Category - ପୌରାଣିକ

ଆଶୀର୍ବାଦ ହିଁ ବିଜୟ

ମହାଭାରତ ଯୁଦ୍ଧ ପାଇଁ କୌରବ ଆଉ ପାଣ୍ଡବମାନଙ୍କ ଭିତରେ ପ୍ରସ୍ତୁତି ଚାଲିଥାଏ । କୌରବ ପକ୍ଷର ମୁଖ୍ୟ ଯୁବରାଜ ଦୁର୍ଯ୍ୟୋଧନ ଏଥିପାଇଁ ବ୍ୟାପକ ଆୟୋଜନ କରି ସାରିଥାଆନ୍ତି । ବହୁ ରାଜ୍ୟର ରାଜାମାନେ କୌରବଙ୍କ ପକ୍ଷ ସମର୍ଥନ କରି ହସ୍ତୀନା ନଗରୀରେ ଆସି ପହଁଚୁଥାଆନ୍ତି । ଏସମସ୍ତ ଖବର ପାଣ୍ଡବଙ୍କ ଜ୍ୟେଷ୍ଠ ଭ୍ରାତା ଧର୍ମରାଜ ଯୁଧିଷ୍ଠିରଙ୍କର ହସ୍ତଗତ ହେଉଥାଏ । କୌରବଙ୍କ...

Read More

ଯୁଧିଷ୍ଠିରଙ୍କ ଅତିଥି ସେବା

ମହାଭାରତ ଯୁଦ୍ଧରେ ପାଣ୍ଡବମାନେ ବିଜୟ ଲାଭ କରି ସାରିବା ପରେ ସେମାନେ ରାଜସୂୟ ଯଜ୍ଞ କରିବା ପାଇଁ ଆୟୋଜନ କଲେ । ଯଜ୍ଞ ମଧ୍ୟ ଆରମ୍ଭ ହେଲା ଠିକ୍ ମୁହୂର୍ତ୍ତରେ । ସମ୍ରାଟ ଯୁଧିଷ୍ଠିରଙ୍କ ଆଦେଶରେ ଦାନ ପାଇଁ ଭଣ୍ଡାର ଘରକୁ ସମ୍ପୂର୍ଣ୍ଣ ଭାବରେ ଖୋଲିଦିଆ ଯାଇଥାଏ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଦାନ ଗ୍ରହୀତାମାନେ ଭୋଜନ ସାରି ନିଜ ନିଜର ଦାନ ନେଇ ଫେରି...

Read More

ଗୁରୁ ସନ୍ଦିପନୀ

ପ୍ରାଚୀନ କାଳର କଥା ।                 ମହାଭାରତର ନାୟକ ଶ୍ରୀକୃଷ୍ଣଙ୍କ ଶିକ୍ଷା ଗୁରୁ ଥିଲେ ସନ୍ଦିପନୀ ମୁନି । ସେହି ମୁନି ସନ୍ଦିପନୀଙ୍କ ପିଲାଦିନର କଥା । ଗୁରୁ ଆଶ୍ରମରେ ଥିବା ସମୟରେ ସେ ଥିଲେ ଜଣେ ଆଜ୍ଞାବହ ଶିଷ୍ୟ । ସେ ସଦାବେଳେ ତାଙ୍କ ଗୁରୁଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ଗୁରୁଦେବ ଯେତେବେଳେ ଯେଉଁ ନିର୍ଦେଶ ଦେଉଥିଲେ, ସେଥିରେ ସେ...

Read More

ବିଷ୍ଣୁଭକ୍ତ ଗଜରାଜ

ତ୍ରିକୂଟ ନାମକ ଏକ ପର୍ବତରେ ଏକ ବିଶାଳ ଉଦ୍ୟାନ ଥିଲା । ଏହା ଯେତିକି ସୁନ୍ଦର ସେତିକି ମନ ମୁଗ୍ଧକର ମଧ୍ୟ ଥିଲା । ଫଳରେ ସେଠାକୁ ସବୁଦିନ ସ୍ୱର୍ଗରୁ ଅପ୍ସରା ଓ ଅପ୍ସରୀ ମାନେ ଆସି କିଛି ସମୟ ଅତିବାହିତ କରୁଥିଲେ । ପୁନଃଶ୍ଚ ସେହି ଉଦ୍ୟାନ ମଧ୍ୟରେ ଏକ ବିଶାଳ ପୁଷ୍କରିଣୀ ବି ଥିଲା । ଯେଉଁଠି ସେହି ଅପ୍ସରା, ଅପ୍ସରୀମାନେ ସମୟେ ସମୟେ ଜଳକ୍ରୀଡା କରି ଆନନ୍ଦରେ ନିଜ...

Read More

ଲୁହାର ଭୀମ ଚୁନା ହେଲା

ଯେତେବେଳେ ଧୃତରାଷ୍ଟ୍ରଙ୍କ ପ୍ରଥମ ପୁତ୍ର ଜନ୍ମ ହେଲା, ଅନ୍ଧ ପିତା ନିଜର ଜନ୍ମିତ ପୁତ୍ରକୁ କୋଳରେ ଧରିବାକୁ ଅତ୍ୟନ୍ତ ଇଚ୍ଛା କଲେ । ରାଜା ଧୃତରାଷ୍ଟ୍ରଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ତାଙ୍କ ମନ୍ତ୍ରୀ ତଥା ଦୂରଦର୍ଶୀ ବିଦୁର ପୁଅକୁ ଆଣି ରାଜାଙ୍କ କୋଳରେ ଧରାଇ ଦେଲେ । ତାପରେ ମନ୍ତ୍ରୀ ରାଜାଙ୍କୁ କହିଲେ, ମହାରାଜ! ଏ ପୁଅ ବଡ ଲକ୍ଷ୍ମୀବନ୍ତ ହେବ । ରାଜାଙ୍କ ଭିତରେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ