Category - ଜୀବନୀ

ଅନ୍ଧପିଲାର କରାମତି

“ମୋଚି ପରିବାରେ ଜନ୍ମଲାଭ କରି ପାଂଚବରଷର ପିଲାଟିଏ ଖେଳୁଥିଲା ବେଳେ ଚମଡା ଭିତରୁ ଛିଟିକି ଆସିଲା ଛୁରୀଟିଏ । ବାଜିବାରୁ ଛୁରୀ ଆଖିରେ ତକ୍ଷଣି ବହିଗଲା ଧାର ଧାର ରକ୍ତ ଫଳରେ ପିଲାର ଆଖି ଦୁଇଗୋଟି ଚାହୁଁଚାହୁଁ ହୋଇଗଲା ନଷ୍ଟ । ଅନ୍ଧ ହୋଇ ମଧ୍ୟ ସେହି ପିଲାଦିନେ ପାଠ ପଢି ସୁବିଖ୍ୟାତ ହେଲେ ଲୁଇବ୍ରେଲ୍ ନାମେ ସେହି ବ୍ୟକ୍ତି ଯିଏ ବେଲ୍ଲି ଲିପି ଉଦ୍ଭାବନ କଲେ ।”...

Read More

ଏତେ ସପନକୁ ରାତି କାହିଁ

ଛାତ୍ରାବାସରେ ତ ଅନେକ ପିଲା ରହି ପାଠ ପଢୁଥାନ୍ତି । ଦିନକର କଥା । କଲେଜ ଅଧ୍ୟକ୍ଷ ବିଳମ୍ବିତ ରାତିରେ ପିଲାମାନେ କ’ଣ କରୁଛନ୍ତି ବୋଲି ସେମାନଙ୍କୁ ଦେଖିବାକୁ ବାହାରିଲେ । ସେତେବେଳେକୁ ତ ସେ କଲେଜର ସେମିଷ୍ଟାର ପରୀକ୍ଷା ଶେଷ ହୋଇଯାଇଥାଏ । ଫଳରେ ସେ ପିଲାଙ୍କର ଆଉ ବିଳମ୍ବିତ ରାତି ଯାଏଁ ପାଠ ପଢିବା ନ ଥାଏ । ତେଣୁ ପିଲାମାନେ ରାତି ଦଶଟା ପରେ ଶୋଇଯାଇଥାନ୍ତି ।...

Read More

ସାହସ ଓ ଧୈର୍ଯ୍ୟ ବଳରେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ

ଜର୍ମାନୀର ସାତବର୍ଷର ବାଳକ, ନାଁ ତା’ର ଫ୍ରେଡ୍ରିକ୍ । ଦିନେ ତା’ର ବାପାଙ୍କଠାରୁ ସେ ପୁରାଣ କାହାଣୀ ଶୁଣୁଥାଏ । ପ୍ରାୟ ତିନିହଜାର ବର୍ଷ ତଳର ଘଟଣା । ଏସିଆ ମହାଦେଶର ପଶ୍ଚିମ ସମୁଦ୍ର ଉପକୂଳରେ ‘ଟ୍ରୟ’ ନାମକ ଏକ ନଗରୀ ଥିଲା । ତା’ ଚାରିପଟେ ବିରାଟ ପାଚେରି ଘେରି ରହିଥିବାରୁ ତାକୁ କେହି ମଧ୍ୟ ଜୟ କରିପାରୁ ନ ଥିଲେ ।                 ଟ୍ରୟ ସଭ୍ୟତା ପରେ...

Read More

ରେଡକ୍ରସ ଜନ୍ମଦାତା

ପିଲାଟିକୁ ପାଂଚ କି ଛଅ ବର୍ଷ ହେବ । ତା’ର ଚେହେରା ଦେଖିବାକୁ ବେଶ୍ ସୁନ୍ଦର । ପିଲାଟିର ମା’ ସକାଳୁ ସକାଳୁ ଫଳ ଝୁଡିଟିଏ ଧରି କୁଆଡେ ଯାଆନ୍ତି ସେ ଆଦୌ ଜାଣିପାରେନି । ତେଣୁ ସେ ଏକୁଟିଆ ଘରେ ଥାଏ । ମାଆଙ୍କ ସାଙ୍ଗରେ ଯିବାକୁ ଯେତେ ଅଳି କଲେ ବି ମାଆ ତାକୁ ସାଙ୍ଗରେ କଦାପି ମଧ୍ୟ ନିଅନ୍ତି ନାହିଁ । ତେଣୁ ସେ ତା’ ମା’ର ଫେରିବା ବାଟକୁ ସେମିତି ଚାହିଁରହେ ।...

Read More

ସବୁଠାରୁ ଖରାପ ପିଲା ବି ପୁରସ୍କାର ପାଇଲା

“ଆୟରଲ୍ୟାଣ୍ଡର ଘଟଣାଟି ଥିଲା ଚକିତ ଲାଗିବ ଶୁଣିଲେ କାନେ ପୁରସ୍କାର ବିତରଣ ଚାଲିଥାଏ ଏକ ବିଦ୍ୟାଳୟ ପ୍ରାଙ୍ଗଣେ ଦିନେ । ଉତ୍ସବ ଶେଷରେ ଅତିଥି କହିଲେ ପିଲା ମଧ୍ୟେ ଯିଏ ଖରାପ ଅତି ଖରାପ ନ ଭାବି ମୋ’ ପାଖକୁ ଆସି ପୁରସ୍କାର ନେଇଯାଅ ଝଟତି । ଶୁଣୁ ଶୁଣୁ ଏହା ଦୁଷ୍ଟ ପିଲାଟିଏ ଅତି ନିର୍ଭୟରେ ଚଢିଲା ମଂଚ କହିଲା ସ୍କୁଲର ବଡ ଦୁଷ୍ଟ ମୁହିଁ କହୁ ନାହିଁ ଜମା ତିଳେ ହେଁ...

Read More

ରୋଗୀକୁ ଭଲ ପାଅ ରୋଗକୁ ନୁହେଁ

ବ୍ରିଟେନ୍ର ଡାକ୍ତର କଲିନ୍ସ ଏକ ଖ୍ୟାତନାମା ଡାକ୍ତରଖାନାରେ ଡାକ୍ତର ଥିଲେ । ସେ ସବୁବେଳେ ଗରିବ, ନିଃସ୍ୱ ରୋଗୀଙ୍କୁ ମାଗଣା ସେବା ଯୋଗାଇ ଦେବାକୁ ଚାହୁଁଥିଲେ । ସୁତରାଂ ସେ ଲଣ୍ଡନରେ ରହି ଅଜସ୍ର ଟଙ୍କା ରୋଜଗାର କରିବାକୁ ଆଦୌ ଚାହିଁଲେ ନାହିଁ । ଫଳରେ ଡାକ୍ତର କଲିନ୍ସ୍ ଚାକିରି ଛାଡିଦେଇ କଙ୍ଗୋର ଘଂଚ ଜଙ୍ଗଲିଆ ଅଂଚଳକୁ ଚାଲିଗଲେ । ସେଠାରେ ସେ କୁଷ୍ଠରୋଗୀଙ୍କୁ...

Read More

ଏକାଗ୍ରତା, ଧୈର୍ଯ୍ୟ ଓ ଅଧ୍ୟବସାୟ ଅସାଧାରଣ ସଫଳତା ଆଣିଦିଏ

ସେତେବେଳେ ରୁଜ୍ଭେଲ୍ଟ ଆମେରିକାର ରାଷ୍ଟ୍ରପତି ଥାଆନ୍ତି । ଦିନେ ଜଣେ ରାଷ୍ଟ୍ରଦୂତ ତାଙ୍କୁ ଭେଟିଲେ । ସେ ତ ରାଷ୍ଟ୍ରପତିଙ୍କର ଅସାଧାରଣ ପ୍ରତିଭା ବିଷୟରେ ଆଗରୁ ଜାଣିଥିଲେ ଓ ତାଙ୍କ ପ୍ରତି ପ୍ରଭାବିତ ମଧ୍ୟ ହୋଇଥିଲେ । ସୁତରାଂ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କରିବା ଅବସରରେ ସେ ଏକ ପ୍ରଶ୍ନ ପଚାରିବା ପାଇଁ ଇଚ୍ଛା ପ୍ରକଟ କଲେ ।                 ଏବେ...

Read More

ମୋର ପ୍ରେରଣାଦାୟିନୀ ମୋ’ ମାଆ

“ପିଲାଟିକୁ ଦିନେ କହିଥିଲେ ମାଆ ବାବୁ ରଖିଥିବୁ ମନ ଅନ୍ୟର କଥାକୁ ବିଚାର କରିବୁ ଭୁଲି ନିଜ ସୁଖମାନ ତାହାହିଁ ପାଳନ କରିଛି ସର୍ବଦା ଜୀବନଟା ସାରା ମୁହିଁ ଆମେରିକା ରାଷ୍ଟ୍ରପତି ଆବ୍ରାହମ୍ ଏହି କଥା ଥିଲେ କହି ।” ଏକ ଦରିଦ୍ର ପରିବାରରେ ଆବ୍ରାହମ୍ ଲିଙ୍କନ୍ ଜନ୍ମଗ୍ରହଣ କରିଥିଲେ । ଅଭାବ ଓ ଅନାଟନ ଭିତରେ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ମଧ୍ୟ ତାଙ୍କର ଅସାଧାରଣ...

Read More

ଲୀଳାବତୀ ସୂତ୍ର ରଚନା କଥା

“ଭାସ୍କରାଚାର୍ଯ୍ୟଙ୍କ କନ୍ୟା ଲୀଳାବତୀ ଥିଲେ ବୁଦ୍ଧିମତୀ ସୁନ୍ଦରୀ ଜଣେ     ବିବାହ ବନ୍ଧନେ ବାନ୍ଧିହେଲେ ସିନା ଦୁର୍ଯୋଗକୁ ହେଲେ ବିଧବା ଦିନେ ।     ଦେଇପାରିଲାନି ଦୁଃଖ ଏ ଘଟଣା ବରଂ ଜୀବନରେ ଆସିଲା ସୁଖ     ବାପଝିଅ ଦୁହେଁ ବସିଗଲେ ଲେଖି ଗାଣିତିକ ସୂତ୍ରମାନ ଅସଂଖ୍ୟ ।     ଆଜି ତାହା ଲୀଳାବତୀ ସୂତ୍ର ରୂପେ ଲଭିଅଛି ଖ୍ୟାତି ଗଣିତଶାସ୍ତ୍ରେ     ଧନ୍ୟ ସେହି...

Read More

ସ୍ୱାର୍ଥତ୍ୟାଗୀ ସେଇ ଝିଅଟି

ଜଣେ ଇହୁଦୀ ଡାକ୍ତରଙ୍କ ଝିଅ, ନାଁ ତା’ର ସିମୋନୀ ୱଲ୍ । ୧୯୦୯ ମସିହାରେ ପ୍ୟାରିସ୍ ସହରରେ ତାଙ୍କର ଜନ୍ମ ହୋଇଥିଲା । ସେ ଝିଅଟିକୁ ବାଇଶ ବର୍ଷ ହେଲା ବେଳକୁ ସେ ଦର୍ଶନଶାସ୍ତ୍ରରେ ଉଚ୍ଚ ଡିଗ୍ରୀ ହାସଲ କରିଗଲାଣି । ପାଠପଢା ଶେଷ ହେଉ ହେଉ ଗୋଟିଏ କଲେଜରେ ପ୍ରଫେସର ଚାକିରି ବି ତାକୁ ମିଳିଗଲା । ହେଲେ ସେ ଝିଅ ମନରେ ଆଦୌ ଖୁସି ନ ଥାଏ । ତା’ର ମନର ଭାବନା ବି କେହି...

Read More

ମୋଟା ବୁଦ୍ଧିଆରୁ ବୈଜ୍ଞାନିକ

ଦିନେ ଗୋଟେ ବିଦ୍ୟାଳୟକୁ ଜଣେ ପରିଦର୍ଶକ ଆସିଥାନ୍ତି । ସେ ପ୍ରତ୍ୟେକ ଶ୍ରେଣୀ ବୁଲି ପିଲାଙ୍କର ପାଠ ପରୀକ୍ଷା କରୁଥାନ୍ତି । ସେତେବେଳେ ତ ଗୋଟିଏ ଶ୍ରେଣୀରେ ପରୀକ୍ଷା ଚାଲିଥାଏ । ଶିକ୍ଷକ ବି ପରିଦର୍ଶକଙ୍କ ସାଥିରେ ଥାଆନ୍ତି । ହଠାତ୍ ପରିଦର୍ଶକଙ୍କର ପଛ ବେଂଚ ଆଡକୁ ନଜର ପଡିଗଲା । ସେଠାରେ ଗୋଟିଏ ପିଲା ବସି ଖୁଜୁରୁ ମୁଜୁରୁ ହେଉଛି । ପାଖ ପିଲାଙ୍କ ସହିତ...

Read More

ଦୃଢ ଇଚ୍ଛାଶକ୍ତି ଅସମ୍ଭବକୁ ସମ୍ଭବ କରିଦିଏ

ତେଗ୍ସୁଗନ୍ ନାମରେ ଜଣେ ସନ୍ଥ ଥିଲେ । ତେର ବର୍ଷ ବୟସରୁ ସେ ବୌଦ୍ଧଧର୍ମ ଗ୍ରହଣ କରିଥିଲେ । ସେ ବୁଦ୍ଧଙ୍କ ବାଣୀ ପ୍ରତ୍ୟେକ ଲୋକ ପାଖରେ ପହଁଚାଇବା ପାଇଁ ବଦ୍ଧପରିକର ଥିଲେ । ଏଥିଲାଗି ପୁସ୍ତକମାନ ଛାପି ବାଂଟିବାପାଇଁ ସେ ସ୍ଥିର କଲେ । ମାତ୍ର ଏହି କାର୍ଯ୍ୟ ପାଇଁ ପ୍ରଚୁର ଟଙ୍କାର ଆବଶ୍ୟକତା ପଡିଲା ।                 ଏଥର ତେଗ୍ସୁଗନ୍ ମନରେ ଦୃଢସଂକଳ୍ପ ନେଲେ...

Read More

ଅସମ୍ଭବ କିଛି ନାହିଁ ଏ ଜଗତେ

ଆମେରିକାର ନ୍ୟୁୟର୍କ ସହରର ଘଟଣା । ସେଠାକାର ବଡ ବିସ୍ମୟ ହେଲା – ବ୍ରୁକ୍ଲିନ୍ ପୋଲ । ଏହି ପୋଲଟି ନ୍ୟୁୟର୍କରୁ ଲଙ୍ଗ୍ ଥାଇଲାଣ୍ଡ ପର୍ଯ୍ୟନ୍ତ ଲମ୍ବିଛି । ସେହି ପୋଲ ନିର୍ମାଣ ଏକ ସ୍ୱପ୍ନସଦୃଶ ଥିଲା । ଏହାକୁ ନିର୍ମାଣ କରିବା ପାଇଁ ନାନା ବାଧାବିଘ୍ନର ସମ୍ମୁଖୀନ ହେବା ସହିତ କଠୋର ପରିଶ୍ରମ ବି କରିବାକୁ ପଡିଥିଲା ।                 ୧୮୮୩ ମସିହାରେ ଜନ୍...

Read More

ଅମର ମଣିଷ

“ପରିଶ୍ରମ କାର୍ଯ୍ୟକୁଶଳତା ବଳେ ହୋଇପାରେ ଖ୍ୟାତନାମା ଜଣେ     ଅତି ଗରିବରୁ ଧନବାନ୍ ଯେହ୍ନେ ହୋଇଥିଲେ ‘କାର୍ନେଗୀ’ ଦିନେ ।     ବିଶ୍ୱର ଦ୍ୱିତୀୟ ଧନବାନ ହୋଇ ଥାପିଦେଲେ ବିଶ୍ୱବିଦ୍ୟାଳୟ     ଖର୍ଚ୍ଚ କଲେ ଟଙ୍କା ନାନା ଦେଶେ ଖୋଲି ଦେବାପାଇଁ ପୁସ୍ତକଆଳୟ ।     ଅର୍ଥାଭାବ ଯୋଗୁଁ ପାଠ ପଢାପାଇଁ ଭୋଗିଥିଲେ ଯେଣୁ ଅସୁବିଧା     ସେଥିଲାଗି କାର୍ନେଗୀ ନାନା ଦେଶେ...

Read More

ଦୃଢ ସଂକଳ୍ପ

ଆଣ୍ଡ୍ରେମାଲ୍ରୋ ନାମକ ଜଣେ ବ୍ୟକ୍ତି ପ୍ୟାରିସ୍ରେ ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ । ପାରିବାରିକ ଦୁଃସ୍ଥିତି ଏବଂ କୁସଙ୍ଗରେ ପଡି ସେ ବାଳକ ଆଣ୍ଡ୍ରେ ଚୋରି କାର୍ଯ୍ୟରେ ଲିପ୍ତ ରହିଲେ ।                 ଦିନକର କଥା । ଆଣ୍ଡ୍ରେମାଲ୍ରୋ ଏକ ଘଟଣାରେ ଧରାପଡି କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଲେ ଓ ତତ୍ସହିତ ତିନିବର୍ଷ କାରାଦଣ୍ଡରେ ଦଣ୍ଡିତ ମଧ୍ୟ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ