ସତ କେବେ ଲୁଚି ରହେନା

ଗଧ ଏହି ଭଳି ଉତ୍ପାତ କରୁ କରୁ ଗୋଟିଏ ବିଲୁଆ ପାଖରେ ଆସି ପହଁଚି ଗଲା ଏବଂ ତାକୁ ଡରାଇବା ପାଇଁ ଚିତ୍କାର କରି ବିଲୁଆକୁ ଅଟକାଇବାକୁ ଲାଗିଲା ହୁ…ପୋ…ହୁ…ପୋ…

ବିଲୁଆ ତ ମହା ଚାଲାକ୍ ସେ ଆଖି ବଡ ବଡ କରି ସେହି ଗଧକୁ ଚାହିଁ ରହିଲା ଏବଂ ହସି ହସି କହିଲା – ଏଠାରେ ଗଧ ମହାଶୟ ବାଘ ବେଶରେ ରହିଛ । ତୁମେ ବାଘ ବେଶରେ ଜଙ୍ଗଲରେ ଏଭଳି ହଲ୍ଲା ସୃଷ୍ଟି କରିଛ । ଆରେ ଗଧ… ! ତୁମେ ଟିକିଏ ବି ଚିନ୍ତା କଲ ନାହିଁ ଯେ ସତ କେବେ ଲୁଚି ରହେନା । ତୁମର ଆୱାଜ୍ ହିଁ ତୁମର ପ୍ରକୃତ ପରିଚୟ ଦେଇ ଦେଲା । ବାଘ କ’ଣ କେବେ ଗଧ ଭଳିଆ ରଡି ଛାଡି ପାରେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ