Category - ବିଦେଶୀ ଗଳ୍ପ

ଟମଥମ୍ବ

ରାଜା ଆର୍ଥରଙ୍କ ସମୟରେ ମର୍ଲିନ୍ ନାମକ ଜଣେ ପ୍ରସିଦ୍ଧ ଯାଦୁକର ଥିଲେ ଏବଂ ସେ ଏମିତି କୌଶଳୀ ଥିଲା ଯେ ତାର କୌଶଳ ବିଶ୍ୱବିଖ୍ୟାତ ଥିଲା ।                 ସେ ପ୍ରସିଦ୍ଧ ଯାଦୁକର ମର୍ଲିନ୍ ଯେତେବେଳେ ଯେଉଁ ରୂପ ଧରିବାକୁ ଚାହୁଁଥିଲା ସେଇ ରୂପକୁ ସେ ଧରୁଥିଲା । ଥରେ ସେ ଜଣେ ଭିକାରି ରୂପରେ ବୁଲୁବୁଲୁ ଅତ୍ୟନ୍ତ କ୍ଳାନ୍ତ ହୋଇ ପଡିଲା ଏବଂ ଜଣେ ଗରିବ କୃଷକର...

Read More

ନାଇଟ୍ ଇଗଲ

ଏକଦା ଚୀନ ଦେଶରେ ଜଣେ ସମ୍ରାଟ ଥିଲେ ଏବଂ ତାଙ୍କର ସମସ୍ତ ପାରିଷଦ ଗଣ ମଧ୍ୟ ସେହି ଚୀନ ଦେଶର ହିଁ ଥିଲେ । ଥରେ ସେଠି ଏମିତି ଏକ ଘଟଣା ଘଟିଲା ଯାହା ଆଜି ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିଛି । ସେ ସମ୍ରାଟଙ୍କ ରାଜପ୍ରସାଦ ଅତି ମନୋହର ଥିଲା । ଏହି ରାଜ ପ୍ରାସାଦଟି ଚିନାମାଟିରେ ତିଆରି ହୋଇଥିବାରୁ ଏହା ଏତେ ଭଙ୍ଗୁର ଥିଲା ଯେ ତାକୁ ସମସ୍ତେ ଅତି ଯତ୍ନରସହ ସ୍ପର୍ଶ...

Read More

ରାଜକୁମାରୀ ଓ ଶିମ୍ବମଞ୍ଜି

ଏକଦା ଗୋଟିଏ ଦେଶର ରାଜକୁମାର ନିଜର ବିବାହ ପାଇଁ ରାଜକୁମାରୀଟିଏ ଖୋଜି ଆଣିବାକୁ ଇଚ୍ଛାକରି ବିଭିନ୍ନ ଦେଶ ଭ୍ରମଣରେ ବାହାରିଲେ । ସେ ଏମିତି ଏକ ରାଜକୁମାରୀ ଚାହୁଁଥିଲେ ଯେ, ଯାହାର କି ପ୍ରକୃତ ରାଜକୁମାରୀର ଗୁଣ ଥିବ । ସେ ବିଭିନ୍ନ ଦେଶ ବୁଲିଲେ ମଧ୍ୟ ଏମିତି ଜଣେ ରାଜକୁମାରୀର ସଂଧାନ ପାଇଲେ ନାହିଁ । ତେଣୁ ଶେଷରେ ସେ ନିରୁତ୍ସାହିତ ହୋଇ ଫେରିଲେ କାରଣ ସେ ଜଣେ...

Read More

ସୁବର୍ଣ୍ଣ ହଂସ

ଜଣେ ଲୋକର ତିନୋଟି ପୁଅ ଥିଲେ । ସେ ତିନୋଟି ପୁଅଙ୍କ ମଧ୍ୟରୁ ସବା ସାନ ପୁଅର ନାମ ବୋକାରାମ । ତାର ବୋକାପଣିଆ ଦେଖି ସମସ୍ତେ ତାକୁ ଖାଲି ଉପହାସ ଓ ପ୍ରତ୍ୟେକ କାମରେ ତାକୁ ବିଦ୍ରୂପ କରନ୍ତି । ଥରେ ସେ ବୋକାରାମର ବଡଭାଇ ବଣକୁ କାଠ କାଟିବାକୁ ଯିବାକୁ ସ୍ଥିର କଲା ଓ ଏ କଥା ତା ମା’କୁ ଜଣାଇଲା । ତାର ମା ଏଇ ବଡପୁଅ ପାଇଁ ଖୁବ୍ ସୁଆଦିଆ ପିଠା ତିଆରି କଲା ଓ ସେଇ ପିଠା...

Read More

କଡମାଛ ଓ ରାଜକୁମାରୀ

ଅନେକ ବର୍ଷ ପୂର୍ବେ ଗୋଟିଏ ରାଜ୍ୟର ସମୁଦ୍ର ଉପକୂଳରେ ବୁଢାବୁଢୀ ଦୁଇଜଣ ବାସ କରୁଥିଲେ । ସେ ବୁଢାବୁଢୀଙ୍କର କିଛି ବି ପିଲାପିଲି ନଥିଲେ ଓ ବୁଢାଟି ମାଛଧରି ତାର ଗୁଜୁରାଣ ମେଂଟାଉଥିଲା । ଦିନେ ବୁଢାଟି ସମୁଦ୍ରରୁ ମାଛ ଧରୁଧରୁ ତା ଜାଲରେ ଗୋଟିଏ ଛୋଟ କଡମାଛଟିଏ ପଡିଲା । ସେ ଛୁଆ କଡମାଛଟିକୁ ବୁଢାଟି ଯେମିତି ମାରିବାକୁ ବସିଛି ସେ କଡମାଛଟି କହିଲା ‘ମୋତେ ମାର...

Read More

ଉପକାରୀ ଇଗଲ୍

ଥରେ ଗୋଟିଏ ବଣରେ ଗୋଟିଏ ମୂଷା ଓ ଗୋଟିଏ ଚଢେଇ ସାଙ୍ଗ ହୋଇ ରହୁଥିଲେ । ଚଢେଇଟି ଗଛଡାଳରେ ଓ ମୂଷାଟି ଗଛ ମୂଳର ଗାତରେ ରହୁଥିଲା । ସେ ବଣରେ ଶୀତଦିନେ ଖୁବ୍ ବରଫ ପଡୁଥିବାରୁ ସେମାନଙ୍କୁ କିଛି ବି ଖାଦ୍ୟ ଶସ୍ୟ ମିଳୁନଥିଲା । ତେଣୁ ଚଢେଇ ଓ ମୂଷା ଦୁଇଜଣଯାକ ଶୀତ ଦିନ ପାଇଁ କିଛି ଖାଦ୍ୟ ସଂଗ୍ରହ କରି ଗୋଟିଏ ଗାତ ଖୋଳି ଖାଦ୍ୟ ପଦାର୍ଥ ସଂଚୟ କରିରଖିଲେ । ସେମାନେ...

Read More

ଥମ୍ବଲୀନା

ଥରେ ଜଣେ ସ୍ତ୍ରୀଲୋକ ଗୋଟିଏ ପିଲାଟିଏ ପାଇବା ପାଇଁ ଇଚ୍ଛା କଲା । ଏହା ଭାବି ସେ ଯାଇ ଜଣେ ଗୁଣି ସ୍ତ୍ରୀଲୋକ ପାଖରେ ପହଁଚି ତା ମନକଥା କହିଲା । ଏପରି କଥା ଶୁଣି ସେ ଗୁଣି ସ୍ତ୍ରୀଲୋକଟି ତାକୁ ଗୋଟିଏ ଫୁଲ ଗଛ ଦେଇ କହିଲା ‘ତୁ ଏ ଫୁଲ ଚାରାଟି ନେଇ ଗୋଟିଏ କୁଣ୍ଡରେ ଲଗାଇ ଦେବୁ ଓ କିଛିଦିନ ପରେ ତୋର ମନ କାମନା ନିଶ୍ଚୟ ପୂରଣ ହୋଇବ ।’ ତା’ପରେ ସ୍ତ୍ରୀଲୋକଟି ସେ ଫୁଲ...

Read More

ଝକମକି ବାକ୍ସ

ଦିନେ ଜଣେ ଯୁଦ୍ଧ ଫେରନ୍ତା ସୈନିକ ତାର ପୋଷାକପତ୍ର ପିନ୍ଧି ରାସ୍ତାରେ ମାର୍ଚ୍ଚିଂ କରି ଯାଉଥିବାବେଳେ ବାଟରେ ସେ ଜଣେ ବୁଢୀଲୋକକୁ ଭେଟିଲା । ସେ ବୁଢୀ ଜଣକୁ ଖୁବ୍ ଗୁଣିଗାରଡି ଜଣାଥିଲା ।                 ବୁଢୀଟି ସୈନିକଟିକୁ ଦେଖି ତାକୁ ପାଖକୁ ଡାକି କହିଲା ‘ତୁମେ ଜଣେ ପ୍ରକୃତ ସାହସୀ ସୈନିକ । ତୁମର ଏ ଯୁଦ୍ଧଫେରନ୍ତା ବେଶ ଖୁବ୍ ସୁନ୍ଦର ଦେଖାଯାଉଛି । କେବଳ...

Read More

ତୁଷାର ଶୁଭ୍ରା ଓ ସପ୍ତବାମନ

ଅନେକ ବର୍ଷ ତଳେ ଗୋଟିଏ ଦେଶର ରାଣୀ ରାଜପ୍ରସାଦରେ ଥିବା ତାଙ୍କ କକ୍ଷରେ କଳା ମଚମଚ କରୁଥିବା ଶିଶୁକାଠର ଆସନରେ ବସି ରେଶମ ସୂତାରେ କିଛି ବୁଣାବୁଣି କରୁଥିଲେ । ସେତେବେଳେ ଶୀତଋତୁ ହୋଇଥିବାରୁ ଚାରିଆଡେ ତ ତୁଷାର ବର୍ଷା ହେଉଥାଏ । ବାହାରର ତୁଷାର ବର୍ଷାର ସୌନ୍ଦର୍ଯ୍ୟକୁ ଚାହିଁ ରାଣୀ ଅନ୍ୟମନସ୍କ ହୋଇ ଉଠିବାରୁ ବୁଣୁଥିବା ଛୁଂଚିଟି ରାଣୀଙ୍କ ଆଙ୍ଗୁଠିରେ ଫୁଟି ଯାଇ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ