ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଶୁଆ ଶାରୀ କଥା

ବିଟ ପୁରୁଷର ପ୍ରେମ

ରାଜା ଏବେ ରାଣୀଙ୍କୁ ଧରି ଗଙ୍ଗା କୂଳକୁ ଗଲେ । ଏ କଥା ରାଜ୍ୟ ସାରା ପ୍ରଚାର ହୋଇ ଯିବାରୁ ସମସ୍ତଙ୍କ ମନରେ ଦୁଃଖ ହେଲା । ରାଇଜ ସାରାର ପ୍ରଜା ମାନେ ଆସି ରାଣୀଙ୍କର ଗୋଡ ହାତ ଧରି ଅନୁରୋଧ କଲେ । ରାଣୀଙ୍କ ମନ ବଦଳିଲା ନାହିଁ । ସେ କହିଲେ ଯିଏ ଯାହା କୁହନ୍ତୁ ପଛେ, ମୁଁ କିନ୍ତୁ ରାଜାଙ୍କ ଠାରୁ ସେହି ସତ୍ୟ କଥାକୁ ଜାଣିବାକୁ ଚାହେଁ ।                 ଶେଷରେ...

Read More

ପାଗଳ ପ୍ରେମୀ

ଭାରତ ଦେଶର ମଗଧ ଦେଶ । ସେହି ସହରରେ ସୁନନ୍ଦ ସେନ ନାମକ ଜଣେ ରାଜା ଥିଲେ । ତାଙ୍କର ଛଇଳା ନାମରେ ଏକ କନ୍ୟା ଥିଲା । ରାଜକୁମାରୀ ଛଇଳା ଅତ୍ୟନ୍ତ ସୁନ୍ଦରୀ ଏତେ ସୁନ୍ଦରୀ ଯେ ସେହି ସୌନ୍ଦର୍ଯ୍ୟ ନମନ୍ତେ ରାଜକୁମାରୀ ଖୁବ୍ ଅହଂକାରୀ ଥିଲେ । ଆଉ ମଧ୍ୟ ସେ ଶପଥ କରି ଥିଲେ ଯେଉଁ ଯୁବକ ମୋର ସାତ ଗୋଟି ପ୍ରଶ୍ନର ଉତ୍ତର ଦେଇ ଦେବ ରାଜ କୁମାରୀ ଛଇଳା ସେହି ଯୁବକଙ୍କୁ...

Read More

ଶୁଆ ପକ୍ଷୀର ଚାତୁରୀ

ସେ ରାଜା ବିଜୟ ସେନ୍ଙ୍କ ଶୁଆ, ଖୁବ୍ ଚତୁର ଆଉ ବୁଦ୍ଧିଆ ମଧ୍ୟ, ସେ ଶୁଆ ଯାଇ ବସି ଥାଏ ରାଜ କୁମାରୀ ଛଇଳାଙ୍କ ଉଆସ କାନ୍ଥରେ , ରାଜ କୁମାରୀ ବଡ ଚାଲାଖ, ସେ ସେହି ଶୁଆଟିକୁ ଧରିବାକୁ ଚେଷ୍ଟା କଲା, ପାଖକୁ ଆସିବା ଲାଗି ଶୁଆକୁ ବହୁ ପ୍ରଲୋଭନ ଦେଖାଇଲା, ଶୁଆ ରାଜ କୁମାରୀର ସମସ୍ତ ପ୍ରଲୋଭନ କଥାକୁ ବୁଝି ସାରିଥିଲେ । ସେ ରାଜ କୁମାରୀ ପାଖକୁ ଯାଇ ତା’ ହାତରେ ଧରା ପଡି...

Read More

ପରର ସ୍ତ୍ରୀ ରାଜକନ୍ୟା

ଶୁଆ କହିଲା ଶାରୀଲୋ ମୁଁ ତୋତେ ପୁରୁଷର ପରୋପକାର କଥା ସିନା କହିଲି, ହେଲେ ତୁମର ମାଇପ ଜାତିଯେ କେଡେ ବେଇମାନୀ ସେ କଥା ମଧ୍ୟ ଶୁଣ । ଏହା ପରେ ଶୁଆ ଆରମ୍ଭ କଲା – ରାଜା ଝିଅ ଛଇଳାକୁ । ବିଜୟ ସେନ୍ ସେହି ପଳାତକ ରାଜ କୁମାରୀଙ୍କ ସହିତ ବିବାହ କରାଇ ଦେଇ ନିଜର ପ୍ରତିଜ୍ଞା ପୂରଣ କଲେ ତାପରେ ସେମାନଙ୍କୁ ଛାଡି ଦେଇ ନିଜେ ଅଶ୍ୱରେ ବସି ଶୁଆ ସହିତ ନିଜ ରାଜ୍ୟକୁ ଫେରି...

Read More

ମୁଁ ଘାତକିନୀ ରାଜ ଜେମା

ଏହା ପରେ ଅନେକ ଦିନ ବିତି ଯାଇଛି । ରାଜ କୁମାର ସୁସ୍ଥ ହୋଇ ସେହି ଗ୍ରାମରେ ଥିଲା । ଗ୍ରାମର ଲୋକ ମାନେ ରାଜ କୁମାର ବିଷୟରେ ସମସ୍ତ ଜାଣି ଥିଲେ । ରାଜ କୁମାର କେବଳ ରାଜ କନ୍ୟା ଛଇଳା ନିମନ୍ତେ ପାଗଳ ପ୍ରାୟ ହୋଇ ଥାଆନ୍ତି । ଗ୍ରାମର ଲୋକ ଯେତେ ବୁଝାଇଲେ ମଧ୍ୟ ସେ ବୁଝୁ ନଥାନ୍ତି । ଜ୍ୟୋତିଷ କହି ଛନ୍ତି ଯେ ରାଜ କୁମାରୀ ଛଇଳା ବଂଚିଛି । ପୁଣି ସେ ଅନ୍ୟକୁ ବିବାହ...

Read More

ବୁଢୀଟି କାନ୍ଦୁଥିଲା କାହିଁକି?

ପ୍ରୀତିପୁର ନାମରେ ଗୋଟିଏ ଗ୍ରାମ ଥିଲା । ଗ୍ରାମଟି ସହରଠାରୁ ଖୁବ୍ ପାଖରେ ଥିଲା । ସେହି ପ୍ରୀତିପୁରରେ ଗୋଟିଏ ବଣିଆ ଘର ଥିଲା । ସେ ବଣିଆଟି ସାଧାରଣ ମଣିଷ ନଥିଲା । ଅମାପ ଧନର ଧନ ପତି ସେ । ଟଙ୍କା ଲଗାଣ ପୋତାଣରେ ସେ ଆଖ ପାଖ ପଚାଶ ଖଣ୍ଡି ଗ୍ରାମରେ ବଡ ଧନୀ ଲୋକ । ଆଜି କାଲି ଯା ପାଖରେ ଧନ ଅଛି ତାକୁ ମନୁଷ୍ୟମାନେ କହନ୍ତି ସେହି ହିଁ ବେଦଜ୍ଞାନୀ । ମହା ଜ୍ଞାନୀ...

Read More

ବର ବଦଳ କଥା

ଏ ଦେଶରେ ଦେବତା ମାନଙ୍କର ଅବତାର ଗ୍ରହଣ ହେବା କଥା ସମସ୍ତେ ଜାଣନ୍ତି । ସେଥିପାଇଁ ଭାରତ ଦେଶକୁ ଦେବ ଭୂମି ଭାରତ ବର୍ଷ କହନ୍ତି । ଏହି ଭାରତ ଦେଶରେ କାଶୀ ନାମକ ଏକ ସହର ଥିଲା । ହିନ୍ଦୁ ମାନଙ୍କ ଲାଗି ତାହା ଥିଲା ତୀର୍ଥ ଭୂମି । କାଶୀ ନଗରରେ ହଜାର ହଜାର ମଠ ମନ୍ଦିର ଥିଲା । ଯାତ୍ରୀ ମାନଙ୍କ ଲାଗି ଭାରତର ଧନାଢ୍ୟ ବ୍ୟକ୍ତି ମାନେ ବଡ ବଡ ଧର୍ମଶାଳା ମାନ ନିର୍ମାଣ...

Read More

ହାଡବାଇ କଥା

ଭାରତର ଭଦ୍ରପୁର ନାମକ ଗୋଟିଏ ନଗର ଥିଲା । ସେହି ନଗରରେ ଜଣେ ବଡ ଧନୀ ମହାଜନ ଥିଲା । ସେହି ମହାଜନର ନାମ ପ୍ରେମଚାନ୍ଦ ।          ମହାଜନ ପ୍ରେମଚାନ୍ଦର ସାତ ପୁଅକୁ ସାତ ବୋହୂ । ରୂପରେ ଗୁଣରେ କେହି କାହାକୁ ଊଣା ନଥିଲେ ।          ଦଇବ ଯୋଗ, କଥାରେ କହନ୍ତି ଦଇବ ଦଉଡି ମଣିଷ ଗାଈ ଯେଣିକି ଟାଣିବ ତେଣିକି ଯାଇ । ଦଇବ ଯୋଗକୁ ସେ ଘରେ ଆସି ହାଡବାଇଟିଏ ବାସ କଲା ।...

Read More

ଚାରୀ ସୁନ୍ଦରୀ ଓ ମେଣ୍ଢା କଥା

ଭାରତ ଦେଶରେ ଅବନ୍ତୀ ନଗ୍ର ନାମରେ ଗୋଟିଏ ଦେଶ ଥାଏ । ସେ ଦେଶରେ କନକ ବର୍ଦ୍ଧନ ନାମରେ ଜଣେ ରାଜା ରାଜତ୍ୱ କରୁ ଥାଆନ୍ତି । ରାଜାଙ୍କର ପୁଣି ଚାରି ପୁଅ । ସେ ଚାରି ପୁଅ ଯାକ ଯେମିତି ସୁନ୍ଦର ସେମିତି ବିଦ୍ୟାବନ୍ତ । ସେହି ପରି ଧନୁର୍ବିଦ୍ୟାରେ ଧନୁର୍ଦ୍ଧର । ଆଉ ଅଶ୍ୱ ଚାଳନାରେ ସେମାନେ ଏତେ ପାରଙ୍ଗମ ଯେ ତାଙ୍କ ତୁଲ୍ୟ ରାଜ କୁମାର ଅନ୍ୟ କୌଣସି ଠାରେ ଦେଖିବାକୁ...

Read More

ମଦନ ସୁନ୍ଦର କଥା

ଶାରୀ କହିଲା ଦେଖିଲୁତ ଶୁଆ – ଝିଅଟା ସେହି ସାନ ରାଜ ପୁଅ ପାଇଁ କେତେ କଣ ନକଲା । ଚାହିଁ ଥିଲେ ସାନ ଭଉଣୀ ଗୁଣି ଗାରେଡି ବଳରେ ରାଜା ପୁଅର ଜୀବନ ନେଇ ଯାଇ ପାରି ଥାନ୍ତା, ସେ ତାହା କଲା ନାହିଁ । କାରଣ ରାଜା ପୁଅକୁ ସେ ନିଜ ଜୀବନରୁ ଅଧିକ କରି ଥିଲା । ନିଜର ସ୍ୱାମୀ ଭାବରେ ମାନି ଥିଲା । ସେ ତାର ସ୍ୱାମୀ, ତାଙ୍କୁ ମାରି ଦେଲେ ତା’ର କଣ ବା ଭଲ ହୋଇ ଥାଆନ୍ତା ।...

Read More

ଯୋଗୀ ଗୁଣିଆ କଥା

ଏତେ କଥା ପରେ ସାନ ଭଉଣୀର ମନ କେଉଁଠାରେ ସ୍ଥିର ହୋଇ ରହି ପାରିଲା ନାହିଁ । ସନ୍ନ୍ୟାସୀଙ୍କର କଥା ମଧ୍ୟ ତା’ର ମନକୁ ଆସିଲା ନାହିଁ । ସାନ ରାଜା ପୁଅକୁ ଛାଡି ଦେଲେ ତା’ର ଯେ ଏ ସଂସାରରେ କେହି ଆପଣାର ନାହାଁନ୍ତି । ଏହି କଥା ଭାବି ଭାବି ସାନ ଭଉଣୀ ସନ୍ନ୍ୟାସୀଙ୍କର ଆଶ୍ରମ ପରିତ୍ୟାଗ କଲା । ପୁଣି କାନ୍ଦି କାନ୍ଦି ଅରଣ୍ୟକୁ ପଳାଇଲା । ଜୀବନ ପ୍ରତି ଯାହାର ମୋହ...

Read More

ସତୀ ରମଣୀ

ତକ୍ଷଶୀଳା ନଗର ନାମରେ ଏକ ରାଜ୍ୟ ଥିଲା । ସେ ରାଜ୍ୟକୁ ଭାରତିକାସୁ ନାମକ ଜଣେ ରାଜା ଶାସନ କରୁଥିଲେ – ଦିନକର କଥା ଜଣେ ବିଦେଶୀ ଆସି ସେହି ରାଜ୍ୟର ଧର୍ମଶାଳାରେ ରହିଲେ । ସେଠାରେ ଚାନ୍ଦ ନାମରେ ଜଣେ ଧୋବଣୀ ଥିଲା । ଚାନ୍ଦ ଦେଖିବାକୁ ସ୍ୱର୍ଗର ଅପସରାଙ୍କ ଠାରୁ ମଧ୍ୟ ଅହୁରୀ ଅଧିକ ସୁନ୍ଦରୀ ଥିଲା । ସେ ଧୋବଣୀ ନିଇତି ଧର୍ମଶାଳାକୁ ଆସେ । ଚାନ୍ଦକୁ ଦେଖିବା...

Read More

ସାଧୁ ବାବା

ଦେଶର ନାମ ବୈଜୟନ୍ତୀ ନଗର, ସେହି ନଗରରେ ଉଦିତ ସେନ ନାମରେ ଜଣେ ଜମିଦାର ଥିଲେ, ସେ ଏତେ ଧନୀ ଯେ ଲୋକେ ତାଙ୍କୁ ସାହୁକାର ନାମରେ ପରିଚିତ କରାନ୍ତି ।          ସେ ଉଦିତ ସେନଙ୍କର ସୁନ୍ଦରୀ ସ୍ତ୍ରୀଟିଏ ଥିଲା । ସେ ସ୍ତ୍ରୀଙ୍କର ନାମ ରମ୍ଭା । ସ୍ୱର୍ଗର ରମ୍ଭା ମେନକାଙ୍କ ପରି ସାହୁକାରଙ୍କର ସ୍ତ୍ରୀ ରମ୍ଭା ଏତେ ସୁନ୍ଦରୀ ଥିଲା ଯେ ପଥ ଚଲା ଲୋକଙ୍କର ସେ ଆଖିରେ ପଡି...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ