ସେହି ଗ୍ରାମରେ ତା’ର ମଧ୍ୟ ଜଣେ ସାଙ୍ଗ ବାସ କରୁଥିଲେ । ସାଙ୍ଗଙ୍କର ପରିବାରଠାରୁ ତାଙ୍କର ପରିବାର ଅଧିକ ସାଙ୍ଗ ଦୁଇଜଣଙ୍କର ଖୁବ୍ ନିବିଡତା ଥାଏ । ଦିନକର କଥା, ପ୍ରଥମ ସାଙ୍ଗ ଜଣକ ସେହି ରାତ୍ରିରେ ଗୋଟିଏ ସ୍ୱପ୍ନ ଦେଖିଲା ଯେ, ସେ ତା’ର ସାଙ୍ଗକୁ ଶହେ ଟଙ୍କା...

Read More

କଳାର ସମ୍ମାନ

ନିଦରୁ ଉଠିବା ମାତ୍ରେ ମୋଗଲସରାଇର ଜମିଦାରଙ୍କୁ ଭାଟ ତା’ର ପ୍ରଶଂସାପୂର୍ଣ୍ଣ ଗୀତ ଶୁଣାଏ । ଏହି ପ୍ରଥା ପ୍ରତ୍ୟେକ ରାଜା, ଜମିଦାରଙ୍କର ଚଳି ଆସୁଅଛି । ସବୁଦିନେ ଏକହିଁ କଥା ଶୁଣି ଶୁଣି ଜମିଦାର ଖୁବ୍ ବିରକ୍ତ ହୋଇ ଦିନେ ଦେବାନ୍ଙ୍କୁ ଡାକି କହିଲେ, “ଏହି ଭାଟ ପ୍ରଥା ଟିକିଏ ବନ୍ଦ କରାଅ ତ । କିଛି କାମ ନାହିଁ, ଦିନସାରା ଅଳସୁଆ ହୋଇ ବସି ରହିବ, ଆଉ ମାସିକ ଭତ୍ତା ପାଇବ; ତାକୁ ଦେଖି ଅନ୍ୟଲୋକମାନେ ମଧ୍ୟ ସେଇଆ କରିବେ । ତା’ର...

Read More

ଶ୍ରୀଜଗନ୍ନାଥଙ୍କ କାହାଣୀ

ରାଜା ଇନ୍ଦ୍ରଦ୍ୟୁମ୍ନ ବିଶାଳ ମନ୍ଦିର ନିର୍ମାଣ କରି ଚତୁର୍ଦ୍ଦିଗକୁ ଦିଅଁ ସନ୍ଧାନ କରିବା ନିମନ୍ତେ ଚାରିଜଣ ସନ୍ଧାନୀ ଯୁବକଙ୍କୁ ପ୍ରେରଣ କଲେ । ବିଦ୍ୟାପତି ଯାଇ ବଣ ମୂଲକରେ ଶବର-ରାଜା ବିଶ୍ୱାବସୁଙ୍କ କନ୍ୟା ଲଳିତାଙ୍କୁ ଭେଟିଲେ ଓ ତାଙ୍କୁ ସେ ବିଭା କଲେ । ପ୍ରତିଦିନ ପ୍ରତ୍ୟୁଷରେ ବିଶ୍ୱାବସୁ କୌଣସି ରହସ୍ୟମୟ ଦିଅଁକୁ ପୂଜିବାକୁ ଯାଉଥିବାର ଜାଣି ବିଦ୍ୟାପତି ମଧ୍ୟ ସେ ଦିଅଁ ଦର୍ଶନ କରିବାକୁ ଜିଗର କଲେ । ରାତିରେ ଲଳିତା...

Read More

ପୁଣ୍ୟବାନ୍

ହେଲାପୁରୀ ରାସ୍ତାରେ ଲୋକଟିଏ ଟୋକେଇଟିଏ ମୁଣ୍ଡେଇ ଯାଉଥିଲା; ଝୁଂଟିପଡି ସେ ଟୋକେଇ ସହିତ ପଡିଗଲା । ଫଳରେ ସେଥିରେ ଥିବା କାଚ ଜିନିଷ ଗୁଡିକ ଭାଙ୍ଗିଗଲା । ଲୋକମାନେ ତାକୁ ସହାନୁଭୂତି ଦେଖାଇବାକୁ ଦୌଡି ଆସିଲେ ।       ଜଣେ ବ୍ୟକ୍ତି କହିଲା, “ଆହାରେ, ଏବେ ଏହି ଭଙ୍ଗା କାଚ ପାଇଁ, ତୁମ ମାଲିକକୁ ତ ଟଙ୍କା ଦେବାକୁ ପଡିବ । ବରଂ ଏଠାରେ ଉପସ୍ଥିତ ଥିବା ଆମେ ସମସ୍ତେ, ପ୍ରତ୍ୟେକେ କିଛି କିଛି ଟଙ୍କା ଦେବା ସେହି ପଇସାରେ ତମେ...

Read More

କ୍ରୋଧରୁ ଲାଭ!

ରାଜକୋଟରେ ପର୍ଶୁରାମ ନାମରେ ଜଣେ ମଧ୍ୟବିତ ବ୍ୟକ୍ତି ଥାଏ । ସେ ଅବଶ୍ୟ ପୁରାଣ ବର୍ଣ୍ଣିତ ପର୍ଶୁରାମଙ୍କ ପରି ବଡ କ୍ରୋଧୀ ସ୍ୱଭାବର ଥିଲା । ଛୋଟ କଥାରେ ରାଗି ସେ ଲାଲ୍ ହୋଇ ଯାଉଥିଲା ।       ଦିନେ ତା’ର ସାଙ୍ଗ ମୁକୁନ୍ଦ ତାକୁ ଦେଖା କରିବାକୁ ଆସିଲା । ମୁକୁନ୍ଦ ଘୋଡା ଗାଡିରୁ ଓହ୍ଲାଇ ସେ ଗାଡିବାଲାକୁ ପାଞ୍ଚଟଙ୍କା ଦେଲା । ଏକଥା ପର୍ଶୁରାମ ଦେଖିଦେଇ ଭୀଷଣ ରାଗିଯାଇ କହିଲା, “କ’ଣ ହେଲା, ସହରରୁ ଏଠାକୁ ଆସିବାକୁ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ