Category - ଜହ୍ନ ମାମୁଁ

ଅର୍ଥହୀନ ସ୍ୱାର୍ଥ

ବିଦର୍ଭରେ ରାମଶର୍ମା ନାମକ ଜଣେ ବଡ ଅର୍ଥଶାସ୍ତ୍ରବିଦ୍ ଥିଲେ । ରାଜା ପ୍ରଜା ନିର୍ବିଶେଷରେ ସମସ୍ତେ ତାଙ୍କ ସହିତ ଆଲୋଚନା କରି ସବୁକିଛି କରୁଥିଲେ । ତେଣୁ ଦେଶର ଆର୍ଥିକ ଅବସ୍ଥା କ୍ରମେ ଉନ୍ନତି ଲାଭ କଲା । ଦେଶ ସୁଖସମ୍ପଦରେ ଭରା ହୋଇ ରହିଲା । ପ୍ରଜାମାନେ ସୁଖରେ ଥା’ନ୍ତି । ଟିକିଏ କିଛି ଅସୁବିଧା ହେଲେ ଲୋକମାନେ ତାଙ୍କ ପାଖକୁ ଯାଇ, ତାଙ୍କ ପରାମର୍ଶ ଅନୁସାରେ...

Read More

ମହାଭାରତ

ହସ୍ତିନାପୁର ସମୀପରେ ଥିବା ଜଙ୍ଗଲରେ ହିରଣ୍ୟଧନ୍ୱ ନାମକ ଜଣେ ଭୀଲରାଜା ବାସ କରୁଥିଲେ । ତାଙ୍କ ପୁତ୍ର ଏକଲବ୍ୟ ଶୁଣିଲେ କି ସାରା ଦେଶର ରାଜକୁମାରମାନେ ଦ୍ରୋଣାଚାର୍ଯ୍ୟଙ୍କ ନିକଟରେ ଧନୁର୍ବିଦ୍ୟା ଶିକ୍ଷା କରୁଛନ୍ତି ।                 ଏକଲବ୍ୟଙ୍କର ମଧ୍ୟ ଇଚ୍ଛା ହେଲା ଦ୍ରୋଣଙ୍କଠାରୁ ଅସ୍ତ୍ରବିଦ୍ୟା ଶିକ୍ଷା କରନ୍ତେ । ତେଣୁ ସେ ଯାଇ ଦ୍ରୋଣଙ୍କୁ ଦେଖାକଲେ ।...

Read More

ଉଦାରତା

କୀର୍ତନପୁର ଗ୍ରାମରେ ପୂର୍ଣ୍ଣଚନ୍ଦ୍ର ନାମକ ଜଣେ ଧନୀ ବ୍ୟକ୍ତି ଥିଲେ । ତାଙ୍କ ଜମିରେ ଚାଷ କରୁଥିବା ଶ୍ରମିକମାନଙ୍କ ଉପରେ ସେ ସର୍ବଦା ଅତ୍ୟାଚାର କରୁଥିଲେ । ତାଙ୍କର ଥିଲେ ତିନିଟି ପୁତ୍ର । ପ୍ରଥମ ଦୁଇଜଣ ପିତାଙ୍କର ଆଜ୍ଞାକାରୀ ଥିଲେ; କିନ୍ତୁ ତୃତୀୟ ପୁତ୍ର ରାମର ସ୍ୱଭାବ ବିପରୀତ ଥିଲା । ସେ ଖାଲି ବରାବର କହୁଥାଏ, “ଚାକରମାନେ ତାଙ୍କ ପେଟ ପୋଷିବାକୁ ଆମର...

Read More

ଦୁରାଶା

ନାଥିଆ ବଡ ଦରିଦ୍ର ଥିଲା । ଛିଣ୍ଡାକନ୍ଥା ପିନ୍ଧି ଘର ଘର ବୁଲି ସେ ଭିକ ମାଗେ । ତା’ ବେଶ ଦେଖି କୁକୁର ଭୁକନ୍ତି । କ୍ଷେତରେ ଥିବା ଚାଷୀମାନେ ଖାଇବା ପରେ ଯାହା ବଳକା ଥାଏ, ସେତକ ତାକୁ ସେମାନେ ଡାକି ଦେଇ ଦିଅନ୍ତି । ବେଳେବେଳେ ଦିନ ଦିନ ଧରି ତାକୁ କିଛି ଖାଇବାକୁ ମିଳେ ନାହିଁ । ଯେଉଁ ଦିନ ଯାହା ମିଳେ ତାହା ସେ ଖାଏ, ନହେଲେ ସେ ସେମିତି ଉପାସରେ ଶୁଏ ।...

Read More

ବନଦେବୀଙ୍କ କୃପା

ସୀତାପୁର ଗ୍ରାମରେ ଗୋଟିଏ ଗରିବ ପରିବାର ଥିଲା । ଶିବ ଓ ତା’ ସ୍ତ୍ରୀ ରାଧା, ପୁଅଟିଏ, ତା’ର ନାମ ଭରତ । ତାଙ୍କର ଛୋଟ ବଗିଚାଟିଏ ଥାଏ । ସେଥିରେ ଫଳଫୁଲ ଲଗାଇ ତାକୁ ସେ ବିକନ୍ତି, ଆଉ ଅଳ୍ପ କିଛି ଜମିବାଡି, ସେଥିରେ ସେମାନେ ବେଶ୍ ଚଳିଯା’ନ୍ତି । ରାଧା ହାତର ସ୍ପର୍ଶରେ ସେହି ବଗିଚାଟି ଅତି ସୁନ୍ଦର ଓ ଜୀବନ୍ତ ହୋଇ ଉଠିଥାଏ । ରାଧା ସବୁବେଳେ କହୁଥାଏ “ଇଏ...

Read More

ଭିନ୍ନ କାର୍ଯ୍ୟ

ଶିଲଂଗିରି ଗ୍ରାମର ଧର୍ମାନନ୍ଦ ନିଜର ପତ୍ନୀ ଓ କନ୍ୟାଙ୍କୁ ନେଇ ତୀର୍ଥଯାତ୍ରାକୁ ବାହାରିଲେ । ରାସ୍ତାରେ କିଛି ବାଟ ଚାଲିଲା ପରେ ନଦୀଟିଏ ପଡିଲା । ନଦୀଘାଟରେ ନାଆ ଓ ନାଉରୀ ମଧ୍ୟ ଥିଲେ । ନାଉରୀ ଜଣ ପିଛା ଟଙ୍କାଟିଏ ନେଲା । ନାଆରେ ଆହୁରି ଅନେକ ତୀର୍ଥଯାତ୍ରୀ ମଧ୍ୟ ଥିଲେ ।                 ନଦୀ ପାର ହେବା ପରେ ସେମାନେ କିଛିବାଟ ଚାଲିବା ପରେ ମନ୍ଦିରରେ ଯାଇ...

Read More

ଅପୂର୍ବଙ୍କ ପରାକ୍ରମ

ହିମାଳୟର ଗୁମ୍ଫା ଭିତରେ ରହୁଥିବା ମୁନି ସଦାନନ୍ଦ ଯଜ୍ଞ କରି ପ୍ରକୃତିର ପଂଚ ମହାଭୁତ ମଧ୍ୟରୁ ଏକ କ୍ଷୁଦ୍ର ଆକୃତି ବିଶିଷ୍ଟ ଆଶ୍ଚର୍ଯ୍ୟ ମଣିଷକୁ ସୃଷ୍ଟି କଲେ । ସେହି ମଣିଷର ନାମ ଅପୂର୍ବ ଥିଲା । ସେ ଉଭୟ ସାହସୀ ଓ ଅନେକ ବିଶିଷ୍ଟ ଗୁଣସମ୍ପନ୍ନ ଥିଲା । ସେ ସର୍ବଦା ସତ୍ୟକୁ ଆଦର କରୁଥିଲା । ସେ ଅଗ୍ନିରେ ଭସ୍ମ ହେଉଥିବା ଏକ ଗ୍ରାମକୁ ହାତୀମାନଙ୍କ ସହାୟତାରେ ରକ୍ଷା...

Read More

କନ୍ୟା ମନୋନୟନ

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର...

Read More

ବିଚିତ୍ର ଚିକିତ୍ସା

କମଲପୁରୀ ଗ୍ରାମରେ ବୁଦ୍ଧି ଶର୍ମା ନାମକ ଜଣେ ବୈଦ୍ୟ ଥା’ନ୍ତି । ଆଗରୁ ତ ତାଙ୍କ ଗ୍ରାମରେ କେହିବି ବୈଦ୍ୟ ନଥିଲେ । ବୁଦ୍ଧି ଶର୍ମା ରହିବା ପରଠାରୁ ସମସ୍ତେ ତାଙ୍କ ପାଖକୁ ଯା’ନ୍ତି । କିନ୍ତୁ ତାଙ୍କର ଚିକିତ୍ସା ପଦ୍ଧତି ଟିକେ ଭିନ୍ନ । ଗାଁର ଧନୀ ମାଧବଙ୍କର ଦିନେ ପେଟ ଓ ଛାତିରେ ଭୀଷଣ ମାତ୍ରାରେ ଯନ୍ତ୍ରଣା ହେବାରୁ ସେ ସେହି ବୈଦ୍ୟଙ୍କ ପାଖକୁ ଗଲେ ।...

Read More

ଯକ୍ଷର ଅଟ୍ଟହାସ୍ୟ

ଯକ୍ଷସ୍ଥଳ ନାମକ ରାଜ୍ୟରେ ନନ୍ଦୁ ନାମରେ ଜଣେ ଚାଷୀ ଥାଏ । ଦିନେ ସକାଳୁ ସେ ଗାଈମାନଙ୍କୁ ଖାଇବାକୁ ଦେଇ ନିଜ କ୍ଷେତଆଡକୁ ଯାଉଥିଲା; ବାଟରେ ଛୋଟ ଛୋଟ ବଣବୁଦା ପାଖରେ ଯିବାବେଳେ ସେ ଘୁଙ୍ଗୁଡି ଶବ୍ଦ ଶୁଣିବାକୁ ପାଇଲା । ସେ କୌତୁହଳୀ ହୋଇ ବଣବୁଦା ଭିତରେ ଖୋଜି ଖୋଜି ଶେଷକୁ ଏକ ବିରାଟ ଛତୁଟିଏ ଫୁଟିଥିବାର ଓ ସେହି ଛତୁକୁ ଆଉଜି ଯକ୍ଷଟିଏ ମହା ଆରାମରେ ଶୋଇଥିବାର...

Read More

ବୀର ହନୁମାନ

ମୈନାକ ପର୍ବତଙ୍କର କଥା ଶୁଣି ହନୁମାନ ବଡ ସନ୍ତୁଷ୍ଟ ହେଲେ ତା’ପରେ ସେ କହିଲେ, “ମୋ ପ୍ରତି ତୁମର ଏହି ପ୍ରିୟଭାବହିଁ ମୋ ପାଇଁ ଯଥେଷ୍ଟ ଏବଂ ତାହାହିଁ ମୋ ପ୍ରତି ଆତିଥ୍ୟ । କିନ୍ତୁ ତୁମ କଥା ମୁଁ ଏବେ ସ୍ୱୀକାର କରିପାରିବି ନାହିଁ । ତୁମେ ମୋତେ ଭୁଲ୍ ବୁଝିବ ନାହିଁ । ମୁଁ ଆଉ କ୍ଷଣେ ମାତ୍ର କାଳବିଳମ୍ବ କରିବାକୁ ଚାହେଁ ନାହିଁ । ତା’ପରେ ମୋ ସାଥୀ ବାନରମାନଙ୍କୁ...

Read More

ମହା ପଣ୍ଡିତ

ସୀତାପୁରର ଜମିଦାର ମାଧବଙ୍କ ପୁଅ ବିଦ୍ୟାଧର ଜଣେ ବିଦ୍ୱାନ ଥିଲେ । ବ୍ୟବସାୟରେ ସେ ଆଦୌ ମନ ଦେଉ ନଥିଲେ । ସେ ଆହୁରି ପଢିବାକୁ ଚାହୁଁଥିଲେ, ଅଧିକ ବିଦ୍ୟାର୍ଜ୍ଜନ କରିବେ । କିନ୍ତୁ ବିଦ୍ୟା ପ୍ରତି ତାଙ୍କର ଆଗ୍ରହ ଯେତିକି ଥିଲା ବିଦ୍ୟା ଯୋଗୁଁ ସେତିକି ଗର୍ବ ବି ଥିଲା । ତେଣୁ ଅଧିକାଂଶ ଲୋକଙ୍କୁ ସେ ନିମ୍ନ ଦୃଷ୍ଟିରେ ଦେଖୁଥିଲେ ।                 ବହୁତ ଥର...

Read More

ସଦାଶୟୀ କୈପାଙ୍ଗ

ଗୋଟିଏ ଗାଁରେ ଗରୀବ ଚାଷୀଟିଏ ଥାଏ । ତା’ର ତିନିପୁଅ । ସ୍ତ୍ରୀ ମରିଯାଇଥାଏ । ବଡ ଦୁଇପୁଅ ବୁଦ୍ଧିମାନ, ଚାଷବାସ, ବ୍ୟବସାୟ ଇତ୍ୟାଦି କରି ଧନ ରୋଜଗାର କରନ୍ତି । କିନ୍ତୁ ସାନପୁଅଟିର ସ୍ୱଭାବ ଏକବାରେ ଅନ୍ୟ ରକମ । ସେ ଘରକାମ ନ କରି ଟଙ୍କାପଇସା ରୋଜଗାରରେ ବେଶି ମନ ନ ଦେଇ ପରଉପକାର କରିବାରେ ଅଧିକ ସମୟ ଦିଏ । କାହାର ଛେଳିଟିଏ ହଜିଗଲା, ବାଛୁରୀଟିଏ ବାଟ ଭୁଲିଗଲା...

Read More

ଶ୍ରୀ ଲୋକନାଥ

ତ୍ରେତୟା ଯୁଗର କଥା । ଏବେ ଶ୍ରୀକ୍ଷେତ୍ରରେ ଯେଉଁଠି ପ୍ରସିଦ୍ଧ ଶ୍ରୀଲୋକନାଥ ମନ୍ଦିର ଅବସ୍ଥିତ, ସେତେବେଳେ ସେ ସ୍ଥାନ ଏତେ ମନୋରମ ନଥାଇ ଘନ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ଥରେ ଲଙ୍କାର ରାଜା ରାବଣ ପାରିଧି କରିବାକୁ ଆସି ଘନ ଜଙ୍ଗଲ ଭିତରେ ଶିବଲିଙ୍ଗ ଥିବା ଏକ ସ୍ଥାନଟିକୁ ଆବିଷ୍କାର କଲା । ରାବଣ ରାକ୍ଷସ ହେଲେ କ’ଣ ହେବ, ସେ ଜଣେ ବ୍ରାହ୍ମଣ ପଣ୍ଡିତ ଓ ଶିବ ଭକ୍ତ...

Read More

ଫୁଲ ଝଡିପଡେ କାହିଁକି?

ବନବାସ କାଳରେ ଥରେ ରାମ ତାଙ୍କ ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହିତ ଏକ ସୁନ୍ଦର ଫୁଲ ବଗିଚାରେ ଯାଇ ପହଁଚିଲେ । ଫୁଲଗୁଡିକର ସୌନ୍ଦର୍ଯ୍ୟରେ ସୀତା ଏପରି ମୋହିତା ହୋଇ ପଡିଲେ ଯେ, ସେ ସେତକ ଫୁଲସବୁ ତୋଳିବାରେ ଲାଗିପଡିଲେ । ଏହାଦେଖି ସେ ବଗିଚାର ମାଳି ଆସି ସୀତାଙ୍କୁ ଫୁଲ ତୋଳିବାକୁ ବାରଣ କଲା । ସାମାନ୍ୟ ଜଣେ ମାଳିର ଏପରି ଆସ୍ପର୍ଦ୍ଧା ଦେଖି ସୀତା ଆଗ ହଠାତ୍...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ